Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 09-01-2021

ଆଜିର ବାକ୍ୟ (Oriya) 09-01-2021

ପରିବର୍ତ୍ତନର ମନୁଷ୍ୟ 

“ସଦାପ୍ରଭୁ ଏହି କଥା କହନ୍ତି; “ଯେଉଁ ମନୁଷ୍ୟ, ମନୁଷ୍ୟ ଉପରେ ନିର୍ଭର କରେ ଓ ମାଂସକୁ ଆପଣାର ବାହୁ କରେ, ଆଉ ଯାହାର ହୃଦୟ ସଦାପ୍ରଭୁଙ୍କ ନିକଟରୁ ଦୂରକୁ ଯାଏ, ସେ ଶାପଗ୍ରସ୍ତ।“ - ଯିରିମୀୟ 17:5

ଆର୍ଥିକ ଅବସ୍ଥାରେ ସବୁବେଳେ ରହୁଥିବା ଭଉଣୀକୁ ସାହାଯ୍ୟ କରିବି, କହିଲା ନାନୀ !ନାନୀ କହିଲା, ଭଉଣୀଙ୍କର ବିବାହ ପାଇଁ ଏକ ଲକ୍ଷ ଟଙ୍କା ବିନା ସୁଧରେ ସାହାଯ୍ୟ କରିବି, ତୁମର ସୁବିଧା ହେଲେ ମୋତେ ଦେବ !ଆଚାର୍ଯ୍ୟ ଭାବରେ ଉତ୍ତମ ପୁଅ ସହିତ ବିବାହ ସ୍ଥିର ହେଲା !ଭଉଣୀ ନାନୀଙ୍କର ନିକଟକୁ ଯାଇ ସାହାଯ୍ୟ ମାଗିଲେ !କିନ୍ତୁ ନାନୀ କହିଲେ, ସେତେବେଳର ପରିସ୍ଥିତିରେ ଦେବି କହିଲି, ମାତ୍ର ଏବେ ଦେଇ ପାରିବିନି !ଅନେକ କାରଣ କହିଲେ ମଧ୍ୟ ମାତ୍ର ଭଉଣୀଙ୍କର ହୃଦୟରେ ବାଧା ଅଟେ !କରନା ରୋଗ ହେତୁ ବହୁତ ଲୋକଙ୍କୁ ନ କହି ଅଳ୍ପ ଲୋକଙ୍କ ସହିତ ସାଧାରଣ ଭାବେ ବିବାହ କରି ଦେଲେ !ହଁ ମନୁଷ୍ୟ ମାନଙ୍କର ପ୍ରେମ, ମନ, ଆଲୋଚନା, ସମସ୍ତ ଦିନେ ବଦଳି ଯାଇପାରେ !କାହିଁକି ? ବାଇବଲରେ ମଧ୍ୟ ଏକ ଘଣ୍ଟାରେ ବଦଳି ଥିବା ମଣିଷ ବିଷୟରେ ଲେଖା ଯାଇଛି !ସେମାନେ କିଏ ଦେଖିବା କି ? 

ପାଉଲ ଜାହାଜ ଯାତ୍ରା ସମୟରେ ଅସାଧାରଣ ପରିସ୍ଥିତି ଯୋଗୁ ଅନେକ ରାତ୍ରି ଓ ଦିନ ଭୋକରେ ଓ ଅନିଦ୍ରାରେ ନିରୁଉଚ୍ଚାହ ହୋଇ ସମସ୍ତେ ମେଲିତା ନାମକ କୂଳରେ ପହଁଚିଲେ !ଦେଖି ଚାହିଁ ନ ଥିବା ସେହି ପ୍ରଜା ସେମାନଙ୍କୁ ଦେଖାଇଥିବା ପ୍ରେମ କମ ନ ଥିଲା !ସେହି ସମୟରେ ହୋଇ ଥିବା ବର୍ଷା ଓ ଶୀତ ପାଇଁ ନିଆ ଜଳାଇ ଶୀତ ଓ ବର୍ଷା ଦାଉରୁ ରକ୍ଷା କରାଇ ଥିଲେ !ପାଉଲ କାଠ ଆଣି ନିଆରେ ପକାଉ ଥିବା ବେଳେ ଏକ ସାପ ତାଙ୍କର ହାତକୁ କାମୁଡି ଦେଲା !ସଂଗେ ସଂଗେ ସେହି ପ୍ରଜା କହିଲେ ଏ ଜଣେ ହତ୍ୟାକାରୀ !ଏହା ସନ୍ଦେହ ଯୁକ୍ତ ନୁହେଁ !ସମୁଦ୍ର ଠାରୁ ଫିଟାଇ ହୋଇ ଆସିଥିବା ବେଳେ ପ୍ରକୃତି ଏହାକୁ ଛାଡି ନାହିଁ !ମାତ୍ର ପାଉଲ ଛାଡି ନାହିଁ କହିଲେ !ମାତ୍ର ପାଉଲ କୋଣସି ଆପତ୍ତି ନ ପହଞ୍ଚାଇବା ଦେଖି ପାଉଲ ହିଁ ଇଶ୍ୱର ବୋଲି କହିବା ଆରମ୍ଭ କଲେ !ଦେଖନ୍ତୁ ଏହାହିଁ ମଣିଷ ମାନଙ୍କର ଆଲୋଚନା !ମୁଣ୍ଡରେ ବସାଇ ପୂଜା କରୁଥିବା ପ୍ରଜା ହିଁ ଆମକୁ ଦିନେ ପାଦରେ ପକାଇ ଦଳିଦେବେ !କିଛି ଆଚାର୍ଯ୍ୟ ନୁହେଁ !

ମୋର ପ୍ରିୟ ବନ୍ଧୁଗଣ, ମଣିଷ ମନ ପରିବର୍ତ୍ତନ ହୁଏ, ତେଣୁ ମନୁଷ୍ୟକୁ ବିଶ୍ୱାସ କରି କେବେବି ପରମେଶ୍ୱରଙ୍କୁ ଦ୍ୱିତୀୟ ସ୍ଥାନରେ ରଖିବ ନାହିଁ !ମନୁଷ୍ୟ ଆମକୁ ବ୍ୟବହାର କରି ଛାଡି ଦେବ !ମାତ୍ର ପରମେଶ୍ୱର ଆମକୁ ଛାଡ଼ିବେ ନାହିଁ !ମନୁଷ୍ୟମାନେ ତାଙ୍କର ଉପକାର ପାଇଁ ହିଁ ଅନ୍ୟମାନଙ୍କ ସହିତ ସମ୍ପର୍କ କରନ୍ତି !କିନ୍ତୁ ପରମେଶ୍ୱର ଆମ ଉପକାର ସକାଶେ ଆମକୁ ଖୋଜି ଆସନ୍ତି !ଯୋଗ୍ୟତାର ମଣିଷ ହିଁ ଇଶ୍ୱରଙ୍କୁ ଖୋଜି ଯାଏ !ଅଯୋଗ୍ୟ ଲୋକଙ୍କୁ ପରମେଶ୍ୱର ଖୋଜି ଯୋଗ୍ୟତା କରି ଅନୁଗ୍ରହ ଦିଅନ୍ତି !ମାତ୍ର ଆମ ଇଶ୍ୱର ଅପରିବର୍ତ୍ତନ ଅଟନ୍ତି !ତୁମେ କାହାକୁ ବିଶ୍ୱାସ କରୁଛ, ପରିବର୍ତ୍ତନ ମନୁଷ୍ୟକୁ ନା ଅପରିବର୍ତ୍ତନ ଇଶ୍ୱରଙ୍କୁ ? 
-    ଭାଇ ଅରୁଣ ଏବେଲ 

ପ୍ରାର୍ଥନା କରନ୍ତୁ :-ବାଇବଲ ମହାବିଦ୍ୟାଳୟରେ ଶିକ୍ଷା ଦେଉ ଥିବା ଶିକ୍ଷକଙ୍କୁ ପ୍ରଭୁଙ୍କର ଆତ୍ମା ପୂର୍ଣ୍ଣ ହୋଇ ବ୍ୟବହାର ନିମନ୍ତେ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.


Comment As:

Comment (0)