Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 05-01-2021

ଆଜିର ବାକ୍ୟ (Oriya) 05-01-2021

ପ୍ରସ୍ତୁତ କି ? 

“ଏଥିଉତ୍ତାରେ “ମୁଁ କାହାକୁ ପଠାଇବି? ଓ କିଏ ଆମ୍ଭମାନଙ୍କ ପାଇଁ ଯିବ ?” ପ୍ରଭୁଙ୍କର ଏହି ରବ ମୁଁ ଶୁଣିଲି। ତେବେ ମୁଁ କହିଲି, “ମୁଁ ଅଛି; ମୋତେ ପଠାଅ।” - ଯିଶାଇୟ 6:8

ତାମିଲନାଡୁର ଦକ୍ଷିଣ ଭାଗର ଡନାଉର ନାମକ ଗ୍ରାମକୁ ଆସି ସେବା କାର୍ଯ୍ୟ କରିଥିବା ସେବକ ହେଉଛନ୍ତି ଏମି କାର୍ମୀକେଲ !ସେ ଭାରତ ଦେଶକୁ ଆସିବାର କାରଣ କଣ ଜାଣନ୍ତି କି ? ସେ ପାଇଥିବା ଦର୍ଶନ !ସେହି ଦର୍ଶନରେ ଏକ ବିଶାଳ ଦଉଡିରେ  ଚାରିପଟେ ବାନ୍ଧି ହୋଇ ଦେଖା ଯାଉଛି !ତାହା ଗାତ  ନୁହେଁ ତାହା ଏକ ପାତାଳ !ଅନେକ ଲୋକ ଦେଖି ନ ପାରି ଗୋଡ଼ ଖସି ମାଆ...ବୋଲି ବଡ଼ ପାଟି କରି ତଳେ ଖସି ପଡି ଆଉ ଦେଖାଯାଉ ନ ଥାନ୍ତି  !ସେମାନଙ୍କୁ ଭଲ ରୂପରେ ଅନୁଧ୍ୟାନ କରିବାରୁ ସେମାନଙ୍କର ଆଖି ରହି ଅନ୍ଧ ପରି ତାଙ୍କେ ମାର୍ଗ ଜାଣି ନ ପାରି, ମାର୍ଗ ଗ୍ରହଣ କରି ନ ପାରି ରହିବା ପରି ଏମି ଦେଖିଲେ !ଏହି ଦର୍ଶନ ଦେଖିବା କ୍ଷଣି ପରମେଶ୍ୱରଙ୍କର ସ୍ୱରକୁ ନତମସ୍ତକ ହୋଇ, ଏହି ଦେଖ ମୁଁ ଅଛି, ମୁଁ ଆସୁଛି କହି,  ଏମି କାର୍ମୀକେଲ ନିଜକୁ ସମର୍ପିତ ହୋଇ  ଧର୍ମ ପ୍ରଚାରକ ଭାବେ ଭାରତ ଦେଶକୁ ଆସିଲେ !

ପ୍ରେରିତଙ୍କର କାର୍ଯ୍ୟାବଳି ପଢିବା ବେଳେ ଫିଲିପିୟ ସମରୋଣିୟ ସହର ଠାରୁ ଯୀଶୁଙ୍କର ବିଷୟରେ ପ୍ରକାଶ କରି ଆସିଲେ! ଜନତାଙ୍କ ପାଇଁ ଯୀଶୁଙ୍କର ନାମରେ ଅଦ୍ଦଭୂତ କାର୍ଯ୍ୟ କରି କି ଆସିଲା !ଏହା ଦ୍ଵାରା ସେହି ସହରରେ ଚିରନ୍ତଣ ଆନନ୍ଦ ହେଲା !ଏହି ସମୟରେ ପବିତ୍ର ଆତ୍ମା କହିଲେ ତୁମେ ଅରଣ୍ୟକୁ ଯାତ୍ରା କର !ଆହା...ପ୍ରଭୁ ଅରଣ୍ୟକୁ କି? ସେଠାରେ କିଏ ଥିବେ ? ମୋ ପାଇଁ ଏହି ସହରରେ  ବହୁତ ଖୁସି ଅଛି ତ !ଉତ୍ତମ ରୂପରେ ସେବା କରୁଛି ତ ବୋଲି ଯୁନସଙ୍କ ପରି  ନ କହି ସଂଗେ ସଂଗେ ପବିତ୍ର ଆତ୍ମାର ଆଜ୍ଞାକୁ ପାଳନ କରି ମରୁ ଅରଣ୍ୟ ପ୍ରାନ୍ତକୁ   ଗଲା !ସେଠାରେ ହାଏତୋଫିୟା  ଦେଶର ମନ୍ତୀଙ୍କୁ ସୁସମାଚାର ପ୍ରଚାର କରିବା ଦ୍ଵାରା ସେହି ମନ୍ତ୍ରୀଙ୍କର  ଦ୍ଵାରା ସମସ୍ତ ହାଏତୋଫିୟା ଦେଶକୁ ସୁସମାଚାର ପ୍ରଚାର କରାଗଲା !ତାପରେ ପିଲିଫିୟ ଶିଶେରିଆ ପର୍ଯ୍ୟନ୍ତ ସୁସମାଚାର କରିଛନ୍ତି ବୋଲି ବାଇବଲରେ ପଢ଼ୁଛୁ !

ପରମେଶ୍ୱରଙ୍କର ସନ୍ତାନମାନେ, ସାଙ୍ଗେ ସାଙ୍ଗେ ନମ୍ରତା ଦେଖେଇବା ଡେରିରେ ନମ୍ରତା ଦେଖାଇବାକୁ ପାର୍ଥକ୍ୟ ଅଟେ !ଏମି କାର୍ମୀକେଲ ସମର୍ପିତ ହୋଇ ଭାରତ ଦେଶର ତାମିଲନାଡୁ ଆସିବା ଦ୍ଵାରା ଅନେକ ମହିଳା ଓ ପିଲାମାନେ ଉଦ୍ଧାର ପାଇଲେ !ଫିଲିପିୟ ମରୁ ଅରଣ୍ୟକୁ ସମର୍ପିତ ହେଲା !ସେହିପରି ତୁମ ଦ୍ଵାରା ତୁମର ବନ୍ଧୁଗଣ, ସାଙ୍ଗସାଥି, ପଡୋଶୀ, ଗ୍ରାମବାସୀ ନର୍କରୁ ଉଦ୍ଧାର ହୋଇ ରକ୍ଷା ପାଇଛନ୍ତି କି ? ତୁମେ ବାଇବଲ ପଢୁଛ କହି ସେମାନେ ଜାଣନ୍ତି, କିନ୍ତୁ ବାଇବଲରେ ଯୀଶୁଙ୍କ  ବିଷୟରେ କେତେ ଜଣ ଜାଣିଛନ୍ତି ? ମୋର ଡାକରା କିଛି ନାହିଁ ବୋଲି କହିବା ଦ୍ଵାରା ମାଥିଉ ସୁସମାଚାର :-28:18-20, ଦ୍ଵାରା ତୁମକୁ ଡାକରା ଆସୁଛି !ତୁମେ ସର୍ବ ଜଗତକୁ ଯାଇ ସୁସମାଚାର ପ୍ରକାଶ କର ସେମାନଙ୍କୁ ଶିଶ୍ୟ କର ବୋଲି ଡାକରାକୁ ନତମସ୍ତକ ହୁଅ !ତୁମ ଦ୍ଵାରା ଅନେକ ଲୋକଙ୍କୁ ଆଲୋକିତ କର !ପରମେଶ୍ୱରଙ୍କ ଯୋଜନାକୁ ପୂର୍ଣ୍ଣ କର !ଜନତାଙ୍କ ମଧ୍ୟେ  ନିତ୍ୟ ଆନନ୍ଦରେ ପୂର୍ଣ୍ଣ କର !
-    ଶ୍ରୀମତୀ ସୋସାନ୍ନା ମାଥିଉ 

ପ୍ରାର୍ଥନା କରନ୍ତୁ :-ତିରିବିଲ୍ଲରୁ ସହରର ନଦିଆ ନାମକ ଭଉଣୀ ଋଣ ବୋଝ  ଯୋଗୁ ଆତ୍ମହତ୍ୟା ସ୍ୱୀକାର ହୋଇ ଥିଲା, ଆତ୍ମାରୁ ମୁକ୍ତି ପାଇବାକୁ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.


Comment As:

Comment (0)