Village Missionary Movement

கிராம மிஷனரி இயக்கம்


ଆଜିର ବାକ୍ୟ (Oriya) 04-01-2021

ଆଜିର ବାକ୍ୟ (Oriya) 04-01-2021

ପରମେଶ୍ୱର ଅନୁଗ୍ରହ କରିଥିବା ବାଇବଲ 

“ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ। ତାହା ସାରାଦିନ ମୋହର ଧ୍ୟାନ।“ - ଗୀତସଂହିତା 119:97

ମଣ୍ଡଳୀ ଇତିହାସର ଚରିତ୍ର ସଂସ୍କାରକ ଭାବେ ରହିଥିବା ମାର୍ଥୀନ ଲୁଥର ଦିନେ ବିଶ୍ୱ ବିଦ୍ୟାଳୟର ଗ୍ରନ୍ତାଗାରକୁ ଗଲା !ସେଠାରେ ମରଥୀନ ବାସୁ ନାମକ ଏକ ବାଇବଲ ଦେଖିଲା !ସେହି ଦିନ ପର୍ଯ୍ୟନ୍ତ ମାଥିଉ, ମାର୍କ, ଲୁକ, ଓ ଯୋହନ ସୁସମାଚାର ହିଁ ଇଶ୍ୱର ବାକ୍ୟ ବୋଲି ଭାବୁଥାନ୍ତି !ପୂର୍ଣ୍ଣ ବାଇବଲ ଦେଖିବା କ୍ଷଣି ଅତି ଆଚାର୍ଯ୍ୟରେ ଆତୁର ହୃଦୟରେ ପବିତ୍ର ବାଇବଲକୁ ପଡି ଶୁଭାଶୀତ ହେଲା !ତାପରେ ବିଟେନ ବର୍ଗ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଭାବେ ଦାଇତ୍ଵ ନେଲା ପରେ ବାଇବଲର ମହତ୍ୱ ବିଷୟରେ ଜାଣି ଗୀତସଂହିତା, ପ୍ରେରିତ, ପତ୍ର ସମସ୍ତ ବିଷୟରେ ପ୍ରଚାର କରିବାକୁ  ଲାଗିଲା !ବାଇବଲ ବାକ୍ୟକୁ ଦୃଢତାର ସହ ପ୍ରଚାର କଲା !ତାଙ୍କର ପ୍ରଚାର ଅନେକ ଲୋକଙ୍କର ହୃଦୟରେ ଆକର୍ଷଣୀୟ ହେଲା !ସତ୍ୟତାକୁ ସତ୍ୟ ରୂପେ ବୁଝାଇଲା !ପାପ କ୍ଷମା ପାଇଁ ଚିଠି ନ କିଣି ରକ୍ଷା କର୍ତ୍ତାଙ୍କୁ ହିଁ ଦେଖିବାକୁ ହେବ ବୋଲି  ଜର୍ମନ, ଥାଇଲାଣ୍ଡ, ସ୍ବେନ, ପ୍ରାନସ, ଇଂଲଣ୍ଡ, ହଲାଣ୍ଡ, ଇଟାଲି, ଦେଶ ମାନଂକରେ ସତ୍ୟକୁ ପ୍ରକାଶ କରି ଆସିଲା !ଏହା ଦ୍ଵାରା ଲୁଥର ମହାନ ସଂସ୍କାରକୁ ଲୋକଙ୍କ ମଧ୍ୟରେ ତିଆରି କଲା !ଲୋକମାନେ ବାଇବଲକୁ ସମ୍ପୂର୍ଣ ଭାବେ, କ୍ରମରେ ପଡ଼ିବାକୁ ଆରମ୍ଭ କଲେ !

ହଁ ବାଇବଲ ବାକ୍ୟ ହିଁ ଆମ ଜୀବନରେ ସତ୍ୟ ମୁକ୍ତି ଆଣିଦେଇ ପାରିବ !ବାକ୍ୟ ହିଁ ଅନ୍ଧ ବିଶ୍ୱାସରୁ, ବ୍ୟର୍ଥତାଭୟରୁ ଆମକୁ ମୁକ୍ତ କରିବ !ମାତ୍ର  ବାକ୍ୟକୁ ପଢି ବାଇବଲକୁ  ନିଆଁରେ ପକାଇ ଦେଇ ଥିବା ରାଜାଙ୍କ ବିଷୟରେ ( ଯିରିମିୟ 36:23 )ପଡ଼ୁଅଛୁ !ସେହି ସମୟରେ ବାଇବଲ ବାକ୍ୟକୁ ପଡି ଶୁଣି ହୃଦୟକୁ ଭାଙ୍ଗି ପିନ୍ଧି ଥିବା ବସ୍ତ୍ରକୁ ଚିରିକି ମନ ପରିବର୍ତ୍ତନ କରିଛନ୍ତି !

ମୋର ପ୍ରିୟ ବନ୍ଧୁଗଣ, ଆମେ ବାଇବଲକୁ ଆଗ୍ରାଧିକାର ଦେବା !ଏହି ନୂତନ ବର୍ଷରେ ବାଇବଲକୁ ମନ ଦେଇ , କ୍ରମରେ ପଡି ଧ୍ୟାନ କରିବାକୁ ନିର୍ଣ୍ଣୟ କରିବା !ଆମେ କିଛି ପୁସ୍ତକକୁ ସ୍ୱାଦ ଚାଖିବା, ଆଉ କିଛି ପୁସ୍ତକକୁ ସେହିପରି ଗିଳି ଦେବାକୁ ପଡିବ !ବାଇବଲକୁ ମାତ୍ର ଧୀରେ ଧୀରେ ଚୋବେଇ ତାହାକୁ ଜିର୍ଣ କରି ଭିତରକୁ ନେବା !ନିଁଛିତ ଇଶ୍ୱରଙ୍କ ବାକ୍ୟ ତାଙ୍କ ମାର୍ଗରେ କଢାଇ ନେବ, ଆଦର କରିବ, ଉପଦେଶ କରିବ ନିରିକ୍ଷଣ ଦେବ, ଭୟରୁ ଦୂର କରି ନିତ୍ୟ ଜୀବନ ମାର୍ଗରେ ଚଲାଇବ !ଅଜି ହିଁ ଆପଣ ଆରମ୍ଭ କରିଥିବା ବାଇବଲ ପଡ଼ିବାକୁ ମୁଁ ପ୍ରଚାହନ କରୁଛି !
-    ଶ୍ରୀମତୀ ସାରୋଜା ମୋହନ ଦାସ 

ପ୍ରାର୍ଥନା କରନ୍ତୁ :-ୟୁଟୁବ, ୱାଟ୍ସଅପ, ଫେସବୁକ ରେ ଆସୁଥିବା ପ୍ରତିଦିନ ଉପାସନା ଅନେକ ନୂଆ ନୂଆ ଲୋକ ପାଠ କରିବା ସକାଶେ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.


Comment As:

Comment (0)