Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 21-04-2021
Share:

By Village Missionary Movement

Wednesday, 21-Apr-2021

ଆଜିର ବାକ୍ୟ (Oriya) 21-04-2021

ସଦାପ୍ରଭୁଙ୍କୁ ବିଶ୍ୱାସ କର 

“ହେ ସଦାପ୍ରଭୁଙ୍କ ଭୟକାରୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ନିର୍ଭର କର; ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ।“ - ଗୀତସଂହିତା 115:11

ପୃଥିବୀ ବିଖ୍ୟାତ  ଡ଼ି. ଏଲ. ମୋଦି ପ୍ରଚାର,   ଦିନେ ସାନ ଡେ ସ୍କୁଲରେ ପାଠ ପଡାଉ ଥିଲା !ହଠାତରେ ତାଙ୍କ ହାତରେ ଥିବା ସୁନାର ଘଡିକୁ ଫିଟାଇ ଏହା କାହାକୁ ଦରକାର ବୋଲି ପଚାରିଲା !ସମସ୍ତ ବିଦ୍ୟାର୍ଥୀ ସନ୍ଦେହ କଲେ !କିଏ ବି ସୁନାର ଘଡି ବିନାମୂଲ୍ୟରେ ଦେବ କି ? ଏପରି ଭାବି କୋଣସି ବିଦ୍ୟାର୍ଥୀ ତାହା ପାଇବା ଆଶା କରି ଆଗକୁ ଆସିଲେ ନାହିଁ !ସେମାନେ ଭାବିଲେ କି ମଜା କରୁଛି !ଶେଷରେ ଜଣେ ଛଅ ବର୍ଷର ବାଳକ ଆସି ତାଙ୍କ ଠାରୁ ନେଲା !ମୋଦିଙ୍କର ପ୍ରଚାର ଏହି ଘଡି ମୋତେ କେତେ ପ୍ରୟୋଜନ ହୋଇଛି, ସେହିପରି ତତେ ମଧ୍ୟ ପ୍ରୟୋଜନ ହୋଇଥିବ ବୋଲି ତାକୁ ଉଚ୍ଚାହିତ କରି ସେହି ଘଡିକୁ ସେହି ବାଳକକୁ ଦେଲା !ଏହି ସମସ୍ତ ଦେଖି ଥିବା ବିଦ୍ୟାର୍ଥୀ ଆଚର୍ଯ୍ୟ ହୋଇଗଲେ !ସେମାନେ ପ୍ରଚାର ନିକଟକୁ ଯାଇ, ସେମାନେ ପଚାରିଲେ,  ତୁମ୍ଭେ ସତରେ ତାଙ୍କୁ ଘଡି ଦେଇ ଦେଲ କି ? ସେଥିରେ ସେ ଉତ୍ତର କଲେ ହଁ ଏହା ସେହି ବାବୁକୁ, କାହିଁକି ମାନେ ମୁ ଯାହା କହିଲି ସେ ତାହା ବିଶ୍ୱାସ କଲା !ଏବେ ସେହି ଘଡିଟି ତାଙ୍କର ଅଟେ !ବାଳକ  ସେହି ଘଡିକୁଆନନ୍ଦରେ  ଅନ୍ୟ ବିଦ୍ୟାର୍ଥୀଙ୍କୁ ଦେଖାଇଲା  !

ଏହିପରି ବାଇବଲରେ ପ୍ରଭୁ କହିଥିବା ସମସ୍ତ ଛୋଟ ପିଲାଙ୍କ ପରି ବିଶ୍ୱାସ କରିବାକୁ ହେବ !ପୃଥିବୀକୁ ପରମେଶ୍ୱର ଜଳ ପ୍ଲାବନ ଦ୍ଵାରା ବିନାଶ କରିବି ବୋଲି ସତର୍କ କଲେ !ଏହାକୁ କେହିବି ବିଶ୍ୱାସ  କଲେ ନାହିଁ ମାତ୍ର  ନୋହ ତାହାକୁ ବିଶ୍ୱାସ କଲା !ସେଥି ଯୋଗୁ ନୋହ ଓ ତାଙ୍କର ପରିବାର ଉଦ୍ଧାର ପାଇଲେ !ପରମେଶ୍ୱର ଅବ୍ରାହାମଙ୍କୁ  ତୁମ୍ଭ ସନ୍ତାନଗଣ ଆକାଶର ତାରା ତୁଲ୍ୟ ହେବ ବୋଲି କହିବାରୁ, ସେ ଅନେକ ଜାତିର ଆଦି ପିତା ହେବ ବୋଲି କହିବାରୁ ଅବିଶ୍ୱାସର ପରିସ୍ଥିତିରେ ମଧ୍ୟ ସେ ବିଶ୍ୱାସର ସହିତ ନିରିକ୍ଷଣରେ ବିଶ୍ୱାସ କଲା !ତାହା ତାଙ୍କୁ ଧାର୍ମିକରେ ବଛା ହେଲା !ସଦାପ୍ରଭୁ ଦେଇ ଥିବା ଚୁକ୍ତିକୁ ଅବ୍ରାହମ, ଇଶାକ, ଯାକୁବ ଆମ ପର୍ବପୁରୁଷଗଣ ବିଶ୍ୱାସ କଲେ !ସେଥିପାଇଁ ସେମାନେ ଆଶୀର୍ବାଦଗୁଡିକ ନିଜର କରିଲେ !

ଖ୍ରୀଷ୍ଟଙ୍କ ଠାରେ ମୋତେ ପ୍ରିୟ ବନ୍ଧୁଗଣ, ପ୍ରତିଦିନ ସଦାପ୍ରଭୁ ତୁମ୍ଭ ସହିତ କଥା ହେଉଛନ୍ତି !ଚୁକ୍ତି କରୁଛନ୍ତି !ମୁ ତୁମକୁ ଆଶୀର୍ବାଦ କରିବି, ତୁମକୁ ମହତ କରିବି, ଶେଷ ଉଯୋଗିରେ ତୁମ୍ଭକୁ ବ୍ୟବହାର କରିବି, ତୁମ୍ଭକୁ ପାପ ବନ୍ଦନରୁ, ରୋଗରୁ,  ଭୂତଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବି ବୋଲି କଥା ହେଉଛନ୍ତି !ତୁମ୍ଭେ ତାଙ୍କର ରବକୁ ସତରେ ବିଶ୍ୱାସ କଲେ, ତୁମ୍ଭ ଦ୍ଵାରା ମହାନ ମହାନ କାର୍ଯ୍ୟ କରିବେ !ତୁମ୍ଭ ଦ୍ଵାରା ସଦାପ୍ରଭୁ କରୁଥିବା କାର୍ଯ୍ୟ ମହାନ ଅଟେ ବୋଲି ପରମେଶ୍ୱର କହନ୍ତି !ଅବ୍ରାହମଙ୍କ ପରି ବିଶ୍ୱାସ କର !ନିଛିନ୍ତ ସଦାପ୍ରଭୁ କହି ଥିବା କଥା, ସେହିପରି ତୁମ୍ଭ ଜୀବନରେ ପୂର୍ଣ୍ଣ ହେବା ଦେଖିବ !
-    ଶ୍ରୀମତୀ ସୋସାନ୍ନା ମାଥିଉ 

ପ୍ରାର୍ଥନା କରନ୍ତୁ :-
ମୋକ୍ଷ ପ୍ରାୟାନାମ ଲେଖି ଦେଉଥିବା ପିଲାମାନଙ୍କୁ ପରମେଶ୍ୱର ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al padişahbet padişahbet giriş casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice