Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 20-04-2021
Share:

By Village Missionary Movement

Tuesday, 20-Apr-2021

ଆଜିର ବାକ୍ୟ (Oriya) 20-04-2021

ତୁମ୍ଭେ କାହା ନିମନ୍ତେ ଜୀବନଯାପନ କରୁଛ ? 

“କାରଣ ଏହି କ୍ଷଣକାଳସ୍ଥାୟୀ ଲଘୁ କ୍ଳେଶ ଅତ୍ୟଧିକ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତକାଳସ୍ଥାୟୀ ମହା ଗୌରବ ସାଧନ କରୁଅଛି;” - ଦ୍ୱିତୀୟ  କରନ୍ତିୟ 4:17

ପ୍ରାଚୀନ ଦୋଳ ନାମକ ମଣ୍ଡଳୀ ସ୍ଥାପନ କାରି, ଭାଇ ୱେଲିୟମ ବୁଥ ସେ ଲେଖିଥିବା ଗୋଟିଏ ସନ୍ଦେଶରେ, ସେ ଦେଖିଥିବା ଏକ ସ୍ବପ୍ନ ବିଷୟରେ ଏପରି ଲେଖନ୍ତି !ସେହି ସ୍ବପ୍ନରେ ସେ ଜଣେ ସାଧାରଣ ବିଶ୍ୱାସୀ ଭାବରେ ଦେଖାଗଲେ !ସେ ମୃତ୍ୟୁ ହୋଇ ସ୍ୱର୍ଗରାଜ୍ୟରେ ପାଦ ପକାଇବା ଦୃଶ୍ୟ ଦେଖାଗଲା !ସେହି ସ୍ୱର୍ଗରାଜ୍ୟରେ ୱେଲିୟମ ବୁଥ ଜୀବନ ପୁସ୍ତକ ଦେଖିଲା !ସେହି ଜୀବନ ପୁସ୍ତକରେ କ୍ଷମା ପାଇଛ ବୋଲି ବଡ଼ ବଡ଼ ଅକ୍ଷରରେ ଲେଖା ଯାଇଥିବା ଦେଖିଲା  !ପ୍ରଥମେ ସେ କ୍ଷମା ପାଇ ସ୍ୱର୍ଗରାଜ୍ୟରେ ରହିବା ଦେଖି ସେ ବହୁତ ଖୁସି ହେଲା !

ମାତ୍ର ସ୍ୱର୍ଗରାଜ୍ୟରେ ଆଉ ଏକ ବିଶ୍ୱାସୀ ଦୋଳକୁ ମଧ୍ୟ ଦେଖିଲା !ସେମାନେ ବର୍ଣ୍ଣନା କରି ନ ପାରିବା ବିଶେଷତ୍ୱ ଭାବେ ମହିମାନିତ ହୋଇ ଅଛନ୍ତି !କିଏ ସେମାନେ ? ଏହି ପୃଥିବୀରେ ସେମାନେ ତାଙ୍କର ନିଜ ଜୀବନକୁ ଖାତିରି କରି ନ ଥିବା ବ୍ୟକ୍ତିବୃନ୍ଦ !ଏମାନଙ୍କର ମହିମା ଓ ତେଜସ୍ବ ଦେଖି ବୁଥଙ୍କ ହୃଦୟରେ ହିଂସା ଜାତ ହେଲା !ସେତେବେଳେ ଯୀଶୁ ତାଙ୍କ ନିକଟକୁ ଆସି ଦୁଃଖରେ କହିଲେ , ବୁଥ ତୁମ୍ଭେ ଦେଖୁଥିବା ତେଜସ୍ବ ଜନତାଙ୍କ ସହିତ କଦାପି ମିଶି ପାରିବ ନାହିଁ !କାହିଁକି ଜାଣିଛ କି ? ତୁମ୍ଭେ ଏପରି ମହିମାମୟ ପ୍ରଜାଙ୍କ ପରି ଜୀବନଯାପନ ନ କରି, ଏହି ପୃଥିବୀରେ ତୁମ୍ଭ ପାଇ ହିଁ ତୁମର ଜୀବନକୁ ବଞ୍ଚାଇଲ !ୱେଲିୟମ ବୁଥଙ୍କର ସଂଗେ ସଂଗେ ନିଦ ଭାଙ୍ଗି ଯାଇ, ଆଖି ଖୋଲିଲା !ସେ ଜୀବନରେ ବଞ୍ଚିଛି, ସେ ଦେଖିଥିବା ଦୃଶ୍ୟ ଏକ ସ୍ବପ୍ନ ବୋଲି ଜାଣିଲା !ସେହି ଦିନରୁ ତାର ବଳକା ସମୟକୁ ସେ ନିଃସ୍ୱାର୍ଥପର ସହିତ  ଯୀଶୁଙ୍କ ନିମନ୍ତେ ଜୀବନଯାପନ କରିବାକୁ ନିର୍ଣ୍ଣୟ କଲା !

ଆମ ମଧ୍ୟରେ ଅନେକ ଲୋକ ଯୀଶୁଙ୍କୁ ଗ୍ରହଣ କରିଛୁ !ପରିତ୍ରାଣ ପାଇଛୁ, ଅଭିଷେକ ପାଇଛୁ, ଚର୍ଚ୍ଚକୁ ଆରାଧନା ନିମନ୍ତେ ଯାଉଛୁ, ଦାନ ଦେଉଛୁ, ତେଣୁ ଆମେ ଭାବୁଚୁ କି ଆମେ ସ୍ୱର୍ଗରାଜ୍ୟକୁ ଚାଲିଯିବା ନିଛିନ୍ତ ଅଟେ  !ସେଗୁଡିକ ଶହେରୁ ଅଧିକା ଏକ ପ୍ରମୁଖ ଖ୍ରୀଷ୍ଟୟ ସତ୍ୟ ଅଟେ !ତାହା କଣ ? ଜଣେ ମୋତେ ଅନୁସରଣ କରି,  ସେ ନିଜକୁ ତ୍ୟାଗ କରି, ମୋର କୃଶ ବହନ କରି, ପ୍ରତ୍ୟେକ ଦିନ ମୋର ଅନୁସରଣ କରନ୍ତୁ !ଖ୍ରୀଷ୍ଟ ମୋ ଠାରେ ଅଛନ୍ତି ବୋଲି କହି  ସ୍ୱାର୍ଥପର  ସହିତ ତୁମ୍ଭେ  ନିଜକୁ ପରିତ୍ରାଣ ନ ହୋଇ ଦେଖାଯିବା,  ତାହା ଦ୍ଵାରା ପ୍ରୟୋଜନ ନାହିଁ !

ମୋର ପ୍ରିୟ ବନ୍ଧୁଗଣ,ଆମ୍ଭ  ହୃଦୟରେ ଏହି ଜଗତର ଆଶୀର୍ବାଦ ଅପେକ୍ଷା ଖ୍ରୀଷ୍ଟଙ୍କର ଆଲୋଚନାରେ ଅଛୁକି? ଆମ ନିମନ୍ତେ ଜୀବନଯାପନ କରିବା ଯଥେଷ୍ଟ, ନିଃସ୍ୱାର୍ଥପରରେ ଖ୍ରୀଷ୍ଟଙ୍କର ଆଲୋଚନାରେ ଜୀବନଯାପନ କରିବା !ସେହି ବର୍ଣ୍ଣନା କରି ନପାରିବା ବିଶ୍ୱାସୀ ଦୋଳ ସହିତ ଆମେ ମଧ୍ୟ ମିଶି ଦେଖାଯିବାକୁ ପରିଶ୍ରମ କରିବା !ଗୋଟିଏ ହିଁ ଗୋଟିଏ ଜୀବନ, ସେଥିପାଇଁ ଆମ ସକାଶେ ରୋଜଗାର କରି, ତାହା ଆମେହିଁ ଅନୁଭବ କରି, ଅନ୍ୟମାନଙ୍କ ମହିମା, ମହତ୍ୱ ପାଇ ଜୀବନଯାପନ କରୁଥିବା ଜୀବନକୁ ତ୍ୟାଗ କରି,  ଧ୍ୟାନ ସହିତ ଖ୍ରୀଷ୍ଟଙ୍କର ଆଲୋଚନାରେ ପୂର୍ଣ୍ଣ ହୋଇଥିବା ଜୀବନକୁ, ଜୀବନଯାପନ କରି ଶେଷ କରିବା !ଆମେନ !ହାଲେଲୁଆ !
-    ଶ୍ରୀମତୀ ଶଶୀ କଲା ପରମ ଶିବ 

ପ୍ରାର୍ଥନା କରନ୍ତୁ :-
ତାମିଲ, ଇଂରାଜୀ, ହିନ୍ଦୀ, ତେଲୁଗୁ, କାନାଡା, ମାଳାୟାଲାମ, ଓଡ଼ିଆ ଓ ପଂଜାବୀ ଏହି ଆଠଟି ଭାଷାରେ ଆସୁଥିବା ଆମ ପ୍ରତିଦିନ ଧ୍ୟାନ ସନ୍ଦେଶ ଦ୍ଵାରା ଅନେକ ଲୋକ ଅତ୍ମୀୟତାରେ ବଳବାନ ହେବାକୁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al padişahbet padişahbet giriş casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice