By Village Missionary Movement
Friday, 16-Apr-2021ଆଜିର ବାକ୍ୟ (Oriya) 16-04-2021
ପ୍ରାର୍ଥନାର ମହତ୍ୱ
“ସବୁ ଅବସ୍ଥାରେ ଧନ୍ୟବାଦ ଦିଅ;” - ୧ ଥେସଲନୀକୀୟ 5:17
ଜର୍ଜ ୱେଲିଏମସ କାମ ସକାଶେ ଲଣ୍ଡନ ସହରକୁ ଗଲା !ସେଠାରେ ଲାଗଗେଟହିଲ ନାମକ ସ୍ଥାନରେ ଏକ ମହାନ ଲୁଗା ଦୋକାନରେ କାମ କରି ଆସୁଥିବା 140ଜଣ ମୁଲିଆଙ୍କ ମଧ୍ୟରେ ଏ ଜଣେ ଥିଲା !ଜର୍ଜ ଜଣେ ସଚୋଟ ବ୍ୟକ୍ତି ଭାବରେ ରହୁଥିଲା !ପ୍ରାର୍ଥନା ହିଁ ତାଙ୍କ ଜୀବନର ମୂଳ ଲକ୍ଷ୍ୟ ଥିଲା !ତାଙ୍କ ଜୀବନୀ ବିଷୟରେ ଲେଖୁ ଥିବା ଲୋକ କହନ୍ତି, କୋଡିଏତମ ଶତାଦ୍ଧିରେ ଜୀବନ ଯାପନ କରୁଥିବା ଜଣେ ଯୁବକ ଲଣ୍ଡନ ସହରରେ କେତେ କି ଆନନ୍ଦ ଉପଭୋଗ କରି ଥାଇପାର !ୟାଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଅନେକ କାର୍ଯ୍ୟ ରହିଥିଲେ ମଧ୍ୟ, ସେ ମାତ୍ର ତାଙ୍କ ନିମନ୍ତେ ନୁହେଁ, ତାଙ୍କ ସହିତ କାମ କରୁଥିବା, 139 ଜଣଙ୍କୁ ବହୁତ ଭାବେ ପ୍ରାର୍ଥନା କରୁଥାନ୍ତି !ସେମାନଙ୍କର ନାମକୁ ଗୋଟିଏ ଡାଏରୀରେ ଲେଖି ତାଙ୍କରି ପରିତ୍ରାଣ ନିମନ୍ତେ ଅନୁରୋଧ କରୁଥାଏ !ସେହି ଦୋକାନରେ ଭର୍ତ୍ତି ହେବା ବେଳେ କେବଳ ଇଏ ଜଣେ ହିଁ ଖ୍ରୀଷ୍ଟିଆନ ହୋଇଥିଲା !ଦୁଇ ବର୍ଷ ପରେ କୋଡିଏ ଜଣକୁ ଯୀଶୁଙ୍କ ନିକଟକୁ କଢାଇ ଆଣିଲା !
ୱେଲିଏମସ ବାର ଜଣଙ୍କୁ ମିଶାଇ ପ୍ରାର୍ଥନା କରି ଗୋଟିଏ ମଣ୍ଡଳୀ ସ୍ଥାପନ କଲା !ସେ ସମସ୍ତ ଲୁଗା ଦୋକାନକୁ ଚିଠି ଲେଖି ସମସ୍ତଙ୍କୁ ଆମତ୍ରଣ କଲା !150ଜଣ ଯୁବକ ପ୍ରଥମ ଦିନର ଆରାଧନାରେ ଯୋଗଦେଲେ !ସେହି ମଣ୍ଡଳୀକୁ ଖ୍ରୀଷ୍ଟିଆନ ଯୁବ ସଂଘ (ୱା.ଏମ. ସି. ଏ )ବୋଲି ନାମକରଣ କଲେ !ତାହା ଧୀରେ ଧୀରେ ବଡି ଅନ୍ୟ ଗାଁକୁ, ଅନ୍ୟାନ୍ୟ ଦେଶକୁ ବିସ୍ତାର କଲା !ଜଣେ ଏକଲା ଯୁବକର ଜୀବନ ପ୍ରଭୁଙ୍କର ସହିତ ପ୍ରାର୍ଥନା କରୁଥିବା ମଣିଷ ଥିବାଯୋଗୁ, ୱେଲିଏମସ ଦେଶ ସାରା ପୁନଃଜୀବନ ଆଣିବାର ମୂଳ ଅଟେ !
ବାଇବଲରେ ମଧ୍ୟ ଏଲିୟ ଭବିଷ୍ୟତବକ୍ତା ଏକଲା ମହାନ ମହାନ ଅଦଭୂତ କାର୍ଯ୍ୟ ଏବଂ ଆଚର୍ଯ୍ୟ କାର୍ଯ୍ୟ କଲା !ସେ ସର୍ବଦା କହୁଥିବା କଥା ସୈନିକକୁ, ଅଧିପତିଙ୍କୁ ଏହୋବା ସମୁଖରେ ଠିଆ ହେଉଥିବା ମୁ ଜୀବନରେ କହୁଛି କହନ୍ତି !ଏପରି କହିବାକୁ ତାଙ୍କୁ କେତେ ଧଉର୍ଯ୍ୟ ଆସିଲା !ପରମେଶ୍ୱରଙ୍କ ଠାରେ ଉତ୍ତମ ସମ୍ପର୍କ ରଖି ପ୍ରାର୍ଥନା କରୁଥିବା ବ୍ୟକ୍ତି ଭାବେ ଦେଖାଗଲା !ଏହାର ଫଳ ସଦୃଶ୍ୟ ଭାଗ ହୋଇ ଥିବା ଲୋକଙ୍କ ସମୁଖରେ ପ୍ରଭୂ ହିଁ ସତ୍ୟ ପରମେଶ୍ୱର ବୋଲି କହି ପାରିଲା !
ଖ୍ରୀଷ୍ଟଙ୍କ ଠାରେ ମୋର ପ୍ରିୟ ବନ୍ଧୁଗଣ, ପ୍ରାର୍ଥନା ଆମ ଶ୍ୱାସ ସଦୃଶ୍ୟ !ଶ୍ୱାସ ରହିଗଲେ ଆମ ଜୀବନ ରହିଯିବ !ଆମ ଜୀବନକୁ ପ୍ରାର୍ଥନା ମଧ୍ୟ ଅତିଆବଶ୍ୟକ !ମୋତେ ଅନୁଗ୍ରହ କର, ମୋର ବୃତ୍ତିକୁ ଅନୁଗ୍ରହ କର ବୋଲି ପ୍ରାର୍ଥନା ନ କରି, ନିଜର ପାଇ ପ୍ରାର୍ଥନା ନ କରି ଅନ୍ୟମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ପରି ଆମେ ରହିବା !ଆମେ ଯଦି ସର୍ବଦା ଅନ୍ୟମାନଙ୍କ ନିମନ୍ତେ ପ୍ରାର୍ଥନା କଲେ ସେହି ପ୍ରାର୍ଥନା ଏକ ମହାନ ପୁନଃଜୀବନ ଆଣିବାକୁ ପରିବର୍ତ୍ତନ ହୋଇଯିବ !ହାଲେଲୁଆ !
- ଶ୍ରୀମତୀ ଯିବା ବିଜୟ
ପ୍ରାର୍ଥନା କରନ୍ତୁ :-
ସାତ ହଜାର ମିଶିନାରିଙ୍କୁ ସହଯୋଗ କରୁଥିବା ସହଯୋଗୀରେ ସାତ ହଜାର ପ୍ରାର୍ଥନା ଦୋଳ ପ୍ରସ୍ତୁତ ହେବା ନିମନ୍ତେ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.