Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 15-04-2021
Share:

By Village Missionary Movement

Thursday, 15-Apr-2021

ଆଜିର ବାକ୍ୟ (Oriya) 15-04-2021

ନ୍ୟାୟର ଉଚ୍ଚାହ

“ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରିବେ;” - ୧ ପିତର 5:6

ବାଇବଲ କଲେଜରେ  ପାଠ ପଡି ବାଇବଲ ଜ୍ଞାନ ଅଧିକା ଶିକ୍ଷା ପାଇ ଜଣେ, ତାର କଲେଜର  ପାଠକୁ ସମାପ୍ତ କରି ଗୋଟିଏ ମଣ୍ଡଳୀରେ ସେବା କାମ କରିବାକୁ ଗଲା !ସେ ବେଦିରେ ଆରାଧନା ପରିଚାଳନା କରିବାକୁ ଏବଂ ବାଇବଲ ବାକ୍ୟ ପ୍ରଚାର କରିବାକୁ ଦେବେ ବୋଲି ଜଗି ଥାଏ !ମାତ୍ର ତାଙ୍କୁ ଦିଆ ଯାଇଥିବା ସେବା କାମ ହେଉଛି, ସମସ୍ତେ ଭୋଜନ କରି ସାରିବା ପରେ ସେହି ଖାଇଥିବା ଅଇଠା ଥାଳିଗୁଡିକୁ ସଫା କରିବା ସେବା କାମ !ଏହା ଜାଣିପାରି ଆବାକ ହୋଇ ସେ, ମୁ ବାଇବଲ କଲେଜରେ ପଢି, ମୁ ବାଇବଲ ଜ୍ଞାନ ପାଇଥିବା ବ୍ୟକ୍ତି !ମାତ୍ର ମୋତେ ଏପରି ଅଇଠା ଥାଳି ଧୋଇବା କାମ କି ବୋଲି ଭାବି  ମନେ ମନେ ବଚସା କରିବାକୁ ଲାଗିଲା !କିନ୍ତୁ ପବିତ୍ରଆତ୍ମାଙ୍କ ଦ୍ଵାରା ଏହିପରି ଗର୍ବିତ ଆଲୋଚନା ଭୁଲ ଅଟେ ବୋଲି ତାର ହୃଦୟରେ ଗ୍ରହଣ କରିବା ସଂଗେ ସଂଗେ, ସେ ସେହି ଦିନ ଠାରୁ ଅଇଠା ଥାଳି ଧୋଇବା କାମ ଉଚ୍ଚାହର ସହିତ କଲା !ଏହିପରି ଅନେକ ମାସ ବିତିଗଲା !ସେହି ମଣ୍ଡଳୀରେ ଦିନେ ଗୋଟିଏ ସଭା କରାଗଲା !ସେମାନେ ଯାହାକୁ ବାକ୍ୟ ପ୍ରଚାର ନିମନ୍ତେ ପ୍ରଚାରକକୁ  ଆମତ୍ରଣ କରିଥିଲେ, ସେହି ପ୍ରଚାରକ ଶେଷରେ ମୁ ଉପସ୍ଥିତ ହୋଇପାରିବିନି ବୋଲି ସନ୍ଦେଶ ପଠାଇଲା !ଏଥିଯୋଗୁ ଶେଷରେ ପ୍ରଚାର ନିମନ୍ତେ ଏହି ଲୋକଙ୍କୁ ଦିଆ ଗଲା !ପ୍ରଭୁ ତାଙ୍କୁ ଉତ୍ତମ ରୂପରେ ବ୍ୟବହାର କଲେ !ଏହା ଜାଣି ପାରି ମଣ୍ଡଳୀର ପ୍ରାଚୀନମାନେ ତାଙ୍କୁ ଅନେକ ସ୍ଥାନରେ ପ୍ରଭୁଙ୍କର ବାକ୍ୟ କହିବାକୁ ପଠାଇ !

ରାଜା ଦାଉଦ ଗୋଟିଏ ଦିନରେ ତାର ପୁଅ ଅବସଲମକୁ ଭୟ ହୋଇ ଦାଉଦ ପଳାଇ ଯାଉଥିବା ବେଳେ ଇତଇ ନାମକ ମଣିଷ ଏବଂ ତାଙ୍କର ସୈନ୍ୟ ଦୋଳ ଦାଉଦଙ୍କୁ ସହଯୋଗୀ ହୋଇ ରହିଥାନ୍ତି !ଦାଉଦ ତାଙ୍କୁ ଦେଖି କହିଲା, ତୁମ୍ଭେ ତୁମ୍ଭଙ୍କୁ ହିଁ ଆସିଲ ତୁମ୍ଭେ ଆଉ ଥରେ ଯାଇ ରାଜାଙ୍କ ନିକଟରେ ରୁହନ୍ତୁ !ମାତ୍ର ଇତଇ କହିଲା, ମୁ ବଞ୍ଚିଲେ କି ମରିଲେ କି ତୁମ୍ଭ ଠାରେ ହିଁ ରହିବି !ଯେକୌଣସି  କଷ୍ଟକୁ ମଧ୍ୟ ମୁକାବିଲା କରିବାକୁ ପ୍ରସ୍ତୁତ ହେଲା !ତାପରେ ଯୁଦ୍ଧରେ ତିନୋଟି ଦୋଳର ଗୋଟିଏ ସୈନିକର ଅଧିନାୟକ ଦାଉଦ କଲା !

ହେ ମୋର ପ୍ରିୟ ବନ୍ଧୁଗଣ, ଆମେ ମଧ୍ୟ ନୂତନ ଭାବରେ ଗୋଟିଏ ସ୍ଥାନକୁ କାମ ପାଇ କିମ୍ବା  ସେବା ପାଇ ଯାଇ ଥାଇପାରୁ  !ଆମକୁ ଦେଇ ଥିବା ଦାଇତ୍ୱ ପଦବୀ ଗୁଡିକ ନୂଆ ହୋଇଥାଇ ପାରେ !ସେହି କାମଟି ବହୁତ କଠିନ କିମ୍ବା ଆମ ଯୋଗ୍ୟତାକୁ ସମାନ ହୋଇଥାଇ ପାରେ !ମାତ୍ର ଇତଇଙ୍କ ପରି ଆମେ ମଧ୍ୟ ପ୍ରଭୁଙ୍କର ସେବାରେ ନ୍ୟାୟରେ ଉଚ୍ଚାହର ସହିତ, ଦେଇ ଥିବା କାମକୁ କରିଲେ ପ୍ରଭୁ ଆମକୁ ଉନ୍ନତ  କରିବେ  !ଆମେନ !
-    ଏସ. ମନୋଜ କୁମାର 

ପ୍ରାର୍ଥନା କରନ୍ତୁ :-ବାର ଜଣ ମିଶିନାରି ପ୍ରତ୍ୟେକ ରାଜ୍ୟରୁ ଆସିବାକୁ ଏହିପରି ପରମେଶ୍ୱର ପାଞ୍ଚ ଶହ ମିଶିନାରି ଯୋଗାଇବାକୁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice