Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-04-2021
Share:

By Village Missionary Movement

Wednesday, 14-Apr-2021

ଆଜିର ବାକ୍ୟ (Oriya) 14-04-2021

ସମସ୍ତ ଫେରି ପାଇବ 

“ସେମାନଙ୍କର ସାନ କି ବଡ଼, ପୁତ୍ର କି କନ୍ୟା, ଲୁଟଦ୍ରବ୍ୟ କି ଯାହା କିଛି ଅମାଲେକୀୟମାନେ ନେଇଥିଲେ, ତହିଁରୁ କିଛି ଊଣା ହେଲା ନାହିଁ; ଦାଉଦ ସବୁ ଫେରି ପାଇଲେ।“ - ପ୍ରଥମଶାମୁୟେଲ 30:19.

ନୟାଘର ଜଳପ୍ରପାତରେ ଗୋଟିଏ ମିନିଟରେ ପଚାଶ ଲକ୍ଷ ଟନ ପାଣି ନଦୀ ରୂପରେ  ବହିଯାଉଛି !ମାତ୍ର 1848 ମସିହା ମାର୍ଚ୍ଚ ମାସ କୋଡିଏ ତାରିଖରେ ସେହି ଜଳ ହଠାତରେ ବହିବାର ବନ୍ଦ ହୋଇଗଲା !ପୁଣି ତିରିଶ ଘଣ୍ଟା ପରେ ଆଉଥରେ ପାଣି ବହିବାର ଆରମ୍ଭ ହେଲା !କଣ ହେଲା,  ଇରିଇଲେଖ ନାମକ ଏକ ସ୍ଥାନରେ ଗୋଟିଏ ବଡ଼ ବରଫ ଖଣ୍ଡ ରହି ଯିବା ଯୋଗୁ ନୟାଘର ଜଳପ୍ରପାତକୁ ଆସିବା ପାଣି ବନ୍ଦ ହୋଇ, ପାଣି ନ ଆସିପାରି ରହି ଗଲା !ତାପରେ ଖରା ହେବାରୁ ସେହି ବରଫ ତରଳି ଯାଇ ଆଉ ଥରେ ପାଣି ବହିବା ଆରମ୍ଭ ହେଲା !

ପ୍ରଥମ ଶାମୁଏଲ ତିରିଶ ଅଧ୍ୟାୟରେ ଦାଉଦଙ୍କର ସମସ୍ତ ଅମାଲେକୀୟ ଆକ୍ରମଣ କରି ନେଇ ଗଲା  ଓ ଯାହା ବଳିଲା ତାକୁ ନିଆରେ ଜଳାଇ ଦେଇ ସମସ୍ତ ମଣିଷମାନଂକୁ ତାଙ୍କ ସହିତ ନେଇଗଲେ !ଏହି ପରିସ୍ଥିତିରେ ଦାଉଦ ସମସ୍ତ ହରାଇଲା ପରି ଦେଖା ଯାଉଛି !ଏହି ସ୍ଥାନରେ ହିଁ ଦାଉଦ ସମସ୍ତ ହରାଇ କିଛି ନ ଥିବା ପରିସ୍ଥିତିରେ ଅମାଲେକୀୟଙ୍କ ଠାରୁ  ବିଜୟୀ ହେବିକି ନା ନାହିଁ,  ପରମେଶ୍ୱରଙ୍କ ଠାରେ ପଚାରୁଛନ୍ତି !ମାତ୍ର ପରମେଶ୍ୱର ଦାଉଦଙ୍କୁ ସମସ୍ତ ଫେରି ପାଇବ ବୋଲି ଉତ୍ତର ଦେଉଛନ୍ତି !

ଏହା ପାଠ କରୁ ଥିବା ମୋର ପ୍ରିୟ ବନ୍ଧୁଗଣ, ନୟାଘର ଜଳପ୍ରପାତକୁ ସୃଷ୍ଟି କରି ଥିବା ସଦାପ୍ରଭୁ  ଆମରି ପରମେଶ୍ୱର  ଅଟେ !ସେଠାରୁ ପାଣି ବହିବା ଓ ବନ୍ଦ କରିବା,  କରିଥିବା ପରମେଶ୍ୱର ସେ ହିଁ !ଦାଉଦଙ୍କର ସମସ୍ୟା ସୃଷ୍ଟି କରି ଥିବା ସଦାପ୍ରଭୁ  ମଧ୍ୟ ଆମ ପରମେଶ୍ୱର  ଅଟେ !ଏହା ପାଠ କରୁଥିବା ତୁମ୍ଭ ଜୀବନରେ ମଧ୍ୟ ହଠାତରେ, ବିପରୀତରେ, ଭାବିପାରି ନ ଥିବା କାର୍ଯ୍ୟଗୁଡିକ ହୋଇପାରେ !ଜୀବନରେ ଯଥାରିତିରେ  ହେଉ ଥିବା କାର୍ଯ୍ୟଗୁଡିକୁ ଦେଖି ନିରୁଉଚ୍ଚାହିଁତ ହୁଅନ୍ତୁ ନାହିଁ !ତୁମ୍ଭଠାରେ ରହିଥିବା ଧନ, ଖ୍ୟାତନାମା, ପାଠ, ଆରୋଗ୍ୟ ଏହି ସମସ୍ତ ହରାଇଛ କି ? ନାହିଁ ହିଁ ନାହିଁ !ବନ୍ଦ ହୋଇଥିବା ନୟାଘର ଜଳପ୍ରପାତରୁ ପୁଣି ଥରେ ପାଣି ଯେପରି ବହିଲା, ସେହିପରି  ସମସ୍ତ ହରାଇ ଥିବା ଦାଉଦଙ୍କ ଜୀବନରେ କିଛି ନ ଥିବାପରି ରହିଥିବା ବେଳେ ସମସ୍ତ ଫେରି ପାଇଲା ପରି ତୁମ୍ଭେ ହରାଇ ଥିବା ସମସ୍ତ ଆଉ ଥରେ ଫେରି ପାଇବାକୁ ସାହାଯ୍ୟ କରିବେ !ସମସ୍ତ ତୁମ୍ଭେ ଆଉ ଥରେ ଫେରି ପାଇବ !
-    ଶ୍ରୀମତୀ ଶକ୍ତି ଶଙ୍କର ରାଜ 

ପ୍ରାର୍ଥନା କରନ୍ତୁ :-
ସମର୍ପିତ ହୋଇଥିବା ବାରଟି ମିଶିନାରିମାନେ ପ୍ରତ୍ୟେକ ରାଜ୍ୟରୁ ପରମେଶ୍ୱର ଆମକୁ ଦୟା କରିବା ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş