By Village Missionary Movement
Tuesday, 13-Apr-2021ଆଜିର ବାକ୍ୟ (Oriya) 13-04-2021
ମାଆ ପାସୋରି ପାରିବ
“ସ୍ତ୍ରୀଲୋକ ଆପଣା ଗର୍ଭଜାତ ପୁତ୍ରକୁ ସ୍ନେହ ନ କରି କି ଆପଣା ସ୍ତନ୍ୟପାୟୀ ଶିଶୁକୁ ପାସୋରି ପାରିବ? ହଁ, ଏମାନେ ପାସୋରି ପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ।“ - ଯିଶାଇୟ 49:15
1999ମସିହାରେ କେରଳ ରାଜ୍ୟର ପାଲାକାରରେ ସାହିରେ ବୁଲୁଥିବା ଆଠ ବର୍ଷର ବାଳକକୁ ଦେଖି କେତେକ ଭଦ୍ର ପଚାରିଲେ !ତାର ନାମ ଅଭୟ ଏବଂ ପିତାଙ୍କ ନାମ ଆନ୍ତନି ଓ ନିଜର ଗ୍ରାମ ବେଙ୍ଗଲୁର ବୋଲି ବାଳକଟି କହିଲା !ଠିକ ଭାବରେ ଠିକଣା ନ ଥିବା ହେତୁ ତାକୁ ନ୍ୟାୟାଳୟରେ ପ୍ରବେଶ କରାଇଲେ !ସେହି ବିଚାରପତି କହିଲା, ପିଲାମାନେ ପାଠପଡ଼ୁ ଥିବା ହଷ୍ଟେଲରେ ରଖିବାକୁ ଆଦେଶ କଲା
ଖବର କାଗଜରେ ଦେଖି ଥିବା ସୁଶୀଲା ନାମକ ଜଣେ ସ୍ତ୍ରୀ ଲୋକ, ତାର ପୁଅ ଅଭୟ ମୁ ତାକୁ ଜନ୍ମ ଦେଇଛି, ମୋର ଶାଶୁ ମୋ ଠାରୁ ଛଡାଇ ନେଇ ଗଲା, କହି ସେହି ବାଳକକୁ ତାର ନିଜର ଘରକୁ ନେଲା !ଦୁଇ ବର୍ଷ କାଳ ଅଭୟ ସୁଶୀଲାଙ୍କର ନିକଟରେ ବଢିଲା !ପୁଣି ଦୁଇ ବର୍ଷ ପରେ ସୁଶୀଲା ପାଲାକାର ନ୍ୟାୟାଳୟକୁ ଫେରାଇ ଆଣି କହିଲା, ମୁ ଭୁଲରେ ମୋର ପୁତ୍ର ବୋଲି କହିକି ନେଇଥିଲି, ମୋର ସ୍ୱାମୀଙ୍କର ନାମ ଆନ୍ତନି ଏବଂ ଗାଁ ବାଙ୍ଗାଲୋର ହେତୁ ଭୁଲରେ ମୁ ନେଇ ଗଲି, ମୋର ପୁଅ ବାଙ୍ଗାଲୋରରେ ବଢୁଛି, ମୁ ଏହା ସନ୍ଧାନ କଲି, ଏହା କହି ଗୋଟିଏ ଫୋଟ ଦେଖାଇ, ଭୁଲ ହୋଇ ଗଲା କ୍ଷମା କରନ୍ତୁ କହି ସେହି ବାଳକକୁ ନ୍ୟାୟାଳୟରେ ସମର୍ପଣ କଲା !ତାର ପିତାମାତା ଦେଖା ନ ଯିବା ବେଳେ, କି ସେ ସାହିରେ ଘୁରିବୁଲୁ ଥିବା ବେଳେ ଏହି ଛୋଟ ବାଳକ କାନ୍ଧିଲା ନାହିଁ, ମାତ୍ର ଦୁଇ ବର୍ଷ ମାଆଙ୍କର ପ୍ରେମକୁ ଅନୁଭବ କରି, ବର୍ତମାନ ସେହି ମାଆଙ୍କୁ ଛାଡି ନ ପାରି ବିକଳ ହୋଇ ଲୁହ ଝରାଇ କାନ୍ଦିଲା !ହୃଦୟ ବିଦାରକ ଏହି ଘଟଣା ଦେଖିଥିବା ବିଚାରପତି ସେହି ସୁଶୀଲାକୁ ଅନୁରୋଧ କଲା , ମାଆ ଏହାକୁ ମଧ୍ୟ ତୁମର ପୁଅ ବୋଲି ଲାଳନ ପାଳନ କଲେ ହେବ ନାହିଁ କି ? ସେ କିଛି ଉତ୍ତମ ନ ଦେଇ ପଳାଇ ଗଲା !ଅଭୟଙ୍କୁ ଆଉ ଥରେ ହଷ୍ଟେଲକୁ ପଠାଇ ଦିଆଗଲା !
ମାଆବାପାଙ୍କ ସହିତ ତିରସ୍କାର ହୋଇ ଥିବା ହଜାର ହଜାର ଛୋଟ ପିଲାମାନେ ପୃଥିବୀ ସାରା ଅଛନ୍ତି !କାହିଁକି ? କେତେ ଜଣ ତାଙ୍କର ଜୀବନକୁ ସୁଖରେ ରଖିବାକୁ ପିଲାଙ୍କୁ ହତ୍ୟା କରିବା ମାଆମାନେ ଅଛନ୍ତି !ଦରିଦ୍ରତା ଯୋଗୁ ତାଙ୍କର ପିଲାଙ୍କୁ ବିକ୍ରୟ କରି ଦେଉଛନ୍ତି !ଏପରି ଘଟଣା ଆମେ ପ୍ରତିଦିନ ଖବର କାଗଜ ଦ୍ଵାରା ଏବଂ ଦୂରଦର୍ଶନ ଦ୍ଵାରା ଶୁଣୁଅଛୁ !
ମାତ୍ର ପ୍ରେମସ୍ୱରୂପ ଆମ ପରମେଶ୍ୱର କିପରି ପରିସ୍ଥିତିରେ ମଧ୍ୟ ତାଙ୍କୁ ପ୍ରେମ କରି, ବିଶ୍ୱାସ କରି ତାଙ୍କ ସହିତ ମିଳନ ହୋଇ ଚାଲୁଥିବା ପିଲାମାନଙ୍କୁ କଦାପି ହାତଛଡା କରିବାକୁ, ତିରସ୍କାର କରିବ ନାହିଁ !ମୋର ପ୍ରିୟ ବନ୍ଧୁଗଣ, ଆମକୁ କଦାପି ନ ଭୁଲିବା, ଉଠାଇ ଧରି ବହନ କରି ଭୁଲରୁ ଉଦ୍ଧାର କରି ଆଣୁଥିବା ପ୍ରଭୂ ଆମ ସହିତ ଅଛନ୍ତି ବୋଲି ନିଁଛିତ ସହିତ ତାଙ୍କୁ ସ୍ତୁତି କରି, ମହିମା କରି ଜୀବନଯାପନ କରିବା !ପ୍ରଭୁଙ୍କର କୃପା ଆମକୁ ଚଲାଇ ନେଉ !
- ଶ୍ରୀମତୀ ସରୋଜା ମୋହନ ଦାସ
ପ୍ରାର୍ଥନା କରନ୍ତୁ :-
ନୂତନ ଭାବେ ଏହି ଦର୍ଶନରେ ମିଳନ ହୋଇ କାର୍ଯ୍ୟ କରିବାକୁ ସମର୍ପଣ ହୋଇଥିବା ସେବକମାନଙ୍କୁ ପ୍ରଭୁ ଆମ ସହିତ ସହଭାଗିତା ନିମନ୍ତେ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.