Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-04-2024 (Kids Special)
Share:

By Village Missionary Movement

Sunday, 14-Apr-2024

ଆଜିର ବାକ୍ୟ (Oriya) 14-04-2024 (Kids Special)

 

ଯୀଶୁଙ୍କ ସହ କଥାବାର୍ତ୍ତା କରିବା 

 

“ପୁଣି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁରେ ଆପଣାକୁ ଆନନ୍ଦିତ କରିବି!” - ଗୀତସଂହିତା ୧୧୯:୪୭

 

ହାଇ ପିଲାମାନେ, ପରୀକ୍ଷା ଉତ୍ତମ ରୂପେ ଲେଖିଲ କି ? କିଛି ସ୍କୁଲରେ ଛୁଟି ହୋଇ ଯାଇଥିବ !ଆଉ କିଛି ପିଲାମାନେ ପରୀକ୍ଷା ଲେଖୁଥିବେ !ଠିକ ଅଛି, ଛୁଟିକୁ ଭଲରୂପେ ଖୁସି କର !ଖୁସିରେ ଖେଳି ପାରିବ, ବନ୍ଧୁମାନଙ୍କ ଘରକୁ ଯାଇ ପାର, ଅନ୍ୟ ଗାଁକୁ ଯାଇ ପାର,ଭ୍ରମଣ ଯାଇ ପାର, ତୁମେ କ'ଣ ଯୋଜନା କରିଛ ?ଭେରୀ ଗୂଡ଼,ଜାଗ୍ରତରେ ଖୁସି ବଣାଅ !

 

ଉଡ଼ାଜାହାଜ ଦ୍ଵାରା ଇଂଲଣ୍ଡ ଦେଶକୁ ଯାଇ, ସେଠାକାର ତାଙ୍କ ଦାଦାଙ୍କ ଗୃହ ପଡ଼ିଶାରେ ଥିବା ରାଜଭବନ ଦେଖିବା ନିମନ୍ତେ ଜଗନ ଭାଇ ପ୍ରାର୍ଥନା କଲା !ତୁମକୁ ମଧ୍ୟ ସେହିପରି ଇଚ୍ଛା ଥିଲେ ପ୍ରାର୍ଥନା କରନ୍ତୁ !ଠିକ ଅଛି ତ !

 

ରାଜଭବନ ସମୁଖରେ ଥିବା ଫାଟକ ରଖୁଆଳଙ୍କ ନିକଟକୁ ଜଗନ ଯାଇ କହିଲା, ମୁଁ ରାଜାଙ୍କୁ ଦେଖିବା ଚାହୁଁଛି !ସେହି ରଖୁଆଳିଙ୍କ ହସ ଆସିଗଲା ଏବଂ କହିଲା,ତୁମେ ଏତେ ଛୋଟ ବାଳକ ରାଜାଙ୍କୁ ଦେଖିବ କି ? ତୁମକୁ କିପରି ପଠାଇ ଦିଆଯିବ ? ତୁମକୁ ଦେଖିବାକୁ ରାଜା ଇଚ୍ଛା କରିବ ନାହିଁ !ଜଗନ ସେହି ଫାଟକ ନିକଟରେ ଠିଆ ହୋଇ ଅପେକ୍ଷାରେ ଥିଲା !ଯେପରି ହେଲେ ରାଜାଙ୍କୁ ଦେଖିବା ଉଚିତ !ଯୀଶୁବାପା ତୁମେ ହିଁ ମୋତେ ସାହାଯ୍ୟ କରିବା ଉଚିତ, ମୋର ଇଚ୍ଛା ସଫଳ କରିବା ଉଚିତ ବୋଲି ଛୋଟ ପ୍ରାର୍ଥନା କରି ଶେଷ କରି ଧୌର୍ଯ୍ୟରେ ଅପେକ୍ଷାରେ ଅଛି !ଜଣେ ବ୍ୟକ୍ତି ଅସିଲା !ଜଗନ ସେହି ବ୍ୟକ୍ତିଙ୍କୁ ତାଙ୍କ ଇଚ୍ଛା କହିବା କ୍ଷଣି,ସେହି ବ୍ୟକ୍ତି ଜଣକ ଭବନ ଭିତରକୁ ନେଇକି ଗଲେ !ଗୋଟେ କବାଟ ଖୋଲା ହେଲା, ପ୍ରତ୍ୟେକ ଜଣ ଏହାକୁ ସେଲୁଟ କରୁଥାନ୍ତି !ଜଗନ ଜାଣି ପାରିଲା ଯେ, ଇଏ ଭବନରେ ଗୁରୁତ୍ଵପୂର୍ଣ୍ଣ ପଦବୀରେ ଅଛନ୍ତି !ରାଜାଙ୍କୁ ଦେଖିବା କ୍ଷଣି ଜଗନ ଭାବିଲା, ଏହା କ'ଣ ସ୍ବପ୍ନ ନା ସତ୍ୟ ବୁଝି ପାରିଲା ନାହିଁ !ରାଜା ଜଗନଙ୍କୁ ପ୍ରେମରେ ଡାକି କଥାବାର୍ତ୍ତା କଲେ !ଇଂଲଣ୍ଡର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯିବା ମାଗଣା ପ୍ରବେଶପତ୍ର ଦେଲେ !ଜଗନ ଆନନ୍ଦରେ ଘରକୁ ଫେରିଲା !

       

ହାଲୋ ପିଲାମାନେ, ଜଗନଙ୍କ ଇଚ୍ଛାଙ୍କ ସଫଳ ହୋଇଥିବା ଦେଖିଲତ !ତୁମ ଆଶା ମଧ୍ୟ ସଫଳ ହେବା ଉଚିତ କି ? ରାଜା ମାନଙ୍କର ରାଜା ଯୀଶୁଙ୍କ ସହ ମିଳିତ ହୋଇ କଥାବାର୍ତ୍ତା କର ! ତୁମେ ଯୀଶୁଙ୍କ ସହିତ କେବେବି କଥାବାର୍ତ୍ତା କରିପାର !କେତେ ବଡ଼ ମହାନ ଭାଗ୍ୟ !ପିଲାମାନେ, ଆଜି ହିଁ ଯୀଶୁଙ୍କ ସହ କଥାବାର୍ତ୍ତା କରନ୍ତୁ !ଓକେ, ଅତି ଉତ୍ତମ, ବାଇ !

- ଭଉଣୀ ଦେବୋରା

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş