Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 10-04-2021
Share:

By Village Missionary Movement

Saturday, 10-Apr-2021

ଆଜିର ବାକ୍ୟ (Oriya) 10-04-2021

କ୍ରଧ  ପରିବର୍ତ୍ତିତ ହୁଏ 

"ଏହା ପରୀକ୍ଷା କରି ଜାଣି ପାର, ଏଥି ନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ।“ - ରୋମୀୟ 12:2

ୱେଷ୍ଟଇଣ୍ଡିଜର ଟିବିରେ ଶିମିୟନ ପାଷ୍ଟର ନାମକ  ଜଣେ କ୍ରଧି ବ୍ୟକ୍ତି  ଥିଲେ !ଯୀଶୁଖ୍ରୀଷ୍ଟ ଆଙ୍କ ଜୀବନକୁ ଆସିବା ପରେ ଏହାର କ୍ରଦ୍ଧ ସବୁ ଉଭେଇ ଗଲା !ତାଙ୍କ ହୃଦୟରେ ଆତ୍ମୀୟ ବୋଝ, ପ୍ରଭୁଙ୍କ ଉପରେ ପ୍ରେମ ଉଚ୍ଚିଲିତ  ହେଲା !ତେଣୁ ସେ ଛୋଟ ଛୋଟ ସେବା କାର୍ଯ୍ୟ କରି ଆସୁଥିଲା !ଏହିପରି ଗୋଟିଏ ଦିନରେ ସେବାକୁ ଯିବା ବେଳେ ଗୋଟିଏ ଘରର କବାଟ ବାଡ଼େଇଲା, ତେବେ ସେହି ଘରର ଘରଣୀ ଶ୍ରୀମତୀ ଆପଡେଟ ଆସି କବାଟ ଖୋଲିଲେ, ତାଙ୍କ ହାତରେ କ୍ଷୀର ପାତ୍ରଟି ଥିଲା !ବାହାରେ ଠିଆ ହୋଇଥିବା ବ୍ୟକ୍ତି ଜଣେ ଖ୍ରୀଷ୍ଟିଆନ ସେବକ ବୋଲି ଜାଣିବା କ୍ଷଣି ତାର  କ୍ରଧ ଜଳିଗଲା !ହାତରେ ଧରିଥିବା କ୍ଷୀର ପାତ୍ରଟିକୁ ଶିମିୟନଙ୍କ ମୁହଁରେ ଢାଳି ଦେଲା !ଶିମିୟନ ମୁରୁକି ହସ ହସିଲା !ମୁହଁରେ ଝରୁଥିବା କ୍ଷୀରକୁ ପୋଛିହୋଇ କହିଲା, ଉତ୍ତମ କ୍ଷୀର, ମୁହଁରେ ଢାଳିବା ଅପେକ୍ଷା ପେଟରେ ଢାଳି ଥିଲେ ଭଲ ହୋଇଥାନ୍ତା !ଏହି କଥା ଶୁଣିଥିବା ସେହି ସ୍ତ୍ରୀ ଜଣକ ଲଜ୍ୟାରେ ମୁଣ୍ଡ ନୂଆଇ ଦେଲା !ସଂଗେ ସଂଗେ ତାଙ୍କୁ ଭିତରକୁ ଡାକି ପିଇବାକୁ ଭଲ କ୍ଷୀର ଦେଲା !ଯୀଶୁଙ୍କର ବିଷୟରେ ଜାଣି ପାରିଲା !ଶିମିୟନଙ୍କର ନିଃସ୍ୱାର୍ଥପର ଗୁଣଟି ସେହି ସ୍ତ୍ରୀକୁ ଖ୍ରୀଷ୍ଟଙ୍କର ନିକଟକୁ କଢାଇ ନେଲା !

ଯାତ୍ରା ପୁସ୍ତକ ଦ୍ୱିତୀୟ ଅଧ୍ୟାୟରେ ମୋଶା ଜଣେ ମିସ୍ରୀୟ ତାହାର ଭ୍ରାତୃଗଣ ମଧ୍ୟରୁ ଜଣେ ଏବ୍ରୀଙ୍କୁ ପ୍ରହାର କରୁଥିବାର ଦେଖିଲେ।ଏହେତୁ ସେ ଏଣେତେଣେ ଅନାଇ କାହାକୁ ନ ଦେଖି ସେହି ମିସ୍ରୀୟକୁ ବଧ କରି ବାଲିରେ ପୋତି ଦେଲେ।ମୋଶା ମଣିଷକୁ ହତ୍ୟାକାରୀ କ୍ରଧି ରୂପେ ଅଛି !ଯାତ୍ରା ପୁସ୍ତକ ତୃତୀୟ ଅଧ୍ୟାୟରେ ପରମେଶ୍ୱର ବୁଦାରେ ଦର୍ଶନ ହୋଇ ମୋଶାଙ୍କୁ ଦର୍ଶନ ଦେଲା !ତାପରେ ଇଶ୍ରାଏଲ ଜନତାଙ୍କୁ ମିଶ୍ରୀୟ ଠାରୁ କାନାନ ଦେଶକୁ କଢ଼ାଇବା ବେଳେ ମୋଶାଙ୍କର ବିରୋଧରେ ବଚସା କରୁଥିଲେ !ତାପରେ ପଥର ଦ୍ଵାରା ହତ୍ୟା କରିବାକୁ ଚେଷ୍ଟା କରୁଥାନ୍ତି !ହେଲେମଧ୍ୟ ମୋଶା ସେମାନଙ୍କ ଉପରେ କ୍ରଧ ନ ହୋଇ, ସେ ସମସ୍ତ ବିଷୟରେ ପରମେଶ୍ୱରଙ୍କୁ ଜଣାଉ ଥିବା ଆମେ ଦେଖୁଚୁ ! ମୋଶା ଏହି ଜଗତରେ ସମସ୍ତଙ୍କ ଠାରୁ ନିରନ୍ତର ନିଃସ୍ୱାର୍ଥପର ବୋଲି ପରମେଶ୍ୱର ସାକ୍ଷୀ ଦେଉ ଥିବା ଆମେ ବାଇବଲରେ ପଡ଼ୁଅଛୁ !ଜଣେ ଖ୍ରୀଷ୍ଟିଆନର ଉର୍ନ୍ନତି ଗୁଣ ଲକ୍ଷଣଗୁଡିକ ତାଙ୍କ ଠାରେ ଥିବା ଆତ୍ମପ୍ରଦର୍ଶନ !ତାହା ପ୍ରତ୍ୟେକ ଇଶ୍ୱର ସନ୍ତାନମାନଙ୍କୁ ରହିବା ଦରକାର !

ଖ୍ରୀଷ୍ଟଙ୍କ ଠାରେ ମୋର ପ୍ରିୟ ବନ୍ଧୁଗଣ, ଆପଣମାନେ କ୍ରଧି ହୋଇ କିଛି ହିଁ ସାଧନ କରି ପାରିବ ନାହିଁ !ପରିତ୍ରାଣ ପାଇଥିବା ପୂର୍ବରୁ ତୁମ୍ଭେ କ୍ରଧି ହୋଇ ଥାଇପାର !ବର୍ତମାନ ହେଲେ ଆମ ଶାରୀରିକ ସ୍ଵଭାଵରୁ ପରିବର୍ତ୍ତନ ନ ହୋଇ ସବୁକୁ କ୍ରଧ ହେଉଛୁ କି ? ଆମେ ଆମ ନିଜକୁ  ହିଁ ନିଧାନ କରି ଦେଖିବା !ଯୀଶୁଖ୍ରୀଷ୍ଟଙ୍କ ପ୍ରେମ, ତାଙ୍କର ଆଲୋଚନା, ତାଙ୍କର ସ୍ଵଭାଵ ଆମ ହୃଦୟରେ ଥିବା ବେଳେ ମୋଶାଙ୍କ ପରି କୋଣସି ସମସ୍ୟା, ଯୁଦ୍ଧ ଆସିଲେ ମଧ୍ୟ ସେଥିପାଇଁ  ଅନ୍ୟମାନଙ୍କ ଉପରେ କ୍ରଧ ନ ହୋଇ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିବା ବ୍ୟକ୍ତି ଭାବରେ ପରିବର୍ତ୍ତନ ହେବା !ପରମେଶ୍ୱର ଆମ ନିମନ୍ତେ ନିଁଛିତ ସାକ୍ଷୀ ଦେଇ ପାରିବେ !ଆମେନ !
-    ପି. ଶିୱା

ପ୍ରାର୍ଥନା କରନ୍ତୁ :-
ଗେତସମନି କ୍ୟାମ୍ପାସରେ ହେଉ ଥିବା ପ୍ରାର୍ଥନା ମନ୍ଦିର ବାନ୍ଦୀବା କାର୍ଯ୍ୟ ଶୀଘ୍ର ସମାପ୍ତ ହେବାକୁ, ଏହାକୁ ଆବଶ୍ୟକ ହେଉ ଥିବା ସାହାଯ୍ୟ ପାଇବାକୁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al