By Village Missionary Movement
Tuesday, 19-Mar-2024ଆଜିର ବାକ୍ୟ (Oriya) 19-03-2024
ଦୁର୍ବଳ ବାଧା ନୁହେଁ
“ଆଉ, ସେ ମୋତେ କହିଅଛନ୍ତି, ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ । ଅତଏବ, ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଂ ମୋହର ଦୁର୍ବଳତାରେ ଦର୍ପ କରିବି !” – ୨ ୟ କରିନ୍ଥୀୟ ୧୨:୯
ଇଂଲଣ୍ଡ ଦେଶର ଜଣେ ସ୍ତ୍ରୀ ସାତଟି ଛୁଆଁକୁ ଜନ୍ମ ଦେଲା !ଦୁର୍ଭିକ୍ଷ ହେତୁ ଦୁର୍ବଳତା ଅସିଲା !ବହୁତ ରୋଗରେ, କଷ୍ଟରେ ଏକ ବାଳକକୁ ଜନ୍ମ ଦେଲା !ସେହି ବାଳକ ଦୁର୍ବଳତାରେ ଜନ୍ମ ହୋଇଥିବା ଯୋଗୁ ଆନେକ ରୋଗ ଏବଂ ଦୁଃଖ ଅନୁଭବ କଲା !ଏଥିପାଇଁ ଆନେକ ଡାକ୍ତରଖାନାକୁ ଦେଖାଇ ଔଷଧ ସେବନ କରିବାରୁଅଧ୍ୟ ସେହି ରୋଗ ସୁସ୍ଥ ହୋଇ ନାହିଁ !କିନ୍ତୁ ସେହି ବାଳକ ବଢିବା ପରେ ଖ୍ରୀଷ୍ଟଙ୍କୁ ଗ୍ରହଣ କଲା !ଖ୍ରୀଷ୍ଟଙ୍କ ନିମନ୍ତେ ସାଧୁତାରେ ଜୀବନଯାପନ କଲା !ଦିନେ ଶ୍ଵାସ ନେବାକୁ ବହୁତ କଷ୍ଟ ଥିବାବେଳେ, ସେ ଏକ ଡାଏରୀ କାଢି ଲେଖିଲା, "ପ୍ରଭୁ ମୁଁ ତୁମ ନାମକୁ ମୁଁ ଆନେକଙ୍କୁ କହିବି, ମୋତେ ସୁସ୍ଥ କରିବ ବୋଲି ମୁଁ ବିଶ୍ୱାସ କରୁଅଛି "!ଏହା ଜାଣି ପ୍ରଭୁ ତାହାକୁ ଉତ୍ତମ ଆରୋଗ୍ୟ ଦେଲେ !ଇଏ ହେଉଛି ଅର୍ଥେର ମାର୍କାଶିସେସ ଅଟନ୍ତି !ସେ ତାମିଲନାଡୁର ନାର୍ଷେତ ସ୍ଥାନକୁ ଆସି ପ୍ରଭୁଙ୍କ ନିମନ୍ତେ କାର୍ଯ୍ୟ କଲେ !
ପବିତ୍ର ବାଇବଲରେ ପ୍ରେରିତ ପାଉଲ ଦୁର୍ବଳତା ଥିବାବେଳେ ଦୁର୍ବଳ ପରିବର୍ତ୍ତନ ନିମନ୍ତେ ପ୍ରାର୍ଥନା କରୁଛନ୍ତି !କିନ୍ତୁ ପ୍ରଭୁ କହନ୍ତି,ଦୁର୍ବଳତାରେ ମୋର ଅନୁଗ୍ରହ ଯଥେଷ୍ଟ ଅଛି !ଦୁର୍ବଳ ବିଷୟରେ ମୁଁ ମହାନ ଭାବେ କହୁଛି ବୋଲି କହିବା ପର୍ଯ୍ୟନ୍ତ ଦୁର୍ବଳ ସହବର୍ତ୍ତୀ ହୋଇ କଢାଇ ନେଉଛି !ଇଏ ବହୁତ ଦୁର୍ବଳରେ, ବହୁତ କଷ୍ଟ ଅନୁଭବ କଲା !କିନ୍ତୁ ସେ ଆନେକ ମଣ୍ଡଳୀ ସ୍ଥାପନ କଲେ !ଆନେକ ସ୍ଥାନକୁ ଯାଇ ଯୀଶୁଖ୍ରୀଷ୍ଟଙ୍କ କାର୍ଯ୍ୟ କଲା !ଆନେକ ବାକ୍ୟ ଲେଖିଲା !ଦୁର୍ବଳ କଦାପି ଖ୍ରୀଷ୍ଟଙ୍କ କାର୍ଯ୍ୟକୁ ବାଧକ ନ ରହିବା ଉଚିତ !ସେହିପରି ଯଦି ଆପଣ ଦୁର୍ବଳରେ ରହିଛ, ପ୍ରଭୁଙ୍କୁ ପରିତ୍ୟାଗ କରି, ତୁମେ ପଛକୁ ଫେରିଛ, ତେବେ ପୁନଃର୍ବାର ତୁମେ ପ୍ରଭୁଙ୍କ ଠାରେ ସମର୍ପିତ ହୁଅ !ଦୁର୍ବଳ ହେଲେ ସୁଧା ଆମେ ଯଦି ଖ୍ରୀଷ୍ଟଙ୍କ ନିମନ୍ତେ କାର୍ଯ୍ୟ କରିବା ତେବେ ସେ ତାହାଙ୍କ ଅନୁଗ୍ରହ ଆମକୁ ଢ଼ାଳି ଜାଗ୍ରତରେ କଢାଇ ନେବେ !ଆମ ମାଧ୍ୟମରେ ମହାନମହାନ କାର୍ଯ୍ୟ କରିବେ !
ଏହାକୁ ପଢ଼ୁଥିବା ପ୍ରିୟ ବନ୍ଧୁଗଣ,ତୁମେ ତୁମ୍ଭର ଦୁର୍ବଳ ଦେଖିବା ବେଳେ ତାହା ବହୁତ ବଡ଼ ହୋଇ ଦେଖାଯିବ !ତୁମକୁ ଶପଥ କରିଥିବା ଇଶ୍ୱରଙ୍କୁ ଦେଖିଲେ, ତୁମ ଦୁର୍ବଳ କିଛି ନୁହେଁ !ତୁମେ ଆଗକୁ ଯାଅ !ସେ ନଥିବାକୁ ଥିବା ସଦୃଶ୍ୟ ଆହ୍ୱାନ କରିବା ଇଶ୍ୱର ଅଟନ୍ତି !ଭୟ କରିଥିବା ଗିଦିୟନକୁ ଭୟ କର ନାହିଁ କହି ଗିଦିୟନ ଦ୍ଵାରା ଭୟଙ୍କର କାର୍ଯ୍ୟ କରିଥିଲେ !ଯୁବକ ଯସୁଆକୁ ଭୟ କର ନାହିଁ କହି ଲକ୍ଷଲକ୍ଷ ଜନତାଙ୍କୁ କଢାଇ ନେବାକୁ ଶକ୍ତି ଦେଲେ ! ପ୍ରଭୁ ଦୁର୍ବଳ ଥିବା ପାଉଲଙ୍କୁ ବ୍ୟବହାର କଲେ !ତୁମକୁ ମଧ୍ୟ ଇଶ୍ୱର ବ୍ୟବହାର କରିବେ !ଦୁର୍ବଳତାକୁ ଦେଖି ତୁମ୍ଭେ ବିଚଳିତ ହୁଅ ନାହିଁ !ଖ୍ରୀଷ୍ଟଙ୍କୁ ଚାହିଁ, ତାହାଙ୍କ ଅନୁଗ୍ରହକୁ ଗ୍ରହଣ କରି ଆଗକୁ ବଢ, ପ୍ରଭୁ ତୁମ୍ଭ ମାଧ୍ୟମରେ ଆନେକ ମହାନ କାର୍ଯ୍ୟ କରିବେ !ଆମେନ୍ !
- ଶ୍ରୀମତୀ ଆନଭୁଜ୍ୟୋତି ଷ୍ଟାଲିନ
ପ୍ରାର୍ଥନା ଅନୁରୋଧ:-
ଏହି ବର୍ଷ ତାମିଲନାଡୁର ୩୧୩ ବ୍ଲକରେ ଛୋଟ ପିଲାଙ୍କ ସେଵାକାର୍ଯ୍ୟ ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.