Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-04-2021
Share:

By Village Missionary Movement

Tuesday, 06-Apr-2021

ଆଜିର ବାକ୍ୟ (Oriya) 06-04-2021

ସଜାଗ ରୁହ, ପ୍ରାର୍ଥନା କର 

“ଏଥି ନିମନ୍ତେ ସର୍ବସାଧାରଣ ଲୋକଙ୍କ ପାଇଁ, ରାଜା ଓ ଶାସନକର୍ତ୍ତା ସମସ୍ତଙ୍କ ପାଇଁ ନିବେଦନ, ପ୍ରାର୍ଥନା, ବିନତି ଓ ଧନ୍ୟବାଦ ଉତ୍ସର୍ଗ କରିବା ନିମନ୍ତେ ମୁଁ ସର୍ବ ପ୍ରଥମେ ଅନୁରୋଧ କରୁଅଛି।“ - ୧ ତୀମଥି 2:2

ଗୋଟିଏ ଗ୍ରାମରେ ଏକ ଘରେ କିଛି ଯୁଦ୍ଧ ପକ୍ଷୀଗୁଡିକୁ ଲାଳନ ପାଳନ କରି ଆସୁଥିଲେ !ହଠାତରେ ଗୋଟିଏ ଦିନ ରାତ୍ରିରେ ସେହି ପକ୍ଷୀଗୁଡିକ ବିକଳ ହୋଇ ରାବିବାକୁ ଲାଗିଲେ !କଣ ହେଇଚି ବୁଝିବାକୁ ସେହିଘର ମାଲିକ ଆସି ଘରର କବାଟ ଖୋଲି ସେହି ପକ୍ଷୀ ପିଞ୍ଜରା ଖୋଲିଲେ, ସେହି ପକ୍ଷୀ ଉଡି ବାହାରକୁ ଆସି ଆଉ ଅଧିକ ବିଚଳିତ ହୋଇ ରାବିଲା !କଣ ହୋଇଛି ବୋଲି ଦେଖିବାରୁ ଘରର ପାଣି ନଳା  ଭିତରେ ଏକ ସାପ ପଶିଛି !ସେହି ସମ୍ବାଦ ପ୍ରକାଶ କରିବାକୁ ଏବଂ ଘରର ଲୋକଙ୍କୁ ରକ୍ଷା କରିବାକୁ ସେହି ପକ୍ଷୀଗୁଡିକ ସେମାନେ ପରିଶ୍ରମ କରି, ଚେଷ୍ଟା କରି ଶତ୍ରୁ ଦ୍ଵାରା ଅସୁବିଧା ନ ଆସିବାକୁ ଘରର ଲୋକଙ୍କୁ ରକ୍ଷା କଲେ ! 

ସେହି ଯୁଗରେ ଇଶ୍ରାଏଲ ଜନତାଙ୍କୁ ଶାସନ କରିବାକୁ ରାଜା ନ ଥିଲେ !ପରମେଶ୍ୱର ହିଁ ସେମାନଙ୍କୁ କଢାଇ ନେଉଥିଲା !ତାପରେ ନ୍ୟାୟାଧିପତି ଓ  ପ୍ରବକ୍ତାମାନଙ୍କ ଦ୍ଵାରା ସେମାନଙ୍କୁ ପରମେଶ୍ୱର ଶାସନ କରୁଥିଲା !ହେଲେ ମଧ୍ୟ ଇଶ୍ରାଏଲମାନେ ଅନ୍ୟ ଦେଶ ପରି ସେମାନଙ୍କୁ ମଧ୍ୟ ଶାସନ କରିବାକୁ ରାଜା ଆବଶ୍ୟକ ବୋଲି ପରମେଶ୍ୱରଙ୍କୁ ମାଗିବାରୁ ସେମାନଙ୍କର ଇଚ୍ଛାକୁ ପରମେଶ୍ୱର ସମର୍ଥନ କରି ଶାଉଲଙ୍କୁ ରାଜା ରୂପେ ଅଭିଷେକ  କଲା !ତାହା ପରମେଶ୍ୱରଙ୍କର ଦୃଷ୍ଟିରେ କଷ୍ଟ ହେଉଥିଲା !ତାପରେ ଶାଉଲଙ୍କୁ ବାହାର କରି ଦାଉଦଙ୍କୁ ରାଜା ରୂପେ ଅଭିଷେକ କଲା !ଦାଉଦ ହୃଦୟ ଅନୁସାର ବ୍ୟକ୍ତି ବୋଲି ମନୋନୀତ କଲା ପରି ପରମେଶ୍ୱରଙ୍କର ଉପଦେଶ ଅନୁଯାୟୀ ଶାସନ କଲା !ତାପରେ ଯେଉଁମାନେ ଆସିଲେ ସେମାନେ ପରମେଶ୍ୱରଙ୍କୁ ତ୍ୟାଗ କରି ପଥ ଭ୍ରଷ୍ଟ ହୋଇ ଚାଲିବା ଦ୍ଵାରା ଦେଶଟି କ୍ରିତଦାସ ଅନୁସାରେ ଗଲା !

ଆମ ଦେଶରେ ପ୍ରଶାନ୍ତ ଭାବରେ ଜୀବନଯାପନ କରିବାକୁ ଶାସନକର୍ତ୍ତାମାନଙ୍କ, ଅଧିକାରୀମାନଂକ, ନିମନ୍ତେ ପ୍ରାର୍ଥନା କରିବା ଆମର ଦାଇତ୍ୱ !ଏହି ଦିନର ଯୁଗରେ ପ୍ରଭୁଙ୍କର ଶାସନ ଆମ ଦେଶରେ ଦେଖା ଯିବାକୁ  ଏବଂ ତାଙ୍କର ଇଛାର ବ୍ୟକ୍ତିମାନେ ଅଧିକାରକୁ ଆସିବାକୁ ଆମେ ପ୍ରାର୍ଥନା କରିବାର ଆବଶ୍ୟକ ହୋଇଛି !ନୀତିରେ ଏବଂ ନ୍ୟାୟରେ, ପ୍ରଭୁଙ୍କୁ ଭୟ କରୁଥିବା ଭୟରେ ଶାସନ କରିବା ଶାସନକର୍ତ୍ତାଙ୍କୁ ଉଠାଇବାକୁ ହେବ !ଧନ ପାଇ, ପଦବୀ ପାଇ, ବିଖ୍ୟାତ ପାଇ ଆଶା ନ ହୋଇ ପ୍ରଜାଙ୍କର ଉପକାର ସକାଶେ ଜ୍ଞାନରେ ଶାସନ କରିବାକୁ ଶାସନକର୍ତ୍ତା ମନୋନୀତ ନିମନ୍ତେ ଆମେ ପ୍ରାର୍ଥନା କାରବାକୁ ହେବ !ଯେପରିକି ସେହି ଯୁଦ୍ଧ ପକ୍ଷୀ ଶତ୍ରୁ ତାଙ୍କର ଘରକୁ ନ ପଶିବା ପାଇ ଶବ୍ଦ କରି ତାଙ୍କର ମାଲିକଙ୍କର ପରିବାରକୁ ରକ୍ଷା କଲା, ସେହିପରି ଖ୍ରୀଷ୍ଟିଆନ ଆମେ ଆମ ଦେଶରେ ଉଚ୍ଚାହିତ ହୋଇ ପ୍ରଭୁଙ୍କର ଇଚ୍ଛା ଥିବା ଲୋକଙ୍କୁ ମାତ୍ର ଅଧିକାରକୁ ଆସିବାକୁ ମନ ଦେଇ ପ୍ରାର୍ଥନା କରିବା !ପରମେଶ୍ୱରଙ୍କର ସମ୍ବିଧାନ କରୁଥିବା ତାଙ୍କର ହାତ ଛାଡି ଆଉ କିଛି ହେବ ନାହିଁ !ତେଣୁ ଭୟ ନ ହୋଇ, ତରବର ନ ହୋଇ ପ୍ରାର୍ଥନାରେ ଆମର ଭୋଟକୁ ଦେବା !
-    ଭାଇ. ହାନିସ ଶ୍ୟାମୁଏଲ 

ପ୍ରାର୍ଥନା କରନ୍ତୁ :-
ଦେଶକୁ ସ୍ୱାଧୀନତା କରିବା, ତାରପିଦ କ୍ୟାମ୍ପରେ ଭାଗ ନେଇ ଥିବା ପ୍ରତ୍ୟେକଙ୍କୁ ପ୍ରଭୁଙ୍କର ନିମନ୍ତେ ପ୍ରକାଶ ଭାବେ ବ୍ୟବହାର ହେବାକୁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al