Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 05-04-2021
Share:

By Village Missionary Movement

Monday, 05-Apr-2021

ଆଜିର ବାକ୍ୟ (Oriya) 05-04-2021

ତ୍ରୁଟି କରନ୍ତୁ ନାହିଁ 

“ମାତ୍ର ଯେଉଁମାନେ ବିନାଶ ନିମନ୍ତେ ପଶ୍ଚାତ୍‍ପଦ ହୁଅନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ନୋହୁଁ, କିନ୍ତୁ ଯେଉଁମାନେ ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ୱାସ କରନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ଅଟୁ ।“ - ଏବ୍ରୀ 10:39

ଆମେରିକାରେ ସଟ ଫେଣ୍ଡିଙ୍ଗ ଟେନ ନାମକ ଜଣେ ଫୁଟବଳ  ଖେଳାଳି ଥିଲା !ସେ ଅନେକ ଖେଳରେ ପରିଶ୍ରମ କରି ଖେଳିବା ଦ୍ଵାରା,  ଆଉ ଫୁଟ ବଲ ଖେଳି ନ ପାରିବା ଭଳି ଦେହରେ ଆଘାତ ଗୁଡିକ ଦେଖା ଗଲା ! ସେ ଆଘାତ ହୋଇ ଥିବା ଯୋଗୁ ଦୁଇ ଥର ଅସ୍ତ୍ରପ୍ରଚାର ହୋଇ ଥିଲା !କିଛି ମାସ ପର୍ଯ୍ୟନ୍ତ ତାର ସୁସ୍ଥ ନିମନ୍ତେ ଔଷଧ ଗ୍ରହଣ କଲା !ଏହା ପରେ ଅନେକ ସପ୍ତାହ କଠିନତମ ତାଲିମ ପରେ ସୁସ୍ଥ ପାଇଲା !ଆଉ ଥରେ ଫୁଟବଳ ଖେଳିବାକୁ ପଡିଆରେ ଓଲାଇ ଛୋଟ ଛୋଟ ପ୍ରତିଯୋଗିତାରେ ଖେଳିବାକୁ ଆରମ୍ଭ କଲା !ଦିନେ ନା ଦିନେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ  ଦୁଇ ଥର ସେହି ବର୍ଷ ଅନ୍ତର୍ଜାତୀୟ ଖେଳାଳି ଭାବେ ସୁନାମ ଅର୍ଜନ କଲା !

ଖ୍ରୀଷ୍ଟଙ୍କ ଠାରେ ଆମର ଆତ୍ମୀୟ ଜୀବନ ମଧ୍ୟ କଠିନତମ ତାଡନାରେ  ଭରପୁର ହୋଇ ଥିବ !ଆମର ଆତ୍ମୀୟ ଯୁଦ୍ଧରେ ଅନେକ ସମୟରେ, ଅନେକ ଆଘାତ ସୃଷ୍ଟି ହେଉଛି !ତାହା ଆମକୁ ଆଉ ଉଠି ନ ପାରିବା ପରି ପଛକୁ ଟାଣି ଦେଉଛି !ଏପରି ଶ୍ରମ ଓ ତାଡନାରେ  ଅନେକ ଲୋକ  ନିରୁଉଚ୍ଚାହ ହୋଇଯାଇ, ତାଙ୍କର ଆତ୍ମୀୟ ଜୀବନକୁ ନଷ୍ଟ କରି ଦେଉଛନ୍ତି !ଆଜିର ଦିନରେ ଆମେ ପଡୁଥିବା ଲେଖା ଭାଗରେ ଏବ୍ରି ପତ୍ର ଲେଖିବା ବ୍ୟକ୍ତି ଏପରି ଲେଖୁଛି, ଆମ୍ଭେମାନେ  ବିନାଶ ନ  ହୋଇ  ପଶ୍ଚାତ୍‍ପଦ ନ ହୋଇ , କିନ୍ତୁ ଆମ୍ଭେମାନେ   ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ୱାସ କରନ୍ତି, ବୋଲି କହନ୍ତି !ଏଲିୟ ଭବିଷ୍ୟତବକ୍ତା ତାଙ୍କର ସେବା ନିମନ୍ତେ ନିରୁଉଚ୍ଚାହ ହୋଇ ଥିବା ବେଳେ,  ସଦାପ୍ରଭୁଙ୍କ ଦୂତ ପୁନର୍ବାର  ଆସି ତାଙ୍କୁ ସ୍ପର୍ଶ କରି କହିଲେ, “ଉଠ, ଭୋଜନ କର; କାରଣ ତୁମ୍ଭ ଶକ୍ତିରୁ ପଥ ଅଧିକ।”(1ମ ରାଜାବଳୀ :-19:7)

ଖ୍ରୀଷ୍ଟଙ୍କ ଠାରେ ମୋର ପ୍ରିୟ ବନ୍ଧୁଗଣ, ଏହି ସଦେଶ ପଡ଼ୁ ଥିବା ତୁମ୍ଭେ, ତୁମ୍ଭ ଦୌଡ ପ୍ରତିଯୋଗିତାରେ ଅସୁବିଧାରେ ମଧ୍ୟ ଠିଆ ହୋଇଛ କି ? ତୁମ୍ଭର ଭୁଲକୁ ଓ ଶକ୍ତି ହୀନତାକୁ ପ୍ରଭୁଙ୍କର ଠାରେ ସମର୍ପଣ କର !ଖୋଲା ହୃଦୟରେ ତୁମ୍ଭେ ତାହାଙ୍କ ସହିତ କଥା ହୁଅ !ତୁମ୍ଭର ଶକ୍ତିହୀନରେ ତୁମକୁ ସାହାଯ୍ୟ କରିବ କେବଳ ଯୀଶୁ ହିଁ !ତୁମ୍ଭର ଆତ୍ମୀୟ ଯାତ୍ରା ଅଭାବ ନ ରହି ସବୁବେଳେ ପ୍ରଭୁଙ୍କର ସାହାଯ୍ୟ ପାଇବାକୁ ଭୁଲନ୍ତୁ ନାହିଁ !ତୁମର ହାତ ଧରି ଥିବା ପ୍ରଭୁ  , ଶେଷ ପର୍ଯ୍ୟନ୍ତ କଢ଼ାଇ ନେବାକୁ ଶକ୍ତିଶାଳୀ ହୋଇ ଅଛନ୍ତି !ହାଲେଲୁଆ
-    ପି. ଯେକାବ ଶଙ୍କର 

ପ୍ରାର୍ଥନା କରନ୍ତୁ :-ବାଇବଲ କଲେଜରେ ମିଶି ଥିବା ବିଦ୍ୟାର୍ଥୀ ସତ୍ୟତାରେ ଶକ୍ତି ପାଇବାକୁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet