Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 04-04-2021 (Kids Special)
Share:

By Village Missionary Movement

Sunday, 04-Apr-2021

ଆଜିର ବାକ୍ୟ (Oriya) 04-04-2021 (Kids Special)

ଜୟ ବିଜୟୀ 

"କିନ୍ତୁ ଏହି କ୍ଷୟ ଶରୀର ଅକ୍ଷୟରୂପ ବସ୍ତ୍ର ଓ ଏହି ମର୍ତ୍ତ୍ୟ ଶରୀର ଅମରତାରୂପ ବସ୍ତ୍ର ପରିଧାନ କଲା ଉତ୍ତାରେ ଏହି ଲିଖିତ ବାକ୍ୟ ସଫଳ ହେବ" - କରିନ୍ଥୀୟ 15:54

କୁ.. କୁ.. ଉ.. ଚୁକୁବୁକୁ ଚୁକୁବୁକୁ...କହି ଶଦ୍ଧ ଶୁଣିବା କ୍ଷଣି ଟ୍ରେନ ଦେଖିବାକୁ ଆଶା ଆସିବ ତ !ଟ୍ରେନରେ ଗାଁକୁ ଯିବାକୁ ବହୁତ ଆନନ୍ଦ ଲାଗେତ !ଏହିପରି ଟ୍ରେନଟି ଯିବା ଆସିବା କରୁଥିବା ଦେଖି ଆନନ୍ଦିତ ହେଉଥାଏ  ଜଣେ ମେଷ ଜଗୁଆଳି ଭାଇ !ଟ୍ରେନ ଚାଳକ ମଧ୍ୟ ସବୁଦିନ ତାକୁ ଦେଖି ହସୁ ଥାଏ !ସବୁଦିନ ସେହି ଚାଳକକୁ ଏହି ଭାଇଟି ଟାଟା କରୁଥାଏ !ଏହା ତାକୁ ବହୁତ ଖୁସି ଦେଉ ଥାଏ !ଏହିପରି ସବୁଦିନ ତାଙ୍କରି ପ୍ରେମକୁ ପ୍ରକାଶ କରୁଥାଏ !ମେଷ ଜଗୁଥାଇ ଟ୍ରେନର ଆସିବା ବାଟକୁ ଅପେକ୍ଷା କରୁଥାଏ !ଗୋଟିଏ ଦିନ ହଠାତରେ ହୋଇ ଥିବା ବନ୍ୟା ଦ୍ଵାରା ରେଳ ଧାରଣା ଭାସି ଗଲା !ରେଳ ଧାରଣା ଭାଙ୍ଗି ଯାଇଥିବା ଦେଖି ଥିବା ସେହି ମେଷ ଜଗୁଆଳି ବାଳକ ଏପଟ ସେପଟେ ଧାଁ ଧପଡ଼ ହେଲା, ମାତ୍ର କଣ କରିବାକୁ ହେବ କିଛି ବୁଝି ପାରିଲିନି !ଯେପରି ହେଲେ ବି ଟ୍ରେନକୁ ରଖିବାକୁ ହେବ ବୋଲି ଆଲୋଚନା କରି ରେଳ ଧାରଣା ଉପରେ ଟ୍ରେନର ଆଗକୁ ଧାଇବା ଆରମ୍ଭ କଲା !ଟ୍ରେନର ଶଦ୍ଧ ଶୁଣିବା କ୍ଷଣି ଆଉ କ୍ଷିପ୍ର ଗତିରେ ଆଗକୁ ଧାଇବା ଆରମ୍ଭ କଲା !ଦୁଇଟି ହାତ ହଲାଇ ହଲାଇ ଆଗକୁ  ଧାଉ ଥାଏ, କିନ୍ତୁ ସେହିଁ ଟ୍ରେନ ଚାଳକ କିଛି ବୁଝି ପାରିଲିନି ! ଟ୍ରେନ ଚାଳକ ଆଲୋଚନା କରିଲା କି, ସେ ସବୁଦିନ ବାହାରେ ଠିଆ ହୋଇ ଟାଟା କରେ ତ, ରେଳ ଧାରଣାରେ କାହିଁକି ଧାଉଁଛି ଭାବନା କରି, ଟ୍ରେନକୁ ରଖିବାକୁ ଚେଷ୍ଟା କଲା !ସମ୍ଭବ ହେଲା ନାହିଁ, କିଛି ରାସ୍ତା ଅତିକ୍ରମ କରି ସେହି ବାଳକକୁ ଧୋକା ମାରି ଟ୍ରେନଟି ରହିଲା !ସେହି ବାଳକର ଶରୀର ରେଳ ଧାରଣା ଉପରେ ଖଣ୍ଡ ବିଖଣ୍ଡ ହୋଇ ପଡିଛି !କାହିଁକି ଏହି ବାଳକ ମରିଲା ? ଏହା କେହିବି ଜାଣି ନାହାନ୍ତି !କିଛି ବାଟ ଚାଲି ଚାଲି ଯାଇ ଦେଖିବାରୁ ଜାଣିବାକୁ ପାଇଲେ ଯେ,  ସେହି ରେଳ ଧାରଣା ବନ୍ୟା ଦ୍ଵାରା ଭାଙ୍ଗି ଯାଇଥିବା ଦେଖି ସମସ୍ତଙ୍କର ହୃଦୟ ଭାଙ୍ଗି ଗଲା, ଟ୍ରେନରେ ଯାତ୍ରା କରୁ ଥିବା ସମସ୍ତଙ୍କ ଜୀବନ ବଞ୍ଚାଇବା ନିମନ୍ତେ, ସେହି ବାଳକ କରିଥିବା କାର୍ଯ୍ୟ ଆଲୋଚନା କରିବା ବେଳେ, ସମସ୍ତଙ୍କ ଆଖିରୁ ଲୁହ ଝରିବା ଆରମ୍ଭ ହୋଇଗଲା !

ଏହି ଜଗତରେ ଯାତ୍ରା କରୁ ଥିବା ଆମରି ଯାତ୍ରା ମଧ୍ୟ ଭଲ ଭାବରେ ରହିବା  ପାଇ ଯୀଶୁ କୃଶରେ ହତ ହେଲା !ଆମର  ପାପ ନିମନ୍ତେ ରକ୍ତ ଝରାଇ ମୃତ୍ୟୁବରଣ  କଲା !ହେଲେ ମଧ୍ୟ ଏକ ଖୁସିର ଖବର, ଯୀଶୁ ଜୀବିତ ହୋଇ ଉଠିଲା !ତାଙ୍କରି ସମାଧି ଆଜି ପର୍ଯ୍ୟନ୍ତ ଖୋଲା ହୋଇ ଅଛି !ଜଣେ ସାଙ୍ଗ ତାଙ୍କରି ସାଙ୍ଗ ନିମନ୍ତେ ଜୀବନ ଦେଇ ପାରେ !ମାତ୍ର ପୁନର୍ବାର ମୃତ୍ୟୁରୁ ଉଠି ପାରିବ ନାହିଁ !କେବଳ ଯୀଶୁଖ୍ରୀଷ୍ଟ ଜଣେ ହିଁ ପୁନଃରୁଥାନ ହେଲା !ମରଣକୁ ବିଜୟୀ ହୋଇଛନ୍ତି !

ମୋର ପ୍ରିୟ ଭାଇ ଓ ଭଉଣୀମାନେ ଯୀଶୁଖ୍ରୀଷ୍ଟ ପୁନର୍ବାର ମୃତ୍ୟୁରୁ ଉଠିଥିବା ଏହି ଦିନକୁ ପାସ୍କା ପର୍ବ ବୋଲି ପାଳନ କରୁଛୁ !ମରଣ, ପାତାଳ, ସଇତାନ ସମସ୍ତ ଯୀଶୁଖ୍ରୀଷ୍ଟ ଜୟ କରିଛନ୍ତି !ଆପଣ ବିଜୟୀ ଯୀଶୁଙ୍କୁ ଧରନ୍ତୁ !ବିଜୟୀ ଜୀବନ ଜିଇବାକୁ ଯୀଶୁ ହିଁ ତୁମ୍ଭକୁ ସାହାଯ୍ୟ କରିବ !ହାଲେଲୁଆ !
-    ଶ୍ରୀମତୀ ଯିୱା ବିଜୟ

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al