Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 20-12-2023
Share:

By Village Missionary Movement

Wednesday, 20-Dec-2023

ଆଜିର ବାକ୍ୟ (Oriya) 20-12-2023

 

ସୁସମ୍ବାଦ

 

“ଚକ୍ଷୁର ଦୀପ୍ତି ମନକୁ ଆନନ୍ଦିତ କରେ; ପୁଣି, ଉତ୍ତମ ସମାଚାର ହାଡ଼ର ପୁଷ୍ଟି କରେ।“ – ହିତୋପଦେଶ ୧୫:୩0

 

ଲିଲିଙ୍କ ସ୍ୱାମୀ ଜଣେ ସୈନିକ ଅଟେ !ମାତ୍ର ଅନେକ ମାସରୁ ତାଙ୍କ ନିକଟରୁ ଲିଲିଙ୍କୁ କୌଣସି ଟଙ୍କା ସାହାଯ୍ୟ , କି କୌଣସି ଆନନ୍ଦର ଖବର ଆସିନାହିଁ !ତେଣୁକରି ଲିଲି ତାଙ୍କ ଦୁଇଟି ସନ୍ତାନଙ୍କୁ ଭରଣପୋଷଣ ନିମନ୍ତେ ମଜୁରୀ କାମ କରିବାକୁ ଯିବା ଆରମ୍ଭ କଲା !ଖ୍ରୀଷ୍ଟମାସ ନିମନ୍ତେ ପିଲାମାନଙ୍କୁ ଡ୍ରେସ, କେକ୍ ଏବଂ ଅନେକ ଜିନିଷ କିଣିବାକୁ ତାଙ୍କ ପାଖରେ ଅଳ୍ପ ରୋଜଗାର ଥିଲା !ତାହା ନିଅଣ୍ଟ ହେଲା !ସେତେବେଳେ ଲିଲିର ସ୍ୱାମୀଙ୍କ ଠାରୁ ଏକ ସୁସମ୍ବାଦ ପହଞ୍ଚିଲା, ତାହା ହେଉଛି "ଆସନ୍ତା କାଲିକି ଘରକୁ ଯିବି " !ତାହାଙ୍କ ସବୁକିଛି ଚିନ୍ତା ଉଡ଼ିଗଲା !ତାଙ୍କ ସ୍ୱାମୀ ଯାହା ସ୍ତ୍ରୀ ଓ ପିଲାମାନଙ୍କୁ ଆବଶ୍ୟକ ସବୁକିଛି କ୍ରୟ କରି ଆଣିଲେ !ତାହାଙ୍କ ହୃଦୟ ଆନନ୍ଦରେ ଉଲ୍ଲସିତ ହୋଇଗଲା !

 

ପବିତ୍ର ବାଇବଲରେ ମଲାଖି ଭବିଷ୍ୟତ ବକ୍ତାଙ୍କ ପରେ ପ୍ରାୟ ୪00 ବର୍ଷ ପର୍ଯନ୍ତ ପରମେଶ୍ୱର କଥା ହେଉଛନ୍ତି, ଏହି ପଦ କହିବାକୁ ଆଉ କୌଣସି ପ୍ରଭକ୍ତା ନାହାନ୍ତି !ଭକ୍ତି ଜୀବନର ରାଜାମାନେ ନାହାନ୍ତି !ଏହା ବାଇବଲରେ ଏକ ଅନ୍ଧକାର ଯୁଗ ରୂପେ ପରିଗଣିତ ହେଲା !ଏହି ଯୁଗରେ ହଠାତରେ ସ୍ୱର୍ଗରାଜ୍ୟରୁ ଏକ ସୁସମ୍ବାଦ ଅସିଲା !ପରମେଶ୍ୱରଙ୍କ ପୁତ୍ର ଯୀଶୁ,ଏହି ପୃଥିବୀରେ ସେ ହିଁ ବଳୀ ହେବାକୁ,ପରିତ୍ରାଣକର୍ତ୍ତା ରୂପେ ଜନ୍ମଗ୍ରହଣ କରୁଛନ୍ତି, ଏହା ହିଁ ସେହି ସୁସମ୍ବାଦ ଥିଲା !ତୃଷିତ ପ୍ରାଣକୁ ଶୀତଳ ଜଳ ଯେରୂପ, ଦୂର ଦେଶରୁ ସୁସମାଚାର ସେରୂପ (ହିତୋପଦେଶ:-୨୫:୨୫) !

 

ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ମଧ୍ୟ ସୁସମ୍ବାଦକୁ ଆଶା କରୁଥାଉ !ପ୍ରତ୍ୟେକ ଦିନ ଆମେ ବାଇବଲ ପଢିବା ବେଳେ, ଯାହା କହି ନପାରିବା ଖ୍ରୀଷ୍ଟଙ୍କ ଠାରୁ ଆମେ ପାଉଥିବା ଆଶୀର୍ବାଦ, ଉପକାର ବୁଝି ପାରୁଥିବା !ତେଣୁକରି ବାଇବଲ ମାଧ୍ୟମରେ ପ୍ରତ୍ୟେକ ଦିନ ସ୍ୱର୍ଗରାଜ୍ୟରୁ ସୁସମ୍ବାଦକୁ ଅପେକ୍ଷା କରୁଥିବା !ତାହା ପାପ ଦ୍ଵାରା ମିଳୁଥିବା ଆନନ୍ଦ ନୁହେଁ,କି ତାହା ଧନ ଦ୍ଵାରା ମିଳୁଥିବା ଅଳ୍ପ ସମୟର ଉତ୍ତର ନୁହେଁ !ଟଙ୍କା ଦ୍ଵାରା ମିଳୁଥିବା ଅଶାଶ୍ବିତ ଉତ୍ତର ନୁହେଁ !

         

ଆମ୍ଭେମାନେ ମଧ୍ୟ ଦିନେ ଯୀଶୁ ନାମକ ସୁସମ୍ବାଦ ନଥାଇ ଅନ୍ଧକାରରେ, ପାପରେ, ଅଭିଶାପରେ ଜୀବନଧାରଣ କରି ଆସିଲୁ !ଆମକୁ ସୁସମ୍ବାଦ ମିଳିବା କ୍ଷଣି, ଆମର ଜୀବନ ଆନନ୍ଦରେ ପରିଣତ ହେଲା !କିନ୍ତୁ ଆଜି ପର୍ଯ୍ୟନ୍ତ ସୁସମ୍ବାଦ ନଶୁଣି, ସୁସମ୍ବାଦ ଦ୍ଵାରା ହେଉଥିବା ଆନନ୍ଦକୁ ଅନୁଭବ ନକରି ଅନେକେ ଜୀବନଧାରଣ କରୁଛନ୍ତି !ଏହିପରି ଜନତାଙ୍କୁ ସୁସମ୍ବାଦକୁ ବହନ କରି ଯାଇ ପ୍ରକାଶ କରିବାକୁ ଆପଣ ପ୍ରସ୍ତୁତ ହୋଇଅଛନ୍ତି କି ? ଆଜିହିଁ କାର୍ଯ୍ୟ କରିବା !

- ଶ୍ରୀମତୀ ବିହୁଲା

 

ପ୍ରାର୍ଥନା ଅନୁରୋଧ:-

"ଯୀଶୁଙ୍କର ସନ୍ତାନ"ନାମକ ଛୋଟ ପିଲାଙ୍କ କାର୍ଯ୍ୟକ୍ରମ ଦୂରଦର୍ଶନରେ ପ୍ରସାରିତ ହେଉଛି, ଏହା ଦ୍ଵାରା ଅନେକେ ଉପକୃତ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş casibom jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet