Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 29-03-2021
Share:

By Village Missionary Movement

Monday, 29-Mar-2021

ଆଜିର ବାକ୍ୟ (Oriya) 29-03-2021

ମାତା ଆବଶ୍ୟକ 

“କାରଣ ଯଦ୍ୟପି ଖ୍ରୀଷ୍ଟଙ୍କ ବିଷୟରେ ତୁମ୍ଭମାନଙ୍କର ଦଶ ସହସ୍ର ଶିକ୍ଷକ ଥାଆନ୍ତେ, ତଥାପି ତୁମ୍ଭମାନଙ୍କର ଅନେକ ପିତା ନାହାଁନ୍ତି; କାରଣ ଖ୍ରୀଷ୍ଟ ଯୀଶୁଙ୍କଠାରେ ମୁଁ ତୁମ୍ଭମାନଙ୍କୁ ସୁସମାଚାର ଦ୍ୱାରା ଜନ୍ମ ଦେଇଅଛି ।“ – 1 କରିନ୍ଥୀୟ 4:15

ଲୁହାର କାନ୍ଥ ବୋଲି କୁହାଯାଉ ଥିବା କମ୍ୟୁନିଷ୍ଟ ଦେଶରେ ଏକ ଲୁମ୍ବିନିଆ ଦେଶର ସୁସମାଚାର ପ୍ରଚାର କରିବା ଦ୍ଵାରା,  ଅନେକ ଦୁଃଖ ଓ ବନ୍ଦୀ ଜୀବନ ଅନୁଭବ କରି, ତାପରେ ପ୍ରଭୁଙ୍କ ସହିତ ବ୍ୟବହାର ହୋଇ ଥିବା  ଯିହୂଦୀ ରିଚାର୍ଜ ଉମବିରାଣ !ଏହାକୁ  ପରିତ୍ରାଣ କରିଥିବା ବ୍ୟକ୍ତି, ଏକ ସାଧାରଣ ବଢେ଼ଇ  !ଇଏ ମୁ ଜଣେ ଯିହୂଦୀ ଖ୍ରୀଷ୍ଟଙ୍କର ନିକଟକୁ କଢାଇ ନେବି ବୋଲି ଉଚ୍ଚାହିତ ଥିଲା !ହଁ ସେହିପରି କରି ଶେଷ କଲା !ରିଚାର୍ଜଙ୍କୁ  ଏକ ମାଆଙ୍କ ପରି ସାହାଯ୍ୟ କରି, ପ୍ରେମ କରି ରହୁ ଥିଲା !ହଁ ତାହା ହିଁ ସେ ପ୍ରଭୁଙ୍କର ନିକଟକୁ ଆସିବାର କାରଣ !ଖ୍ରୀଷ୍ଟଙ୍କର ପ୍ରେମ ଏହି ସାଧାରଣ ବଢ଼େଇଙ୍କ ଠାରେ ରିଚାର୍ଜ ଦେଖିଲେ !ଏହି ପ୍ରେମ ହିଁ ନାସ୍ତିକ ରିଚାର୍ଜ ଉମବିରାଣଙ୍କୁ ପ୍ରଭୁଙ୍କର ପ୍ରେମ ଅନ୍ୟମାନଙ୍କୁ କହିବାକୁ ଶକ୍ତିଶାଳୀ ପ୍ରସ୍ତର ହୋଇ ଥିଲା !

ହଁ ମୋର ପ୍ରିୟ ବନ୍ଧୁଗଣ, ମୋଶାଙ୍କର ମାଆ ମଧ୍ୟ ମିଶର ଦେଶରେ ଏବ୍ରୀଏଲମାନଙ୍କ ପୁତ୍ର ସନ୍ତାନ  ସମସ୍ତଙ୍କୁ ହତ୍ୟା କରିବାକୁ ରାଜାଙ୍କର ଆଜ୍ଞା ଥିଲେ ମଧ୍ୟ, ତାର ଛୁଆଟାକୁ ଲୁଚାଇ ତିନି ମାସ ପର୍ଯ୍ୟନ୍ତ ରକ୍ଷା କରିଥିଲା !ସେ ତାଙ୍କରି ପରିବାରକୁ ଖାତିର କଲା ନାହିଁ, ତିନି ମାସ ପର୍ଯ୍ୟନ୍ତ ମୋଶାଙ୍କୁ ଲୁଚାଇ ରଖିଲା ! ତାପରେ ଜାଗ୍ରତ ସହିତ ଜଣକର ନିକଟକୁ ସେ ସନ୍ତାନ ପହଂଚିବା ପର୍ଯ୍ୟନ୍ତ ତାକୁ ଅନୁସରଣ କରିବାକୁ  ସେ ଜଣକୁ ପଠାଇଲା !ସେହି ଛୋଟ ଶିଶୁ ହିଁ ଭବିଷ୍ୟତରେ ଇଶ୍ରାଏଲଙ୍କର ମହାନ ରକ୍ଷାକାରି ହୋଇ ଥିଲା !ଲକ୍ଷ ଲକ୍ଷ ପ୍ରଜାଙ୍କୁ କଢାଇ ନେବା ଶକ୍ତିଶାଳୀ ହେଲା !

ଆମେ ଉପରେ ପଡିଥିବା ଘଟଣାରେ ଦୁଇ ଜଣଙ୍କ ପଛରେ ରହିଛି ଜଣେ ମାଆ, ଯେ ହେହୁନା କାହିଁକି ମାଆଙ୍କ ସକାଶୁ ହିଁ ମଣିଷ ହେଲେ !ଆଜିର ଦିନେ ମଧ୍ୟ ଏହିପରି ମାତା ଆବଶ୍ୟକ !ଖ୍ରୀଷ୍ଟଙ୍କୁ ଗ୍ରହଣ କରି ରହିଥିବା ଆମେ, ଖ୍ରୀଷ୍ଟଙ୍କୁ ଜାଣି ନ ଥିବା ଲୋକଙ୍କ ନିମନ୍ତେ ଆମେ ମାଆ ହେବା !ସତ୍ୟତାରେ ସେମାନଙ୍କୁ କଢାଇ ନେବା !ଖ୍ରୀଷ୍ଟ ସେମାନଙ୍କ ଠାରେ ତିଆରି ହେବାକୁ ଦୁଃଖ, ତାଡନା ସହିବାକୁ ଆମେ ନିଜକୁ ସମର୍ପଣ କରିବା !ପ୍ରେରିତ ପାଉଲ ଏହିପରି ଅନେକ ଆତ୍ମୀୟ ସନ୍ତାନକୁ ଜନ୍ମ ଦେଲେ !ଆମେ ମଧ୍ୟ ଏକ ଆତ୍ମୀୟ ମାଆ ଭାବେ ରହି, ଆତ୍ମୀୟ ସନ୍ତାନ  ପ୍ରସବ କରିବା !ସେମାନେ ଜଗତକୁ ଆପଣାର କରିବେ  !ସେମାନେ ଅନେକକୁ ସତ୍ୟ ପଥରେ କଢାଇ ନେବାରେ ଅଗ୍ରସର  ହେବେ !
-    ଭାଇ ଆନିଶ ରାଜା 

ପ୍ରାର୍ଥନା କରନ୍ତୁ :-
ଗଧମାନଙ୍କର ଗ୍ରନ୍ଥ ନାମକ ବହି ସେବକ ମାନଙ୍କ ନିମନ୍ତେ ମୁଦ୍ରଣ ହେଉଥିବା "ମାଧାସଞ୍ଚିକା "ପ୍ରସ୍ତୁତ କରୁଥିବା ସେବକମାନଙ୍କୁ ପରମେଶ୍ୱର ତାଙ୍କରି ଶକ୍ତିରେ ବ୍ୟବହାର କରିବାକୁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al