Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 20-11-2023
Share:

By Village Missionary Movement

Monday, 20-Nov-2023

ଆଜିର ବାକ୍ୟ (Oriya) 20-11-2023

 

ହାତରେ ହାତ ମିଳାଇ କାର୍ଯ୍ୟ କରିବା

 

“ଏଥି ମଧ୍ୟରେ ଦେଖ, ଜଣେ ଭବିଷ୍ୟଦ୍‍ବକ୍ତା ଇସ୍ରାଏଲର ରାଜା ଆହାବଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ କି ଏହି ସମସ୍ତ ମହାଜନତା ଦେଖିଅଛ ? ଦେଖ, ଆମ୍ଭେ ଆଜି ତାହା ତୁମ୍ଭ ହସ୍ତରେ ସମର୍ପଣ କରିବା, ଆଉ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜ୍ଞାତ ହେବ !" - ପ୍ରଥମ ରାଜାବଳୀ ୨0:୧୩

 

ପିମ୍ପୁଡି ଗୁଡିକ ଏକ ବିଳା ନିର୍ମାଣ କରିବା ଏକ କାଉଟି ଅନୁଧ୍ୟାନ କଲା !କାଉ ଅଟହାସ୍ୟ କରି କହିଲା,ତୁମେମାନେ ଏତେ ଛୋଟ କେମିତି ଏକ ବଡ଼ ବିଳା ନିର୍ମାଣ କରିବ ?ମାତ୍ର ପିମ୍ପୁଡି ଗୁଡିକ ତାଙ୍କ କାମଟି ଧିରସ୍ଥିରରେ କରୁଥାନ୍ତି !କିଛି ଦିନରେ ତିନିଫୁଟ ଉଚ୍ଚତାର ବିଳାରେ ସବୁ ପିମ୍ପୁଡି ଗୁଡିକ ବାସ କରିବା ଆରମ୍ଭ କଲେ !କାଉଟି ଚକିତ ହେଲା !କାଉ ପଚାରିଲା,କେମିତି ତୁମେ କରି ପାରିଲ ? ତେବେ ପିମ୍ପୁଡି ଗୁଡିକ କହିଲେ, ଆମେ ମିଳିମିଶି କାମ କଲୁ !ହଁ ଏକଲା ଠିଆ ହୋଇ କରୁଥିବା କାର୍ଯ୍ୟଟି, ମିଳିମିଶି କରିଲେ ମହାନ କାର୍ଯ୍ୟ ଗୁଡିକ ସାଧନ କରି ପାରିବା !

 

ପବିତ୍ର ବାଇବଲରେ ଏପରି କାର୍ଯ୍ୟ କରୁଥିବା ରାଜା ହେଉଛନ୍ତି, "ଆହାଵ" !ବିନ୍‍ହଦଦ୍‍ ନାମକ ଶିରିୟାର ରାଜା ତାହାଙ୍କ ସହ ୩୨ ଜଣ ରାଜାଙ୍କୁ ଏବଂ ରଥ, ଅଶ୍ୱ ଦ୍ଵାରା ଛୋଟ ରାଜ୍ୟ ହୋଇଥିବା ଇଶ୍ରାଏଲ ସହିତ ଯୁଦ୍ଧ କରିବାକୁ ଅସିଲା !୩୨ ଜଣ ରାଜାମାନେ ଚାରିପଟେ ଘେରିଥାନ୍ତି !ଜଣେ ପ୍ରଭକ୍ତା ଇଶ୍ରାଏଲର ରାଜା ଆହାଵଙ୍କ ନିକଟକୁ ଆସି କହିଲା,ତୁମ୍ଭେ କି ଏହି ସମସ୍ତ ମହାଜନତା ଦେଖିଅଛ,ଦେଖ,, ଆମ୍ଭେ ଯେ ସଦାପ୍ରଭୁ ଅଟୁ,ଏହା ତୁମ୍ଭେ ଜ୍ଞାତ ହେବ ଆମ୍ଭେ ଆଜି ତାହା ତୁମ୍ଭ ହସ୍ତରେ ସମର୍ପଣ କରିବା,ବୋଲି ସଦାପ୍ରଭୁ ତୁମ୍ଭଙ୍କୁ କହନ୍ତି କହିଲେ !କାହା ଦ୍ଵାରା ବୋଲି ଆହାଵ ପଚାରିବାରୁ,ପ୍ରଭକ୍ତା କହନ୍ତି,ଅଧିପତିମାନଙ୍କ ଯୁବା ଲୋକଙ୍କ ଦ୍ୱାରା !ତେବେ ସେ ପଚାରିଲେ, “କିଏ ଯୁଦ୍ଧ ଆରମ୍ଭ କରିବ ?” ତହିଁରେ ପ୍ରଭକ୍ତା ଉତ୍ତର କଲେ, “ତୁମ୍ଭେ"!ସଦାପ୍ରଭୁଙ୍କର ବାକ୍ୟ ଅନୁସାରେ ରାଜା କାର୍ଯ୍ୟ କରି ଶିରିୟାକୁ ଜୟଲାଭ କଲା !

 

ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ ମଧ୍ୟ ଦେଶକୁ ସ୍ୱାଧୀନତା କରିବା ସୈନିକ ଅଟୁ !ଆମ ଭାରତ ଦେଶରେ କୋଟିକୋଟି ଜନତା ପ୍ରଭୁଙ୍କୁ ଗ୍ରହଣ ନ କରି ଅଛନ୍ତି !ମଣ୍ଡଳୀ ଏଥିନିମନ୍ତେ ଉଠି କାର୍ଯ୍ୟ କରିବା ଉଚିତ !ଆମେ କ'ଣ କରିବାକୁ ଯାଉଛୁ ?କେବଳ ଆମେ ହିଁ ଏକାକୀ ଥିଲେ, କୌଣସି ଉଜ୍ଜିବ ଆସିବ ନାହିଁ !ଆମେ ଗୋଟିଏ ମନରେ,ଏକମନ ହୋଇ ମିଳିମିଶି କାର୍ଯ୍ୟ କରୁଛୁ କି ? ଆମମାନଙ୍କ ଠାରେ ଜ୍ଞାନୀ, ବଳବାନ, ଅନେକେ ନାହାନ୍ତି !ହେଲେସୁଧା ପବିତ୍ର ଆତ୍ମା ଦ୍ଵାରା ଆମେ ପ୍ରଚାର କରିବା ସୁସମାଚାର ବିଶ୍ୱାସୀମାନଙ୍କୁ ପରିତ୍ରାଣ କରିବାକୁ ସଦାପ୍ରଭୁ ଇଚ୍ଛା କରୁଛନ୍ତି !ତେଣୁକରି କାଳବରୀ ପ୍ରେମକୁ କିପରି ଦେଖାଉଛୁ ?ଯୁଗଶେଷ ପର୍ଯ୍ୟନ୍ତ ତୁମ୍ଭ ସହିତ ରହିବି ବୋଲି ପ୍ରତିଜ୍ଞାକୁ କିପରି ବିଶ୍ୱାସ କରି କହି ପାରିବା ?ଆମେ କାର୍ଯ୍ୟ କରିବା ପୃଥିବୀ ସାରା ସୁସମାଚାରର ବିହନ ବୁଣିବା,ନର୍କ ମୁଖକୁ ଧୌଡୁ ଥିବା ଜନତାଙ୍କୁ ଅଟକାଇ, ସେମାନଙ୍କୁ ସ୍ବର୍ଗୀୟ ନିବାସୀ କରିବା !ଆମେନ୍ !

 ଭଉଣୀ ବିହୁଲା

 

ପ୍ରାର୍ଥନା ଅନୁରୋଧ:-

ଆମ କ୍ୟାମ୍ପସରେ ରହୁଥିବା ଅବସରପ୍ରାପ୍ତ ମିଶିନାରୀ ମାନଙ୍କ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet güncel giriş holiganbet holiganbet giriş casibom giriş casibom casibom giriş casibom matbet matbet giriş casibom casibom giriş supertotobet supertotobet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş ngsbahis ngsbahis giriş matbet matbet giriş mavibet mavibet giriş nakitbahis nakitbahis giriş marsbahis marsbahis giriş interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş betsmove betsmove giriş restbet restbet giriş egebet egebet giriş https://yourfilterconnection.com/ jojobet jojobet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş holiganbet holiganbet giriş jojobet jojobet giriş jojobet jojobet giriş pashagaming tarafbet editörbet perabet perabet giriş grandbetting hitbet xslot sweet bonanza betkom giriş sweet bonanza betkanyon giriş perabet perabet giriş jojobet holiganbet jojobet cratosroyalbet betgit jojobet betpuan gameofbet grandpashabet grandpashabet teosbet holiganbet Hiltonbet Hiltonbet giriş grandpashabet imajbet matbet