Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-09-2023
Share:

By Village Missionary Movement

Tuesday, 05-Sep-2023

ଆଜିର ବାକ୍ୟ (Oriya) 06-09-2023

 

ନିଜର କରନ୍ତୁ 

 

“ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ପୁଣି, ଈଶ୍ୱର ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର !” - ଏଫିସୀୟ ୪:୩୨

 

ଦିନେ ଏକ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ରମାନଙ୍କ ପାଇଁ "ସଂଘର୍ଷ" ପ୍ରସଙ୍ଗରେ ଏକ ବକ୍ତୃତା ପ୍ରତିଯୋଗିତା ହୋଇଥିଲା ! କେତେକ “ଜୀବନ ସଂଗ୍ରାମ”ବୋଲି ଏବଂ ଆଉ କେତେକ “ସଂଗ୍ରାମର ହିଂସା”କୁ ପ୍ରସଙ୍ଗ ଭାବରେ ବାଛି ଅତି ଉତ୍ତମ ରୂପେ କହିଥିଲେ !

 

ବିଶ୍ୱାସର ଜଣେ ଛାତ୍ର, ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ ପଥକୁ ଅନୁସରଣ କରିଥିବା,ମାର୍ଟିନ୍ ଲୁଥର୍, ଆବ୍ରାହମ୍ ଲିଙ୍କନ୍ ଏବଂ ମହାତ୍ମା ଗାନ୍ଧୀ, ଏମାନେ କରିଥିବା ସଂଗ୍ରାମର ମୋୖଳିକ ଉଦ୍ଦେଶ୍ୟ ଏବଂ ଏହାର ପରିଣାମ ବିଷୟରେ ଦୃଢ଼ ଭାବରେ କହି ପ୍ରଥମ ପୁରସ୍କାର ଲାଭ କରିଥିଲା !

 

କାହିଁକି, ମୋଶା ଇସ୍ରାଏଲର ଲୋକମାନଙ୍କୁ ଫାରୋଙ୍କଠାରୁ ଉଦ୍ଧାର କରିବାକୁ ଇଶ୍ୱରୀୟ ଶକ୍ତି ଗ୍ରହଣ କଲେ ନାହିଁ କି ? କିଣାନରେ ପ୍ରବେଶ କରିବାକୁ ଭୟ କରିଥିବା ଯିହୋଶୂୟ ଏବଂ କାଲେବଙ୍କୁ "ଭୟ କର ନାହିଁ" ବୋଲି କହି ପଥ ଦେଖାଇ ନାହାଁନ୍ତି କି ? ଇଶ୍ବରଙ୍କ ରାଜ୍ୟ ବିସ୍ତାର ହେବା ପାଇଁ, ଶୟତାନର ରାଜ୍ୟ ନିଶ୍ଚିତ ଭାବରେ ପରାସ୍ତ ହେବ !

 

ଅଷ୍ଟାଦଶ ଶତାବ୍ଦୀରେ ଇଂଲଣ୍ଡ ଦେଶରେ ଅନେକେ ମଦ୍ୟପ ହୋଇ,ଦ୍ୱନ୍ଦ୍ୱ ଏବଂ ଝଗଡା ବହୁତ ଥିଲା ! ଏହି ସମୟରେ,ଇଶ୍ୱର ଜନ୍ ୱେସଲିଙ୍କୁ ଉଠାଇଲେ ! ତାଙ୍କର ବାର୍ତ୍ତା ଲୋକଙ୍କ ହୃଦୟକୁ ପରିବର୍ତ୍ତନ କଲା ! ସେମାନେ ସେମାନଙ୍କର ପାପ ପାଇଁ କାନ୍ଦିଲେ। ଯଦି ଜଣେ ୱେସଲି ଇଂଲଣ୍ଡକୁ ପରିବର୍ତ୍ତନ କରିବା ପାଇଁ ଯଥେଷ୍ଟ, ତେବେ ଭାରତକୁ ଅନ୍ଧବିଶ୍ୱାସରୁ ଉଦ୍ଧାର କରିବା ଏବଂ ପରିତ୍ରାଣର ଅଭିଜ୍ଞତାକୁ ସ୍ୱାଦ ଦେବା ପାଇଁ “ତୁମେ” ଯଥେଷ୍ଟ ନୁହଁ କି ?

 

ସାମ୍ପ୍ରତିକ ସମୟରେ, ପାର୍ଟ ଟାଇମ୍ ପରିବାର ସେଵାକାର୍ଯ୍ୟ କାରୀ ଏକ ସିଷ୍ଟମ ଅଧୀନରେ କାମ କରନ୍ତି ଯାହା “ତମ୍ବୁ ସେବାକାର୍ଯ୍ୟ" ଭାବରେ ଜଣାଶୁଣା ! ଏହିପରି ଭାବରେ ସେମାନେ ଲୋକମାନଙ୍କର ସମ୍ମାନ ଲାଭ କରନ୍ତି ଏବଂ ସୁସମାଚାର ବିସ୍ତାର କରନ୍ତି ! ପ୍ରାଣ ଜିତିବା ପାଇଁ ତୁମର ନଷ୍ଟ ହୋଇଯାଉଥିବା ସାଂସାରିକ ସାମଗ୍ରୀ ବ୍ୟବହାର କର !

 

ଯେଉଁମାନେ ସେମାନଙ୍କୁ ନ୍ୟସ୍ତ ହୋଇଥିବା କାର୍ଯ୍ୟ ଠିକ୍ ସମୟରେ ଏବଂ ଆଶାଠାରୁ ଅଧିକ ହୋଇଗଲା ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ! ଯେଉଁମାନେ ଟଙ୍କାକୁ ଭଲ ପାଆନ୍ତି ନାହିଁ ସେମାନେ ଛୋଟ ବିଦ୍ୟାଳୟ ଆରମ୍ଭ କରିପାରିବେ ଏବଂ ଭଲ ବିଶ୍ୱାସୀଙ୍କୁ ନିୟୋଜିତ କରି ଏବଂ ପିଲାମାନଙ୍କୁ ଶିକ୍ଷା ଦେଇ,ପିତାମାତାଙ୍କୁ ପ୍ରେମ ସହିତ କଥା ହୋଇ ସତ୍ୟକୁ ପ୍ରକାଶିତ କରି ଏବଂ ସେମାନଙ୍କୁ ନିଜର କରିଆସେତ ? 

 

"ଯଦି ଆମେ ଆତ୍ମା ଲାଭ କରୁ, ଏହା ପ୍ରଭୁଙ୍କୁ ପ୍ରସନ୍ନ କରେ ଏହା ଦ୍ୱାରା ଆମ୍ଭେମାନେ ଆଶୀର୍ବାଦ ପ୍ରାପ୍ତ ହେଉ !"

- ଶ୍ରୀମତୀ ଜସ୍ମିନ ପାଲ୍ 

 

ପ୍ରାର୍ଥନା ଅନୁରୋଧ :-

ଆମର ରାଗଲ୍ୟାଣ୍ଡ ବାଇବଲ କଲେଜରେ ଅଧ୍ୟୟନ କରୁଥିବା ଛାତ୍ରମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al padişahbet padişahbet giriş casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice