Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 20-03-2021
Share:

By Village Missionary Movement

Saturday, 20-Mar-2021

ଆଜିର ବାକ୍ୟ (Oriya) 20-03-2021

ଆନନ୍ଦ ଦେବା ଭାଷା 

“ଆପଣା ମୁଖର ଉତ୍ତରରେ ମନୁଷ୍ୟର ଆନନ୍ଦ ହୁଏ, ପୁଣି ଯଥାକାଳର କଥା କିପରି ଉତ୍ତମ!” - ହିତୋପଦେଶ 15:23

ରାତ୍ରିରେ ମାଆ ମାଆ ବୋଲି ବାଉଳି ହେଉ ଥିବା ସ୍ୱରଟି ଶୁଭିଲା !ମାଆଟି ସ୍ୱଳ୍ପ ଆଲୁଅରେ ତାର ପୁଅକୁ ଦେଖି ବସି ପଡିଲା  !ସେହି ଛୋଟ ବାଳକ ତାର ମାଆଙ୍କ ନିକଟରେ ପଚାରିଲା, ମୋର ନିଶ୍ୱାସ ବନ୍ଦ ହୋଇ  ଯାଉଛି, ମୁଁ କଣ ମରିଯିବି କି ? ତାର ମାଆ ତାଙ୍କୁ ଆଲିଙ୍ଗନ କରି ମାଆ କହିଲା, ନାରେ ପୁଅ ତୁମକୁ କିଛି ହେବ ନାହିଁ, ତୁମେ ମୋର ଗର୍ଭରେ ଥିବା ବେଳେ ହିଁ ମୁଁ ତୁମକୁ ପ୍ରଭୁଙ୍କର ସେବା ନିମନ୍ତେ ତାଙ୍କ ହସ୍ତରେ ସମର୍ପଣ କରିଛି !ତୁମେ ବଡ଼ ହୋଇ ପ୍ରଭୁଙ୍କର ସେବକ ହୋଇ ଜୀବନଯାପନ କରିବୁ !ତୁମକୁ କିଛି ହେବ ନାହିଁ !ତୁମେ ପ୍ରଭୁଙ୍କର ନିମନ୍ତେ ସମର୍ପିତ ହୋଇଥିବା ବ୍ୟକ୍ତି !ପ୍ରଭୁ ତୁମର ଯତ୍ନ ନେବ !ଏହି ଆନନ୍ଦକର ଭାଷା ସେହି ଛୋଟ ବାଳକର ଭୟକୁ କାଢି ଧୌର୍ଯ୍ୟ ଦେଲା !ମାଆଙ୍କର କୋଳରେ ଶାନ୍ତିରେ ଶୋଇ ଶୁଭସକାଳେ ଉଠିଲା !

ପବିତ୍ର ବାଇବଲରେ ମଧ୍ୟ ମହାନ ଧନୀ ବ୍ୟକ୍ତି ତାଙ୍କର ମେଷଗୁଡିକୁ ବାଳ କାଟିବା ପର୍ବ ତାଙ୍କର ସହ ଦାଶମାନଙ୍କ ସହିତ ଭୋଜି କରି ଆନନ୍ଦ କରୁଥାନ୍ତି !ଏହି ସମୟରେ ଦାଉଦ ତାଙ୍କର ସାଙ୍ଗମାନଙ୍କ ନିମନ୍ତେ ଖାଦ୍ୟ ଦିଅ ବୋଲି ମାଗିବାକୁ ତାଙ୍କ ଦାସମାନଙ୍କୁ ପଠାଇଲା !ମାତ୍ର ନାବାଲ ତାଙ୍କର ଦାସମାନଙ୍କୁ କରିଥିବା କାର୍ଯ୍ୟକୁ ଆଗ ପଛ ଜାଣି ନ ଥିବା ବ୍ୟକ୍ତିଙ୍କୁ ମୋର ଭୋଜି ଭାଗ ନେଇ ପାରିବେ ନାହିଁ ବୋଲି କହି ପଠାଇ ଦେଲା !ମାତ୍ର ଦାଉଦ ତାଙ୍କର ସାଙ୍ଗ ନାବାଲଙ୍କର ମେଷ ଜଗୁଆଳିମାନଙ୍କୁ ଅରଣ୍ୟରେ ସଂରକ୍ଷକ କରି  ରହୁଥାନ୍ତି !ହେଲେ ମଧ୍ୟ ନାବାଲଙ୍କର ଭାଷା କଠିନ ହୋଇ ଥିବା ଦେଖି ଦାଉଦ ରାଗିଗଲା !ନାବାଲକୁ ହେଉ ଥିବା ସମସ୍ତ ଠାରେ ବିନାଶ କରିବାକୁ ହେବ ବୋଲି ତୋଫାନ ପରି ବାହାରିଲା !ଏହି କାର୍ଯ୍ୟଟି ଜାଣି ପାରିଥିବା ନାବାଲର ସ୍ତ୍ରୀ ଆବଶ୍ୟକ ହେଉଥିବା ଭୋଜନ ଖାଦ୍ୟ ଧରି ଦାଉଦଙ୍କର ନିକଟକୁ ଯାଇ, ଦାଉଦଙ୍କର ଠାରେ ତାଙ୍କ ସ୍ୱାମୀଙ୍କର ଭୁଲକୁ ସ୍ୱୀକାର କରି, ତୁମେ ରାଜା ହେବାକୁ ଯାଉଛ, ତୁମ୍ଭ ହସ୍ତରେ ରକ୍ତର ଦାଗ ରହିବାକୁ ହେବ କି ? କହି କ୍ଷମା ମାଗିଲା ! ଅବିକାଇଲଙ୍କର ଭାଷା ଦ୍ଵାରା ଦାଉଦ ମନ ପରିବର୍ତ୍ତନ କଲା !ତୋଫାନ ପରି ବାହାରି ଥିବା ଦାଉଦ ଅବିକାଇଲଙ୍କର ଦୟାର ଭାଷା ଯୋଗୁ ନିର୍ମଳ ଜଳ ସଦୃଶ୍ୟ ଶାନ୍ତିରେ ଫେରିଲା !

ମୋର ପ୍ରିୟ ବନ୍ଧୁଗଣ ଆପଣମାନଙ୍କର ଭାଷା କିପରି ଥିବ ? ଏହା ଆଲୋଚନା କରନ୍ତୁ ! ଆସୁଥିବା ମହାନ ଅସୁବିଧାକୁ ରଖି ଆନନ୍ଦ ଦେଉ ଥିବା ଅବିକାଇଲଙ୍କର ଭାଷା ପରି ଅଛି କି ? ନାହିଁ ତ ତୋଫାନ ଉଠାଉ ଥିବା ନାବାଲଙ୍କର ପରି ଅଛି କି ? ଆଲୋଚନା କରନ୍ତୁ !ଆମେ କଥା ହେଉ ଥିବା ଭାଷା କୃପାମୟୀ ସଦୃଶ୍ୟ, ଆଘାତକୁ ପଟି ବାନ୍ଦୀବା ସଦୃଶ୍ୟ,  ଆଦରନିୟ ସଦୃଶ୍ୟ ରହିବାକୁ ଦିଅନ୍ତୁ !କେଉଁଭଳି ଭାଷା କହିବାକୁ ଆମେ ନିର୍ଣ୍ଣୟ କରିବା !ପରମେଶ୍ୱର ସେହିଭଳି ଭାଷା ଆମ ମୁଖରେ ଦିଅନ୍ତୁ !ଆମେନ !
- ଶ୍ରୀମତୀ ଆନଭୁଜ୍ୟୋତି ଷ୍ଟାଲିନ

ପ୍ରାର୍ଥନା କରନ୍ତୁ :-ମୋକ୍ଷ ପ୍ରାୟାନାମ ଦିନଧ୍ୟାନ ମୁଦ୍ରଣ କରିବାକୁ ଆବଶ୍ୟକ ହେଉ ଥିବା ଆର୍ଥିକ ସହାୟତା ପହଂଚିବା ପାଇଁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino betcio bahiscasino atlasbet matbet matbet giriş bahiscasino celtabet queenbet casibom jojobet