Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-08-2023
Share:

By Village Missionary Movement

Wednesday, 02-Aug-2023

ଆଜିର ବାକ୍ୟ (Oriya) 03-08-2023

 

ମଧ୍ୟପ୍ରଦେଶ

 

“ପ୍ରଭୁ ଆତ୍ମା ଅଟନ୍ତି; ଆଉ ଯେଉଁଠାରେ ପ୍ରଭୁଙ୍କଆତ୍ମା ସେଠାରେ ସ୍ୱାଧୀନତା !” - ୨ୟ କରନ୍ତିୟ ୩:୧୭

 

ମଧ୍ୟପ୍ରଦେଶ ରାଜ୍ୟ ହେଉଛି ଭାରତର ସବୁଠାରୁ ବଡ ରାଜ୍ୟମାନଙ୍କରେ ଏହା ଗୋଟିଏ ! ଏହି ରାଜ୍ୟ ଉତ୍ତର ଭାରତର ଅନ୍ୟ ରାଜ୍ୟଗୁଡିକ ପାଇଁ ଏକ ପ୍ରମୁଖ ଦ୍ୱାର ଅଟେ ! ଏହି ବଡ଼ ରାଜ୍ୟରେ କେବଳ 0.୨୬% ଲୋକ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣନ୍ତି ଏବଂ ଖ୍ରୀଷ୍ଟିଆନ ଭାବରେ ବଞ୍ଚନ୍ତି ! ଯଦିଓ ହିନ୍ଦୀ ହେଉଛି ମୁଖ୍ୟ ଭାଷା, ସେଠାରେ ଅନେକ ଆଦିବାସୀ ଲୋକ ଅଛନ୍ତି ଯେଉଁମାନେ ମାଲଭି ପରି ଭାଷା କୁହନ୍ତି !କୃଷି ହେଉଛି ସେମାନଙ୍କର ମୁଖ୍ୟ ଜୀବିକା !

 

୧୮00 ମସିହାରେ ରୋମାନ କ୍ୟାଥଳିକର ଏକ ଦଳ ମଧ୍ୟପ୍ରଦେଶର ଜବଲପୁରକୁ ଆସି ସୁସମାଚାର ପ୍ରଚାର କରିଥିଲେ ଏବଂ ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିଥିଲେ ଏବଂ ଏହି ଅଞ୍ଚଳକୁ ସୁସମାଚାରର କେନ୍ଦ୍ରରେ ପରିଣତ କରିଥିଲେ ! ଏହା ପରେ ଅନେକ ଲୋକ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନକୁ ଯାଇ ସୁସମାଚାର ପ୍ରଚାର କରିଥିଲେ ! ସେମାନଙ୍କ ମଧ୍ୟରେ ଉଲ୍ଲେଖନୀୟ ଥିଲା କେରଳର ଜଣେ ମିଶନାରୀ ରାନୀ ମାରିଆ ଭାଥାଲିଲ (୧୯୫୪ -୧୯୯୫ ) ! ସେ ଇନ୍ଦୋର ଅଞ୍ଚଳରେ ଭ୍ରମଣ କରି ସୁସମାଚାର ପ୍ରଚାର କରିଥିଲେ, ଗରିବ ଏବଂ ଦଳିତ ଲୋକଙ୍କୁ ସାମାଜିକ ନ୍ୟାୟ କାର୍ଯ୍ୟକଳାପ ଶିକ୍ଷା ଦେଇଥିଲେ ! ତାଙ୍କ କାର୍ଯ୍ୟକଳାପରେ ରାଗିଯାଇ ଜମିଦାରମାନେ ତାଙ୍କୁ ଇନ୍ଦୋର ନିକଟସ୍ଥ ଏକ ସ୍ଥାନରେ ରଖି ଛୁରୀଭୁଷି ହତ୍ୟା କରିଥିଲେ ! ପ୍ରାୟ ୪0 ଥର ସେମାନେ ଛୁରୀରେ ତାଙ୍କ ଶରୀରକୁ ଆଘାତ କରିଥିଲେ। ମୃତ୍ୟୁ ପଥରେ ସେ "ଯୀଶୁ" କହି ନିଜ ଜୀବନ ତ୍ୟାଗ କଲେ ! ତାଙ୍କ ମୃତ୍ୟୁ ପରେ, ସେହି ଅଞ୍ଚଳର ଅନେକ ଲୋକ ଯୀଶୁଙ୍କୁ ସେମାନଙ୍କର ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କଲେ ! ଏହିପରି ଭାବରେ ମଧ୍ୟପ୍ରଦେଶ ଅଞ୍ଚଳରେ ସୁସମାଚାର ବ୍ୟାପିବା ଆରମ୍ଭ ହେଲା !

         

ଆଜି ମଧ୍ୟ ମଧ୍ୟପ୍ରଦେଶ ରାଜ୍ୟରେ ଅସ୍ପୃଶ୍ୟତା ଦେଖାଦେଇଛି। ତଥାକଥିତ ଉପର ଜାତି ଆଦିବାସୀମାନଙ୍କୁ ବହୁତ କଷ୍ଟ ଦେଉଛନ୍ତି ! ଆଜିବି ଲକ୍ଷ ଲକ୍ଷ ଲୋକ ଅଛନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କୁ ଜାଣନ୍ତି ନାହିଁ ! ମଧ୍ୟପ୍ରଦେଶର ଲୋକଙ୍କୁ ଭେଟିବା ପାଇଁ ଆମ ସେଵାକାର୍ଯ୍ୟ ମାଧ୍ୟମରେ ସିକୋର ଜିଲ୍ଲାରେ ପ୍ରଥମ ପଦକ୍ଷେପ ନେଉଛି ! ଅନ୍ଧକାରରେ ବୁଲୁଥିବା ଲୋକମାନେ ଏକ ବଡ଼ ଆଲୋକ ଦେଖିଛନ୍ତି ! ମୃତ୍ୟୁର ଅନ୍ଧକାର ଦେଶରେ ବାସ କରୁଥିବା ଲୋକଙ୍କ ଉପରେ ଆଲୋକ ଆଲୋକିତ କରିଥିବା ପଦ ଅନୁଯାୟୀ, ଯୀଶୁଙ୍କୁ ପ୍ରଚାର କରିବାକୁ ଆଗକୁ ବଢିବା, ଯିଏ ପ୍ରକୃତରେ ପାପ ଏବଂ ଅଭିଶାପରୁ ମୁକ୍ତି ଆଣିଥାଏ ! ମଧ୍ୟପ୍ରଦେଶର ଲୋକମାନେ ଯୀଶୁଙ୍କ ଆଶୀର୍ବାଦ ପାଇବାକୁ ଦିଅନ୍ତୁ !

- ଶ୍ରୀମତୀ ଶକ୍ତି ଶଙ୍କରରାଜ

 

ପ୍ରାର୍ଥନା ଅନୁରୋଧ :- 

ଡାକ୍ତରଖାନା ନିମନ୍ତେ ଆବଶ୍ୟକ ସାମଗ୍ରୀ କ୍ରୟ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al meritking meritking giriş meritking güncel giriş meritking meritking giriş meritking güncel giriş perabet perabet perabet giriş deneme bonusu deneme bonusu veren siteler Vdcasino vaycasino vaycasino giriş vaycasino güncel giriş matbet matbet giriş matbet güncel giriş yakabet yakabet giriş yakabet güncel giriş betsmove betsmove giriş betsmove güncel giriş betsat betsat giriş betsat güncel giriş perabet perabet giriş perabet güncel giriş dumanbet giriş dumanbet dumanbet güncel giriş kingroyal kingroyal giriş kingroyal güncel giriş marsbahis marsbahis giriş marsbahis güncel giriş kingroyal kingroyal giriş kingroyal güncel giriş meritking meritking giriş meritking güncel giriş meritbet meritbet giriş meritbet güncel giriş nakitbahis nakitbahis giriş nakitbahis güncel giriş dumanbet dumanbet giriş dumanbet güncel giriş Holiganbet holiganbet giriş holiganbet güncel giriş bahissenin bahissenin giriş bahissenin güncel giriş bayconticasino bayconticasino giriş bayconticasino güncel giriş imajbet imajbet giriş imajbet güncel giriş prizmabet prizmabet giriş pashagaming pashagaming giriş pashagaming güncel giriş interbahis interbahis giriş interbahis güncel giriş jojobet superbetin matbet jojobet marsbahis marsbahis güncel marsbahis güncel giriş deneme bonusu deneme bonusu veren siteler bahsegel vaycasino vaycasino giriş perabet perabet giriş holiganbet holiganbet giriş holiganbet holiganbet giriş holiganbet holiganbet giriş jojobet jojobet giriş