Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 24-07-2023
Share:

By Village Missionary Movement

Sunday, 23-Jul-2023

ଆଜିର ବାକ୍ୟ (Oriya) 24-07-2023

 

ଯୁଦ୍ଧ 

 

“ପୁଣି, ଈଶ୍ୱରଙ୍କ ଇଚ୍ଛାରେ ମୁଁ ଯେପରି ଆନନ୍ଦରେ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହୋଇ ତୁମ୍ଭମାନଙ୍କ ସହିତ ଆରାମ ପ୍ରାପ୍ତ ହୁଏ” - ରୋମୀୟ ୧୫:୩୨

 

ଚପଲ ମରାମତି କରିବା ବ୍ୟକ୍ତି ମାଧ୍ୟମରେ ପୃଥିବୀକୁ ପରିବର୍ତ୍ତନ କରି ପାରିବି, ଏହାକୁ ନିରୂପଣ କରି ଦେଖାଇଥିବା ବ୍ୟକ୍ତି ହେଉଛନ୍ତିୱେଲିଏମ କେରୀ ଅଟେ !ପୃଥିବୀକୁ ଭଲ କରିବାକୁ ଜନ୍ମ ନେଇଥିଲା ବୋଲି ମଧ୍ୟ କହିଆସେ !୧୭୯୩ ମସିହାରେ କଳକତାରେ ପାଦ ଥାପି ଥିବା ୱେଲିଏମ କେରୀ ଥରେ ମଧ୍ୟ ପୁନର୍ବାର ତାଙ୍କ ନିଜ ଦେଶକୁ ଯାଇନାହାନ୍ତି !ଚାଳିଶ (୪0)ବର୍ଷ ବହୁତ ପରିଶ୍ରମ କରି ପ୍ରଭୁଙ୍କର କାର୍ଯ୍ୟକୁ ଉତ୍ତମ ରୂପେ କାର୍ଯ୍ୟ କରି ଶେଷ କରିଥିଲା !ସମସ୍ୟା, ସଂଗ୍ରାମ ଏହାଙ୍କ ଜୀବନରେ ମିଳନ ହୋଇଛି !ଏହାଙ୍କ ସ୍ତ୍ରୀ ମସ୍ତିସ୍କ ରୋଗରେ ପୀଡିତ ହେଲା ଏବଂ ଛୁଆଁ ମଧ୍ୟ ରୋଗରେ ମୃତ୍ୟୁବରଣ କଲା !ୱେଲିଏମ କେରୀ ସମସ୍ତ ପ୍ରକାର ତାଡନାକୁ ସାଧନାରେ ପରିଣତ କଲା !ଏହାଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସରମ୍ବୁର ବିଶ୍ୱବିଦ୍ୟାଳୟ ହଜାର ହଜାର ବିଦ୍ୟାର୍ଥୀକୁ ପ୍ରସ୍ତୁତ କରିଛି !ଏହି ବିଶ୍ୱବିଦ୍ୟାଳୟ ଆଜି ପର୍ଯ୍ୟନ୍ତ ଏତେ ବିଖ୍ୟାତ ହୋଇ ଥିବା କାରଣ ହେଉଛି ୱେଲିଏମ କେରୀ !ସେ ତାଙ୍କ ଜୀବନ କାଳରେ ସମସ୍ତ ପ୍ରକାର ତାଡନାକୁ ପବିତ୍ର ଆତ୍ମାଙ୍କ ସହଯୋଗରେ ସଂଗ୍ରାମ କରି ବିଜୟୀ ଲାଭ କରିଥିଲା !

 

ପବିତ୍ର ବାଇବଲରେ ମଧ୍ୟ ଏପରି ସଂଗ୍ରାମ କରି ଆଶୀର୍ବାଦ ପାଇଥିବା ବ୍ୟକ୍ତି ଜଣକ ହେଲେ ଯାକୁବ !ସେ ତାଙ୍କ ମାମୁଁ ଲାବନଙ୍କ ଗୃହରୁ ପୁନର୍ବାର ଫେରି ଆସୁଥିବା ମାର୍ଗରେ ଏକଲା ଥିଲେ !ସେତେବେଳେ ଜଣେ ପୁରୁଷ ସକାଳ ପର୍ଯ୍ୟନ୍ତ ତାହାଙ୍କ ସହ ଯୁଦ୍ଧ କରି, ତାହାଙ୍କ ଠାରେ ପରାସ୍ତ ହେବା ଯୋଗୁ, ତାହାଙ୍କ ଜଙ୍ଘକୁ ସ୍ବର୍ଶ କଲେ !ଯାକୁବ ପରମେଶ୍ୱରଙ୍କ ସହିତ ଓ ମଣିଷ ସହିତ ଯୁଦ୍ଧ କରି ବିଜୟୀ ହୋଇଥିବା ଆମେ ପଡୁଛୁ !

        

ଏହା ପାଠ କରୁଥିବା ପ୍ରିୟ ବନ୍ଧୁଗଣ, ଅଭିଶାପର ଭୂମିରେ ହିଁ ଆମ୍ଭେମାନେ ଜୀବନଯାପନ କରୁଅଛୁ !ଆମ୍ଭେ ସହଜରେ ଯାହାହେଉ କାହାଠାରୁ ପାଇ ପାରିବା ନାହିଁ !ଯାକୁବ ଏକଲା ରହି, ଯୁଦ୍ଧ କରି ପରମେଶ୍ୱରଙ୍କ ଠାରୁ ଆଶୀର୍ବାଦ ପାଇଲା !କେବଳ ଯାକୁବ ହିଁ ନୁହେଁ, ଆଉ ବାଇବଲରେ ଅନେକେ ତାଙ୍କ ଅନୁଗ୍ରହ ନିମନ୍ତେ ସଂଗ୍ରାମ କରି ପାଇଥିବା ଆମେ ଦେଖୁଅଛୁ !ଆମ୍ଭେ ପ୍ରତ୍ୟେକ ଦିନ ଆବଶ୍ୟକ ହେଉଥିବା ଅନୁଗ୍ରହକୁ ପ୍ରଭୁଙ୍କର ଠାରୁ ସଂଗ୍ରାମ କରି ପାଇବା !ଯୀଶୁଖ୍ରୀଷ୍ଟ ମଧ୍ୟ ସଂଗ୍ରାମ କରି ପ୍ରାର୍ଥନା କରିଥିବା ଆମେ ପଡୁଛୁ !ଆମ୍ଭେ ଆମର ଆବଶ୍ୟକର ଅନୁଗ୍ରହ ପାଇବାକୁ ନିଶ୍ଚିତ ରୂପେ ସଂଗ୍ରାମ କରିବା ଉଚିତ !ପ୍ରଭୁଙ୍କୁ ପରିତ୍ୟାଗ ନକରି ସଂଗ୍ରାମ ଜାରି ରଖିବା !ନିଶ୍ଚୟ ବିଜୟୀ ଲାଭ ହେବା !

- ଶ୍ରୀମତୀ ଶକ୍ତି ଶଙ୍କର ରାଜ

 

ପ୍ରାର୍ଥନା ଅନୁରୋଧ :-

ଫିଲିପ ସୁସମାଚାର ଦୋଳର ସେଵାକାର୍ଯ୍ୟ ମାଧ୍ୟମରେ ସାକ୍ଷାତ ହେଉଥିବା ନୂତନ ଗାଁ ଗୁଡିକ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet padişahbet bets10 extrabet royalbet süperbetin padişahbet betcio romabet giriş romabet queenbet bahiscasino betcio bahiscasino atlasbet matbet matbet giriş bahiscasino celtabet queenbet casibom jojobet