Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 28-06-2023
Share:

By Village Missionary Movement

Tuesday, 27-Jun-2023

ଆଜିର ବାକ୍ୟ (Oriya) 28-06-2023

 

ଫଳ ଧାରଣକାରୀ ଦ୍ରାକ୍ଷାଲତା

 

“ଯୋଷେଫ ଫଳଦାୟୀ ବୃକ୍ଷର ପଲ୍ଲବ, ସେ ନିର୍ଝର ନିକଟସ୍ଥ ଫଳଦାୟୀ ବୃକ୍ଷର ପଲ୍ଲବ ସ୍ୱରୂପ; ତାହାର ଶାଖା ସକଳ ପ୍ରାଚୀର ଅତିକ୍ରମ କରେ !” - ଆଦିପୁସ୍ତକ 49:22

 

ଆମେ ଗୋଟିଏ କିମ୍ବା ଦୁଇଟି ପରି ସଂଖ୍ୟା ସହିତ ସୀମିତ କରିପାରିବୁ ନାହିଁ ! ଯେଉଁମାନେ ପ୍ରଭୁଙ୍କୁ ଭୟ କରୁଥିଲେ, ସେମାନେ ଯୋଷେଫଙ୍କ ଜୀବନର ପ୍ରତ୍ୟେକ ଗତିରୁ, ଅନେକ ଶିକ୍ଷା ଗ୍ରହଣ କରିବା ଉଚିତ୍ ! ଆମେ ତାଙ୍କ ଜୀବନକୁ ପଦ ଉତ୍ସ ସହିତ ଏକ ଖୋଲା ପୁସ୍ତକ ଭାବରେ ଦେଖିବା କି ?

 

1. ଯୋଷେଫ, ପ୍ରିୟ ପୁତ୍ର ଯିଏ ପିଲାଦିନରୁ ତାଙ୍କ ପିତାଙ୍କ କଥା ମାନିଥିଲେ ଏବଂ ତାଙ୍କ ପ୍ରେମ ଗ୍ରହଣ କରିଥିଲେ !(ଆଦିପୁସ୍ତକ:-37: 3)

 

2. ସାନ ଭାଇ, ଯିଏ ମନ୍ଦ କାର୍ଯ୍ୟ ପାଇଁ ନିଜ ଭାଇମାନଙ୍କ ସହ ସହମତ ନଥିଲା, ସେଠାରୁ ଦୂରେଇ ରହିଲା ! (ଆଦିପୁସ୍ତକ:- 37: 2)

 

3. ଯିଏ ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ସ୍ୱପ୍ନକୁ ସମସ୍ତଙ୍କୁ ଜଣାଇବାକୁ ସାହସ କରିଥିଲେ ! (ଆଦିପୁସ୍ତକ 37: 5)

 

4. ଯଦିଓ ସେ ଜଣେ ଦାସ ଥିଲେ, ସେ ଜଣେ ସଫଳ ବ୍ୟକ୍ତି ଯିଏ ନିଜ କର୍ତ୍ତବ୍ୟକୁ ସତ୍ୟ, ସଂପୂର୍ଣ୍ଣ ଏବଂ ସଠିକ୍ ସମୟ ମଧ୍ୟରେ ସମାପ୍ତ କରିଥିଲେ ! (ଆଦିପୁସ୍ତକ:- 39: 2,3)

 

5. ଯିଏ ଦିନକୁ ଦିନ ଶରୀରର ଲୋଭ ବିରୁଦ୍ଧରେ ଲଢିଥିଲା ଏବଂ ବିଜୟୀ ଲାଭ କରିଥିବା ହିରୋ ! (ଆଦିପୁସ୍ତକ :-39:10)

 

6. ମିଥ୍ୟା ଅଭିଯୋଗରେ କାରାଗାରରେ ଥାଇ ମଧ୍ୟ ସେ ଏଥିରୁ ନିବୃତ୍ତ ହୋଇନଥିଲେ !(ଆଦିପୁସ୍ତକ:-39: 21-23)

 

7. ଜଣେ ସେବକ, ଯିଏ ଅନ୍ୟମାନଙ୍କ କଲ୍ୟାଣ ବିଷୟରେ ଚିନ୍ତା କରୁଥିଲେ ଏବଂ ସେମାନଙ୍କୁ ସାହାଯ୍ୟ କରିଥିଲେ, ସେ ମଧ୍ୟ କାରାଗାରରେ ପରମେଶ୍ବରଙ୍କ ବିଷୟରେ କହିଥିଲେ !(ଆଦିପୁସ୍ତକ:-40: 8)                               

 

8. ଯେତେବେଳେ ପରମେଶ୍ୱର ତାଙ୍କୁ ଦେଇଥିବା ଜ୍ଞାନକୁ ବ୍ୟବହାର କଲେ, ସେ ନିଜକୁ ନୁହେଁ ପରମେଶ୍ବରଙ୍କୁ ଗୌରବ ଦେଲେ ! (ଆଦିପୁସ୍ତକ :-41:16)

 

9. ସେ ତାଙ୍କ ନିଜ ଇଚ୍ଛାରେ ତାଙ୍କୁ ଦିଆଯାଇଥିବା ଶକ୍ତି ବ୍ୟବହାର କରିନଥିଲେ କିନ୍ତୁ ଶାନ୍ତ ଭାବରେ ଚିନ୍ତା କରିଥିଲେ ଓ ଦକ୍ଷତା ଏବଂ ଶୁଦ୍ଧତା ସହିତ ଶାସନ କରିଥିଲେ ! (ଆଦିପୁସ୍ତକ:-41: 43,55)

 

10. ସେ ପ୍ରତିଶୋଧ ନନେଇ ତାଙ୍କ ପ୍ରତି ଅନ୍ୟାୟ କରିଥିବା ଭାଇମାନଙ୍କୁ ଦୟାକରି କ୍ଷମା କରିଦେଲେ। (ଆଦିପୁସ୍ତକ:-45:15)

 

11. ସେ ସମଗ୍ର ପରିବାରକୁ ସମର୍ଥନ କରିଥିଲେ ! (ଆଦିପୁସ୍ତକ 46: 5,6)

 

12. ସେ ତାଙ୍କ ବୃଦ୍ଧ ପିତାଙ୍କୁ ବହୁତ ସମ୍ମାନର ସହିତ ବ୍ୟବହାର କଲେ !ଆଦିପୁସ୍ତକ :-46:29)

 

13. ଯିଏ ପ୍ରଭୁଙ୍କ ପ୍ରତିଜ୍ଞାକୁ ବିଶ୍ୱାସ କଲେ ଏବଂ ତାଙ୍କର ଅସ୍ଥି କିଣାନରେ କବର ଦେବାକୁ ଆଦେଶ ଦେଇଥିବା ପ୍ରବକ୍ତା ! (ଆଦିପୁସ୍ତକ:-50:25)

         

ପ୍ରିୟ ଯୁବକ ଗଣ,ଯୋଶେଫ ତୁମ ପରି ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରି, ଏକ ସାଧାରଣ ବାଳକ ଅଟନ୍ତି ! କିନ୍ତୁ ତାଙ୍କ ଠାରେ ଏତେ ଭଲ ଗୁଣ କିପରି ପ୍ରକାଶ ହେଲା ? ତାଙ୍କ ଠାରେ ପ୍ରଭୁଙ୍କର ଭୟ ଦେଖାଗଲା !କାରଣ ଭୟ ହେଉଛି ସବୁକିଛିର ମୂଳ ! ଯଦି ତୁମେ ପ୍ରଭୁଙ୍କୁ ଭୟ କର, ତୁମର ଜୀବନ ଅନ୍ୟମାନଙ୍କ ପାଇଁ ଏକ ଆଦର୍ଶ ହେବ !

- ଶ୍ରୀମତୀ ଡାୱାମାଣି ଭାୟରାୱେଲ 

 

ପ୍ରାର୍ଥନା ଅନୁରୋଧ :-

ଆମର ସମସ୍ତ ମିଶନାରୀ ପରିବାର ଏବଂ ପ୍ରଶିକ୍ଷାର୍ଥୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş matbet holiganbet holiganbet giriş casibom giriş casibom matbet matbet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş supertotobet giriş supertotobet jojobet giriş jojobet casibom casibom giriş jojobet giriş jojobet interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş marsbahis giriş marsbahis restbet restbet giriş egebet egebet giriş Hiltonbet Hiltonbet giriş superbetin superbetin giriş perabet perabet giriş pashagaming tarafbet editörbet perabet perabet giriş grandbetting hitbet xslot betkom giriş betkanyon giriş perabet perabet giriş Hiltonbet Hiltonbet giriş grandpashabet grandpashabet giriş grandpashabet güncel giriş grandpashabet grandpashabet giriş grandpashabet giriş güncel jojobet jojobet giriş holiganbet holiganbet giriş casibom casibom giriş jojobet jojobet giriş alobet alobet giriş marsbahis marsbahis giriş milanobet jojobet grandpashabet jojobet casinoroyal jojobet holiganbet ibizabet holiganbet amkbet sonbahis betgit cratosroyalbet cratosroyalbet tlcasino perabet perabet giriş meritking meritking giriş meritking meritking giriş matbet matbet giriş superbetin superbetin giriş