Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 17-06-2023
Share:

By Village Missionary Movement

Saturday, 17-Jun-2023

ଆଜିର ବାକ୍ୟ (Oriya) 17-06-2023

 

ମୁକ୍ତା ରୂପେ ପରିବର୍ତ୍ତନ ହୁଅ

 

“ଦ୍ୱାଦଶ ଦ୍ୱାର ଦ୍ୱାଦଶ ମୁକ୍ତା, ପ୍ରତ୍ୟେକ ଦ୍ୱାର ଗୋଟିଏ ଗୋଟିଏ ମୁକ୍ତାରେ ନିର୍ମିତ; ଆଉ ନଗରୀର ପଥ ସ୍ୱଚ୍ଛ କାଚ ସଦୃଶ ଶୁଦ୍ଧ ସୁବର୍ଣ୍ଣ ନିର୍ମିତ।“ - ପ୍ରକାଶିତ 21:21

 

ସମୁଦ୍ର ଗଭୀରତାରେ ମୁକ୍ତା କିପରି ପ୍ରସ୍ତୁତ ହୁଏ ଆପଣ ଜାଣନ୍ତି କି ?ଗୁଲାରେ ଏକ ମାଟିର ବାଲି ଭିତରକୁ ଚାଲିଯାଏ !ଏହି ଛୋଟ ବାଲି ସେହି ଗୁଲାର ମୃଦୁ ଜୀବରାଶିର ଶରୀରକୁ ଅସୁବିଧା କରେ !ସେହି ଗୁଲାର ପ୍ରାଣୀ ଏହା କାହିଁକି ମୋତେ ହେବା ଉଚିତ ବୋଲି ପ୍ରଶ୍ନ ନକରି ସହନଶୀଳତାରେ ସର୍ବଦା ଆଗ୍ରହରେ ଅସୁବିଧା କରୁଥିବା ସେହି ବାଲିକଣିକାର ଚାରିପଟେ ଏକ ପେଣ୍ଡୁ ସଦୃଶ୍ୟ ଲିକ୍ୟୁଡ଼କୁ ପ୍ରସ୍ତୁତ କରେ !ତେଣୁକରି ସେହି କଠିନ ବାଲି କଣିକା ମୃଦୁ ହୋଇ ପରିବର୍ତ୍ତନ ହୋଇଯାଏ !ତାହା ଦିନଦିନକୁ ପରିବର୍ତ୍ତନ ହୋଇ ଏକ ମୁକ୍ତା ରୂପେ ପରିବର୍ତ୍ତନ ହୁଏ !ସେହି ଗୁଳା ଭିତରକୁ ଆସି, ତାହାକୁ ଆଘାତ କରିଥିବା ବାଲି କଣିକାକୁ ସେହି ଜୀବରାଶି ମୁକ୍ତା ରୂପେ ପରିବର୍ତ୍ତନ କରିବାର ଶିଖିଲା !

 

ନୂତନ ଯେରୁଜାଲେମ ନଗରର ପ୍ରତ୍ୟେକ ଦ୍ଵାରରେ, ପ୍ରତ୍ୟେକ ଠାରେ ଗୋଟିଏ ଗୋଟିଏ ମୁକ୍ତା ରହିବ ବୋଲି କହିବା ବେଳେ, ତାହା ସାଧାରଣ ମୁକ୍ତା ଅର୍ଥରେ କୁହାଯାଇ ନାହିଁ !ଏହି ପୃଥିବୀରେ ଅନ୍ୟମାନେ ଆଘାତରେ ପଟି ବାନ୍ଧିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଗଣ, ସେମାନଙ୍କୁ ଆଘାତ କରିଥିବା ଲୋକଙ୍କୁ କ୍ଷମା କରିବା ଲୋକେ, ଏହି ଦ୍ଵାର ଗୁଳା ଦେଇ ଚାଲିଚାଲି ପ୍ରଭୁଙ୍କର ନଗରକୁ ଯିବେ !

 

ପ୍ରିୟ ବନ୍ଧୁଗଣ, ତୁମ୍ଭର ଦୁଃଖଗୁଡିକୁ ମୁକ୍ତା ରୂପେ ପରିବର୍ତ୍ତନ କରିବାକୁ ପ୍ରଭୁଙ୍କର ସାହାଯ୍ୟକୁ ମାଗନ୍ତୁ !ଏହି ପୃଥିବୀକୁ ସୃଷ୍ଟି କରିଥିବା ପରମେଶ୍ୱର, ଏହି ପୃଥିବୀରେ ହିଁ ଅଛନ୍ତି ! ".....ସେ ଦୁଃଖୀ ଲୋକ ଓ ଶୋକପରିଚିତ, ପୁଣି ମନୁଷ୍ୟମାନେ ଯାହାଠାରୁ ମୁଖ ଆଚ୍ଛାଦନ କରନ୍ତି,...."ଯିଶାଇୟ :-53:3) !ଆଘାତ କରିବା, ଦୁଃଖ, ନିରୁଉତ୍ସାହିତ, ନିଃସହାୟତା ଏପରି ଆମର ସଂଗ୍ରାମ କିପରି ଥିଲେ ମଧ୍ୟ, ସେହି ସ୍ଥାନରେ ରହି, ତୁମ୍ଭେମାନେ ଯୀଶୁଖ୍ରୀଷ୍ଟଙ୍କ ରବକୁ ଶୁଣି ପାରିବ !ତେଣୁକରି ସାହାସ ହୁଅ !

         

ଯୀଶୁଖ୍ରୀଷ୍ଟ ସର୍ବଦା ନିତ୍ୟଅନନ୍ତ କାର୍ଯ୍ୟରେ ଦୃଷ୍ଟି ରଖି ଜୀବନଯାପନ କଲେ !ଆମ୍ଭେମାନେ ମଧ୍ୟ ପ୍ରଭୁଙ୍କର ପ୍ରତି ନୀରିକ୍ଷଣ ରଖି ନିତ୍ୟ ଅନନ୍ତ ପର୍ଯନ୍ତ ଆମ ସମସ୍ୟାର କାରଣ ନପଚାରି, ଶିକ୍ଷା ଲାଭ କରି ଜୀବନଯାପନ କରି ଜୀବନ ନିମନ୍ତେ ପରିଶ୍ରମ କରିବା !ସେ ଆମ୍ଭ ନିମନ୍ତେ ତ୍ୟାଗ କରି ଏତେ ପ୍ରେମ କରିଥିବା ପ୍ରଭୁଙ୍କର ଠାରେ ଆମେ ନିଜକୁ ସମର୍ପିତ ହେବା !ସେତେବେଳେ ଅନନ୍ତ ଆଲୋକରେ ବଞ୍ଚିବାକୁ, ଆମ ଦୁଃଖ ସମୁଖରେ, ଆମ ସମସ୍ତ ଦୁଃଖ ଗୁଡିକୁ ମଧ୍ୟ ମୁକ୍ତା ଭାବରେ ପରିବର୍ତ୍ତନ କରିବାକୁ, ସେ ଆମକୁ ଶିଖାଇବେ !ସେହି ମାର୍ଗରେ ଗୁଳା ଅନେକେ ପ୍ରବେଶ କଲା ସଦୃଶ୍ୟ, ଆମେ ମଧ୍ୟ ପ୍ରବେଶ କରି ଆନନ୍ଦ ଓ ଉତ୍ସାହ ପାଇବା !

- ଭଉଣୀ ବିହୁଲା

 

ପ୍ରାର୍ଥନା ଅନୁରୋଧ :-

ଆମେନ୍ ଗ୍ରାମୀଣ ଦୂରଦର୍ଶନ ଚେନାଲ ନିମନ୍ତେ, ଏବଂ ତାହାର ଆର୍ଥିକ ଆବଶ୍ୟକ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet güncel giriş holiganbet holiganbet giriş casibom giriş casibom casibom giriş casibom matbet matbet giriş casibom casibom giriş supertotobet supertotobet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş ngsbahis ngsbahis giriş matbet matbet giriş casibom casibom giriş nakitbahis nakitbahis giriş marsbahis marsbahis giriş interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş betsmove betsmove giriş restbet restbet giriş egebet egebet giriş https://yourfilterconnection.com/ jojobet jojobet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş holiganbet holiganbet giriş jojobet jojobet giriş jojobet jojobet giriş pashagaming tarafbet editörbet perabet perabet giriş grandbetting hitbet xslot betkom giriş sweet bonanza betkanyon giriş perabet perabet giriş jojobet holiganbet jojobet cratosroyalbet betgit jojobet betpuan gameofbet grandpashabet grandpashabet teosbet holiganbet Hiltonbet Hiltonbet giriş grandpashabet imajbet matbet