Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-03-2021
Share:

By Village Missionary Movement

Friday, 12-Mar-2021

ଆଜିର ବାକ୍ୟ (Oriya) 12-03-2021

ପରମେଶ୍ୱରଙ୍କର ଇଚ୍ଛା,  କି ମନୁଷ୍ୟର ଇଚ୍ଛା 

"ପରେ ସେ ତାହାଙ୍କୁ ପଦଚ୍ୟୁତ କରି ସେମାନଙ୍କର ରାଜା ହେବା ନିମନ୍ତେ ଦାଉଦଙ୍କୁ ଉତ୍ଥାପନ କଲେ; ସେ ମଧ୍ୟ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ କହିଲେ, ଆମ୍ଭେ ଯିଶୀର ପୁତ୍ର ଦାଉଦକୁ ପାଇଅଛୁ, ସେ ଆମ୍ଭର ମନର ମତ ବ୍ୟକ୍ତି, ସେ ସମସ୍ତ ବିଷୟରେ ଆମ୍ଭର ଇଚ୍ଛା ପାଳନ କରିବେ ।“ - ପ୍ରେରିତ 13:22

ଜଣେ ଯୁବକ ତାହାର ପାଠ ପଡା ସମାପ୍ତ କରି, ତାର ପରିବାରର ଅସୁବିଧା ଯୋଗୁ କାମକୁ ଗଲା !ପ୍ରାୟ ଏକ ବର୍ଷ ଛ ମାସ କାଳ କାମ କରି ଥାଇପାରେ !ଏତିକିରେ ଶାରୀରିକ  ଦୁର୍ବଳତା ଯୋଗୁ, ଆସି ଥିବା ରୋଗ ସକାଶେ କାମ କରି ନ ପାରିବା ପରିସ୍ଥିତିରେ ଘରକୁ ଫେରିଲା !ତାର ପରିବାରର ଦରିଦ୍ରତାକୁ ବଦଳାଇ, ଏକ ଉତ୍ତମ ପରିସ୍ଥିତିକୁ ଆଣିବ, ଭାବିଥିବା ଭାବନା ଏକ ପ୍ରଶ୍ନ ହୋଇ ରହିଗଲା !ତାର ମାଆ ଲୁହ ଝରାଇ ପ୍ରାର୍ଥନା କରୁଥିବା ବେଳେ, ପରମେଶ୍ୱର ଗୋଟିଏ କାର୍ଯ୍ୟକୁ ମନେ ପକାଇ ଦେଲା !ସେ ଜନ୍ମ ହୋଇ ନ ଥିବା ପୂର୍ବରୁ ହିଁ ସେହି ମାଆ, ତୁମେ ଯଦି ଗୋଟିଏ ପୁତ୍ର ସନ୍ତାନ ଦୟା କଲେ, ସେହି ପୁତ୍ର ସନ୍ତାନକୁ ତୁମ୍ଭର ସେବା କାର୍ଯ୍ୟରେ ସମର୍ପଣ କରିବି ବୋଲି ପ୍ରାର୍ଥନା କରୁଥିଲା !ପରମେଶ୍ୱର ପ୍ରାର୍ଥନାକୁ ଶ୍ରବଣ କରି ଏକ ପୁତ୍ର ସନ୍ତାନ ଦେଇଥିଲେ !ଏହି ପରିସ୍ଥିତିରେ ପ୍ରଭୁ ସେ କରି ଥିବା ସମର୍ପଣକୁ ମନେ ପକାଇ ଦେଲେ !ପରମେଶ୍ୱରଙ୍କର ନିକଟରେ ତାର ଭୁଲକୁ ସ୍ୱୀକାର କରି, କ୍ଷମାଭିକ୍ଷା ମାଗି, ଏହାଙ୍କ ଦ୍ଵାରା ଏକ ଲକ୍ଷ ଆଦାୟ ଆସିଲେ ସୁଧା ତାହା ମୋର ଦରକାର ନାହିଁ କହି, ତାର ପୁଅକୁ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ପ୍ରଭୁଙ୍କର ସେବାରେ ସମର୍ପିତ କଲା !ମନୁଷ୍ୟ ସ୍ୱଭାବ  ଇଚ୍ଛାକୁ ତ୍ୟାଗ କରି, ପରମେଶ୍ୱରଙ୍କର ଇଚ୍ଛାକୁ ପୂର୍ଣ୍ଣ କଲେ !ପରମେଶ୍ୱର ଏହି ସମର୍ପଣକୁ ଦେଖି, ତାହାକୁ ଆରୋଗ୍ୟ କରି ସଂପୂର୍ଣ୍ଣ ଆରୋଗ୍ୟ ପ୍ରଦାନ କରି, ଆଜି ପର୍ଯ୍ୟନ୍ତ ତାଙ୍କୁ ସେବାରେ ବ୍ୟବହାର କରି ଆଣୁଛନ୍ତି !

ପରମେଶ୍ୱରଙ୍କର ଦ୍ଵାରା ପ୍ରସ୍ତୁତ କରି ତାଙ୍କର ଜନତାଙ୍କୁ ଶାସନ କରିବାକୁ, ପରମେଶ୍ୱର ଶାଉଲଙ୍କୁ ରାଜା ରୂପେ ଅଭିଷେକ କଲେ !ମାତ୍ର ଶାଉଲ ପରମେଶ୍ୱରଙ୍କୁ କୃତଜ୍ଞତା ନ ଜଣାଇ ତାର ଇଚ୍ଛା ଅନୁଯାୟୀ ଜୀବନଯାପନ କଲା !ସେଥିପାଇଁ ପରମେଶ୍ୱର ତାଙ୍କୁ ରାଜା କରି ଥିବା ହେତୁ ଅନୁତାପ କଲା !ତାଙ୍କୁ ଠେଲି ଦେଇ ତାଙ୍କର ହୃଦୟ ଅନୁସାର ବ୍ୟକ୍ତି ଦାଉଦଙ୍କୁ ଦେଖି, ଦାଉଦଙ୍କୁ ରାଜା କଲେ !ଦାଉଦ ପରମେଶ୍ୱର ଯାହା ଇଚ୍ଛା କରନ୍ତି ସେ ସମସ୍ତ କଲା !ତେଣୁ  ପରମେଶ୍ୱର ଦାଉଦଙ୍କ ନିମନ୍ତେ ସାଖ୍ୟ  ଦେଲେ !

ହେ ମୋର ପ୍ରିୟ ବନ୍ଧୁଗଣ, ଏହା ପଡ଼ୁ ଥିବା ଆପଣଙ୍କ ବିଷୟରେ କଣ ? ପରମେଶ୍ୱର ଏହି ପୃଥିବୀରେ ସୃଷ୍ଟି କରି ଥିବା ପ୍ରତ୍ୟୋକ ମଣିଷଙ୍କ ନିମନ୍ତେ କୋଣସି ଏକ ଉଦ୍ଦେଶ୍ୟ ନ ରଖି ସୃଷ୍ଟି କରି ନାହାନ୍ତି !ଶାଉଲ ତାର ଇଚ୍ଛା ଅନୁଯାୟୀ ଜୀବନଯାପନ କରି ପରମେଶ୍ୱରଙ୍କ ଠାରୁ ଦୁରେଇ ଯାଇଥିଲା !ମାତ୍ର ଦାଉଦ ପରମେଶ୍ୱରଙ୍କର ଇଚ୍ଛାକୁ ପୂର୍ଣ୍ଣ କରି, ପରମେଶ୍ୱରଙ୍କର ମନର ପାତ୍ର ବୋଲି ଉତ୍ତମ ସାଖ୍ୟ ପାଇଲା !ଆମେ ମଧ୍ୟ ପରମେଶ୍ୱରଙ୍କର ଇଚ୍ଛାକୁ ପୂର୍ଣ୍ଣ କରି ଜୀବନଯାପନ କରିବା, ପରମେଶ୍ୱରଙ୍କ ଠାରୁ ଉତ୍ତମ ସାଖ୍ୟ ପାଇବା !
-    ଏ. ଇମାନୁଏଲ 

ପ୍ରାର୍ଥନା କରନ୍ତୁ :-ସାତ ହଜାର ସେବକଙ୍କୁ ସାହାଯ୍ୟ କରୁଥିବା ସାତ ହଜାର ପ୍ରାର୍ଥନା ମନ୍ଦିର ତିଆରି ହେବାକୁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al holiganbet giriş matbet holiganbet holiganbet giriş casibom giriş casibom casibom giriş casibom matbet matbet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş supertotobet giriş supertotobet jojobet giriş jojobet casibom casibom giriş jojobet giriş jojobet interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş marsbahis giriş marsbahis restbet restbet giriş egebet egebet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş superbetin superbetin giriş perabet perabet giriş pashagaming tarafbet editörbet perabet perabet giriş grandbetting hitbet xslot betkom giriş betkanyon giriş perabet perabet giriş Hiltonbet Hiltonbet giriş grandpashabet grandpashabet giriş grandpashabet güncel giriş grandpashabet grandpashabet giriş grandpashabet giriş güncel jojobet jojobet giriş holiganbet holiganbet giriş casibom casibom giriş jojobet jojobet giriş alobet alobet giriş marsbahis marsbahis giriş milanobet jojobet grandpashabet jojobet casinoroyal jojobet holiganbet ibizabet holiganbet amkbet sonbahis betgit cratosroyalbet cratosroyalbet tlcasino