Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 11-03-2021
Share:

By Village Missionary Movement

Thursday, 11-Mar-2021

ଆଜିର ବାକ୍ୟ (Oriya) 11-03-2021

ଆରମ୍ଭ ହେବା ପ୍ରଣାଳୀ 

"...ମୁଁ ଏକ ପାଖକୁ ଯାଇ ଏହି ମହାଶ୍ଚର୍ଯ୍ୟ ବିଷୟ ଦେଖିବି... " - ଯାତ୍ରା ପୁସ୍ତକ 3:3

ଗଛ ଲତା ଭରା, ଫୁଲ ଫଳ ଭରା ଏକ ସୁନ୍ଦର ବଗିଚା ଅଟେ ତାହା !ସେଠାରେ ଅନେକ ଫଳ ଫଳିବା ବୃକ୍ଷ ଗୁଡିକ ମିଶି ସେମାନେ ତାଙ୍କର ଗୌରବ ବିଷୟରେ କଥା ହେବାକୁ ଲାଗିଲେ !ସର୍ବ ପ୍ରଥମେ ସେଓ ଗଛ କଥା ହେବାକୁ ଲାଗିଲା !ମୁଁ ବହୁତ ମୂଲ୍ୟବାନ, ମୋତେ ହିଁ ସମସ୍ତେ ଆଶା କରନ୍ତି !ମୁଁ ହିଁ ବଳବାନ ଦେବା ଗଛ !ଏହିପରି କଥା ହେଉ ଥିବା ବେଳେ କୋମଲା ଗଛ କହିଲା, ମୁଁ କଣ ସାଧାରଣ କି, ମୁଁ ଏକ ଭିଟାମିନ 'ସି 'ପ୍ରୋଟିନ ଦେବା ଓ ଉତ୍ତମ ରଙ୍ଗୀନ ଫଳ ଅଟେ !ଏହିପରି ସମସ୍ତ ବୃକ୍ଷ ଗୁଡିକ ତାଙ୍କର ଫଳ ବିଷୟରେ ଗର୍ବିତ ହୋଇ କଥା ହେଉଥାନ୍ତି ! ଏହି ସମସ୍ତ ମଧ୍ୟରେ କଣ୍ଟାବୁଦା ଶୁଣୁ ଥାଏ !ଛି ମୁଁ ଏକ ଏକ କଣ୍ଟାବୁଦା ହୋଇ ଅଛି !ମୋତେ କୋଣସି ଉତ୍ତମ ସ୍ଥାନ ନାହିଁ !ମୋ ଠାରେ ରହିଥିବା ସମସ୍ତ କେବଳ କଣ୍ଟା !ତେଣୁ ମୋତେ କିଏ ଆଦର କରନ୍ତି ନାହିଁ,  ବିଚଳିତ ହେଲା !ମାତ୍ର ଆମ ସଦାପ୍ରଭୁ ପରମେଶ୍ୱର ଏହି କଣ୍ଟା ବୁଦାରୁ ମୋଶାଙ୍କ ସହିତ କଥା ହେଲେ, କହିଲେ, କାହିକି ଜାଣିଛ କି ? 

ମିସର ଦେଶରେ ଦାସତ୍ଵରେ ଥିବା ଲକ୍ଷ ଲକ୍ଷ ଇଶ୍ରାଏଲ ଜନତାଙ୍କୁ ଉଦ୍ଧାର କରିବା ପାଇ ମୋଶା ନାମକ ଏକାନ୍ତ  ବ୍ୟକ୍ତିଙ୍କ ସହିତ ସଦାପ୍ରଭୁ ପରମେଶ୍ୱର ଏକ କଣ୍ଟାବୁଦା ମଧ୍ୟରୁ କଥା ହୋଇ,  ଉଦ୍ଧାର କରିବାକୁ ପ୍ରଣାଳୀ  ଦୟା  କଲେ !ଏହାକୁ ମୋଶା ଏକ ଅଦଭୂତ ଦୃଶ୍ୟ ଭାବେ ଦେଖିଲା !ସେଠାରେ ମୁକ୍ତି ପ୍ରଣାଳୀ ଆରମ୍ଭର କାରଣ ଏହି କଣ୍ଟାର ବୁଦା ଅଟେ !

ମୋର ପ୍ରିୟ ବନ୍ଧୁଗଣ, ଆଜିର ଦିନରେ ଆପଣମାନେ ଅନ୍ୟମାନଙ୍କୁ କଣ୍ଟାରବୁଦା ସଦୃଶ୍ୟ  ଥାଇପାର !କୋଣସି ଲୋକ ଆଦର ନ କରିବା ପାରି, କୋଣସି ଲୋକ ନ ପଚାରିଲା ପାରି ଥାଇପାର !ଆପଣଙ୍କର ଶାରୀରିକ ବଳ ହୀନତା, ଏକ ମନ, ଜ୍ଞାନଶୂନ୍ୟ, ଏହା ଦ୍ଵାରା ଆପଣମାନେ ତୀରସ୍କାର ହୋଇପାର, କିନ୍ତୁ ତାହାକୁ ନିରିଉଚ୍ଚାହିତ ହୁଅନ୍ତୁ ନାହିଁ !ସମସ୍ତ ପରିସ୍ଥିତିକୁ ଗୋଟିଏ କ୍ଷଣରେ ସେ ପରିବର୍ତ୍ତନ କରିପାରିବା ଶକ୍ତିଶାଳୀ !କାହିଁକିନା ସେ ସମସ୍ତ ପରିସ୍ଥିତିର ଉପରେ !କଣ୍ଟାବୁଦାକୁ ଅଦଭୂତ ଦୃଶ୍ୟରେ ବଦଳାଇ, ସେହି ବୁଦାରୁ ଏକ ମୁକ୍ତିର ପ୍ରଣାଳୀ ଆରମ୍ଭ କରିଥିବା ପରମେଶ୍ୱର,  ଆପଣଙ୍କୁ ଓ ଆପଣଙ୍କର ଜୀବନକୁ ଆଚର୍ଯ୍ୟର ବିଧାନ କରି ଆପଣଙ୍କ ଠାରେ ତାଙ୍କର ପ୍ରଣାଳୀ ଆରମ୍ଭ କରିବ !ତାଙ୍କ ସହିତ ସମର୍ପିତ ହୋଇ, ଏକ ଛୋଟ ପ୍ରାର୍ଥନା କରିବ କି  ? 
-    ଯେ. ଅଭିନେସ୍ୱର 

ପ୍ରାର୍ଥନା କରନ୍ତୁ :-ସାତ ହଜାର ଧର୍ମପ୍ରଚାରଙ୍କ ଦ୍ଵାରା ଲକ୍ଷ ଗ୍ରାମ ଦର୍ଶନ ପାଇବା ସକାଶେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al