Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 01-06-2023
Share:

By Village Missionary Movement

Thursday, 01-Jun-2023

ଆଜିର ବାକ୍ୟ (Oriya) 01-06-2023

 

ପ୍ରୋତ୍ସାହନ କର ଫଳ ପାଇବ

 

“ମନୁଷ୍ୟର ଚିନ୍ତା ମନକୁ ନତ କରେ; ମାତ୍ର ମଙ୍ଗଳର ବାକ୍ୟ ତାହାର ହରଷ ଜନ୍ମାଏ।“ - ହିତୋପଦେଶ 12:25

 

ବିଦେଶୀ ପିଲାମାନଙ୍କୁ ଆଖିପତା ନୀଳ ବର୍ଣ୍ଣ ଅବା ବାଦାମୀ ବର୍ଣ୍ଣଥିବ !ସେଠାକାର ଶିକ୍ଷକ ତାଙ୍କ ଛାତ୍ରଛାତ୍ରୀମାନଙ୍କୁ କହିଲେ,ଗୋଟିଏ ବିଦ୍ୟାଳୟରେ କରିଥିବା ଗବେଷଣାରେ ନୀଳବର୍ଣ୍ଣର ଆଖିପତା ହୋଇଥିବା ପିଲାମାନେ ବୁଦ୍ଧିମାନ ଓ ଜ୍ଞାନୀ ଅଟନ୍ତି ବୋଲି ଗବେଷକମାନେ ସନ୍ଧାନ କରିଛନ୍ତି !ସେହି ମାସରେ ହୋଇଥିବା ପରୀକ୍ଷାରେ ନୀଳବର୍ଣ୍ଣର ଆଖିପତା ଥିବା ଛାତ୍ରଛାତ୍ରୀମାନେ ବହୁତ ମାର୍କ ରଖିଲେ !କିଛି ମାସ ପରେ ସେହି ଶିକ୍ଷକ ଛାତ୍ରଛାତ୍ରୀଙ୍କୁ କହିଲେ, ବାଦାମୀ ବର୍ଣ୍ଣର ଆଖିପତା ଛାତ୍ରଛାତ୍ରୀମାନେ ବୁଦ୍ଧିମାନ ଅଟନ୍ତି, ସେମାନଙ୍କୁ ଘୋଷା କରିବାର ତତ୍ୱ ଅଧିକ ଥିବ ବୋଲି ଗବେଷକମାନେ ସନ୍ଧାନ କରିଛନ୍ତି !ତାପରେ ସେହି ମାସରେ ହୋଇଥିବା ପରୀକ୍ଷାରେ ବାଦାମୀ ବର୍ଣ୍ଣର ଛାତ୍ରଛାତ୍ରୀ ଅଧିକ ମାର୍କ ଆଣିଲେ !ପ୍ରୋତ୍ସାହନ କରିବା ଉତ୍ତମ ଫଳପ୍ରଦ ହେଉଛି କହି ସେହି ଶିକ୍ଷକ ଏକ ନିର୍ଣ୍ଣୟକୁ ଅସିଲା !

 

ଆମ ପ୍ରଭୁଯୀଶୁଖ୍ରୀଷ୍ଟ ମଧ୍ୟ ପ୍ରୋତ୍ସାହନ କରିଥିବା ଆମେ ଦେଖି ପାରିବା !ବେ୍ଥାନୀୟର ମେରୀଙ୍କୁ ଉତ୍ତମତା ପସନ୍ଦ କରିଛି ବୋଲି କାଣାନ ସ୍ତ୍ରୀଙ୍କୁ ଦେଖି ତୁମ୍ଭ ବିଶ୍ୱାସ ମହାନ ବୋଲି ଶତସେନାପତିଙ୍କୁ ଦେଖି ଇଶ୍ରାଏଲମାନଙ୍କ ମଧ୍ୟରେ ମୁଁ ଏପରି ବିଶ୍ୱାସୀଙ୍କୁ କେବେ ଦେଖି ନାହିଁ ବୋଲି ଯୀଶୁଖ୍ରୀଷ୍ଟ ପ୍ରୋତ୍ସାହନ କରିଥିବା ଦେଖି ଆସେ !

 

ହେ ପିତାମାତା ସଦାପ୍ରଭୁ ଦେଉଥିବା ସନ୍ତାନ !ଆମ୍ଭେ ସେମାନଙ୍କୁ ଲାଳନପାଳନ କରି ଉତ୍ତମ ମାର୍ଗରେ ବଢ଼ାଇବା ଉଚିତ !ହେ ପିତାମାନେ, ଆପଣା ଆପଣା ସନ୍ତାନମାନଙ୍କୁ ବିରକ୍ତ କର ନାହିଁ, ଯେପରି ସେମାନେ ନିରୁତ୍ସାହ ନ ହୁଅନ୍ତି (କଲସିୟ :-3:21) !ବୋଲି ବାଇବଲ ଆମକୁ ଉପଦେଶ କରୁଛି !କେବଳ ସେଥିକି ନୁହେଁ କିନ୍ତୁ ଯେ କେହି ମୋଠାରେ ବିଶ୍ୱାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ମହାସାଗରରେ ଅଗାଧ ଜଳରେ ବୁଡ଼ାଇ ଦିଆଯାଇଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା ବୋଲି (ମାଥିଉ 18:6)ରେ ବାଇବଲ ଆମକୁ ସତର୍କ କରାଉଛି !

        

ଆମେ ଏହି ନୂତନ ବର୍ଷ ପାଠର ଆରମ୍ଭରେ ଅଛୁ !ପିତାମାତା, ଶିକ୍ଷକ ମାନେ ପିଲାମାନଙ୍କୁ ଉତ୍ସାହିତ କରି ଉତ୍ତମ ମାର୍ଗରେ କଢାଇ ନେଲେ !ପିଲାମାନଙ୍କୁ ଦୁଃଖ ହେଲା ସଦୃଶ୍ୟ ସେମାନଙ୍କୁ ଚିତ୍କାର କରିବା ଉଚିତ ନୁହେଁ !ଅନ୍ୟମାନଙ୍କ ସହ ସାମଞ୍ଜସ୍ୟ କରି, ତାଙ୍କ ମନକୁ ଅସୁବିଧା କରିବା ଉଚିତ ନୁହେଁ !ପିଲାମାନଙ୍କ ଚିନ୍ତା ପ୍ରତ୍ୟେକ ଜଣକ ଅନ୍ୟ ପ୍ରକାର ଥିବ !ତାଙ୍କ ଠାରେ ଥିବା ଚିନ୍ତାକୁ, ସଦଗୁଣକୁ ଦେଖି ପ୍ରୋତ୍ସାହନ କରନ୍ତୁ !ଶ୍ରେଷ୍ଠତ୍ତମ ଫଳ ଦେଖିବ !

- ଶ୍ରୀମତୀ ୱାନାଜା ଵାଲାରାଜୁ

 

ପ୍ରାର୍ଥନା ଅନୁରୋଧ :-

ଏହି ଜୁନମାସରେ ହେବାକୁ ଥିବା ସେଵାକାର୍ଯ୍ୟରେ ସଦାପ୍ରଭୁଙ୍କର ହସ୍ତ ସହବର୍ତ୍ତୀ ହୋଇ କଢାଇ ନେବା ନିମନ୍ତେ ପ୍ରାର୍ଥନା କରିବା!

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş