Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 26-05-2023
Share:

By Village Missionary Movement

Friday, 26-May-2023

ଆଜିର ବାକ୍ୟ (Oriya) 26-05-2023

 

କଣ ବିଜୟୀ ?

 

“ତେବେ ଏସମସ୍ତ ଦୃଷ୍ଟିରେ ଆମ୍ଭେମାନେ କ'ଣ କହିବା ? ଯଦି ଈଶ୍ୱର ଆମ୍ଭମାନଙ୍କ ସପକ୍ଷ, ତେବେ ଆମ୍ଭମାନଙ୍କ ବିପକ୍ଷ କିଏ ?” - ରୋମୀୟ 8:31

 

ଜର୍ମାନୀ ଦେଶର ଚକ୍ରବର୍ତ୍ତୀ ବେଟ୍ରିକ, ବେର୍ଲିନ ନାମକ ନଗର ଦେଇ ଯାଉ ଥାଏ !ସେଠାରେ ଏକ ସ୍ଥାନର କାନ୍ଥରେ ଲଗାଇ ଦିଆ ଯାଇଥିବା ଏକ ଛବିକୁ ଦେଖିବା ନିମନ୍ତେ ଜନତା ବହୁତ ଗହଳି ଭାବେ ଏକତ୍ରିତ ହୋଇଥାନ୍ତି !ଏହି ଚକ୍ରବର୍ତ୍ତୀ ମଧ୍ୟ ତାହା କଣ ଅନୁଧ୍ୟାନ କରିବାକୁ ଠିଆ ହେଲା !ସେହି କାନ୍ଥରେ କାହାକୁ ପହଞ୍ଚି ନ ପାରିବା ଉଚ୍ଚତାରେ ବେଟ୍ରିକଙ୍କ ଛବିକୁ ବିକଟ ରୂପେ ଅଙ୍କା ଯାଇ ସେଠାରେ ଟଙ୍ଗା ହୋଇଛି !ସେ ଅଳ୍ପ କ୍ଷଣ ତାହାକୁ ଦେଖିଲା !ତାହା ଦେଖି ହୃଦୟରେ କଣ୍ଟା ଭେଦ କଲା ପରି ଦୁଃଖିତ ହେଲା !ତାପରେ ତାହାର କର୍ମୀ ମାନଙ୍କୁ ଡାକି,ତାହାକୁ ସମସ୍ତଙ୍କୁ ଦେଖା ଦେବା ସଦୃଶ୍ୟ ତଳକୁ ଓଲ୍ଲାଇ ଦିଅ ବୋଲି ଆଦେଶ କରି ଚାଲିଗଲା !ତାହାଙ୍କୁ ବିକଟାଲ କରିବାକୁ ଚିନ୍ତା କରିଥିବା ଶତ୍ରୁ ମାନଙ୍କୁ ଏହା ଏକ କଷ୍ଟ ସାଧ୍ୟ ଦେଲା, ସେମାନେ ମୁଣ୍ଡ ନୂଆଇଲେ !

 

ପ୍ରିୟ ବନ୍ଧୁଗଣ, ଆପଣମାନେ ମଧ୍ୟ,ତୁମ୍ଭର ପରିବାରରେ,କର୍ମସ୍ଥାନରେ, ଖ୍ରୀଷ୍ଟଙ୍କ ନିମିତ୍ତ ବହିଷ୍କାର ହୋଇ ବିକଟାଲ ହୋଇଥାଇ ପାର !ଅପମାନିତ ହୋଇ ଥାଇ ପାର !ନ କରିଥିବା ଦୋଷତ୍ରୁଟିର ଆରୋପ ଯୋଗୁ, ତୁମ୍ଭ ହୃଦୟ ଭଗ୍ନ ହୋଇ ଥାଇ ପାରେ !ସର୍ବଦା ବେଦନାର ଏହି ଅନୁଭୂତିକୁ ସଦାପ୍ରଭୁଙ୍କୁ କୃତଜ୍ଞତା ଜଣାଅ !ଏହା ତୁମ୍ଭ ଆତ୍ମୀୟ ଜୀବନର ବୃଦ୍ଧି ନିମନ୍ତେ ହିଁ ଇଶ୍ୱର ଅନୁମତି କଲେ ବୋଲି ସହନଶୀଳରେ ଗ୍ରହଣ କର !ସେବେ ଏହି ଅବସ୍ଥା ଦ୍ଵାରା, ତୁମ୍ଭଙ୍କୁ ନିରୁଉଚ୍ଚାହିତ କରିବି ବୋଲି ଭାବନା କରିଥିବା ଶଇତାନ ପରାଜୟ ବରଣ କରିବ !ତୁମ୍ଭେ ବିଜୟୀ ଲାଭ ହେବ !

 

ତୁମ୍ଭେ ପ୍ରଭୁଙ୍କର ନିମନ୍ତେ ସତ୍ୟ ଭାବରେ ସେବାକାର୍ଯ୍ୟ କଲାବେଳେ, ଅନ୍ୟମାନଙ୍କ କଠିନତ୍ତମ କଥାରେ, ତୁମ୍ଭେ ଅସୁବିଧା ଭୋଗୁଥିବା ବେଳେ,ତାହାକୁ ପ୍ରଭୁଙ୍କର ନିମନ୍ତେ ସହନଶୀଳତାରେ ସହ୍ୟ କଲାବେଳେ ତାହା ହିଁ ତୁମ୍ଭର ବିଜୟୀ ହେବ !

 

ତୁମ୍ଭେ ତାଡନା ମଧ୍ୟ ଦେଇ ଗଲାବେଳେ ଖ୍ରୀଷ୍ଟଙ୍କ ଦ୍ଵାରା ଆସୁଥିବା କୃଶକୁ ବହନ କଲାବେଳେ, ପ୍ରଭୁଙ୍କର ନିମନ୍ତେ ବଚସା ନ କରି ଯେଉଁ ଲୋକ ପରୀକ୍ଷା ସହ୍ୟ କରେ, ସେ ଧନ୍ୟ, (ଯାକୁବ:-1:12)ଏହି ବାକ୍ୟକୁ ମନେ କରି ଜୀବନ ଯାପନ କଲାବେଳେ, ତାହା ହିଁ ତୁମ୍ଭଙ୍କୁ ବିଜୟୀର ଜୀବନ ଅଟେ !

    

ଶେଷରେ,ଜୀବନରେ ପରିପୂର୍ଣ୍ଣ ସମୟ ଠାରୁ, କଠିନତ୍ତମ ସମୟ ଦ୍ଵାରା ପ୍ରଭୁ ଆଉ ଅତିଉତ୍ତମ ରୂପେ ତୁମକୁ ଉପଦେଶ କରିବାକୁ, ତୁମକୁ ସୁଧାରିବାକୁ, ସେହି ସମୟକୁ ବ୍ୟବହାର କରୁଛନ୍ତି, ଏହାକୁ ଭୁଲନ୍ତୁ ନାହିଁ !ତୁମ୍ଭେ ଭଙ୍ଗା ଯାଉଥିବା ସମୟରେ ଆଉ ଅତ୍ୟଧିକ ଗଭୀରତା ଭାବେ ତାହାଙ୍କ ରୂପରେ, ତାହାଙ୍କ ନିକଟକୁ ପହଂଚୁଛ, ଏହାକୁ ଭୁଲନ୍ତୁ ନାହିଁ !ସେ ତାହାଙ୍କ ସଦୃଶ୍ୟରେ ପରିବର୍ତ୍ତନ କରିବାକୁ ହିଁ, ସେ ଏହି କାର୍ଯ୍ୟକୁ ଅନୁମତି କଲେ , ଏହାକୁ ମନେ ରଖନ୍ତୁ !

- ଏସ. ପାରମା ଶିୱାନ

 

ପ୍ରାର୍ଥନା ଅନୁରୋଧ :-

ଆମ ଫିଲଡରେ ଭୋକିଲାକୁ ଖାଦ୍ୟ ଯୋଗାଇବା ଯୋଜନା ମାଧ୍ୟମରେ ଦର୍ଶନ କରୁଥିବା ଆତ୍ମାମାନଙ୍କ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş