Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 17-04-2023
Share:

By Village Missionary Movement

Monday, 17-Apr-2023

ଆଜିର ବାକ୍ୟ (Oriya) 17-04-2023

 

କ'ଣ ତୃପ୍ତି ଦିଏ ?

 

"କିନ୍ତୁ ମୁଁ ଯେଉଁ ଜଳ ଦେବି, ତାହା ଯେ କେହି ପାନ କରିବ, ସେ କେବେ ହେଁ ତୃଷିତ ହେବ ନାହିଁ,..." - ଯୋହନ 4:14

           

ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗରେ କାର୍ଯ୍ୟ କରି ଉତ୍ତମ ନେତନ ପାଉଥିବା ଜୈକାର ବେଳେବେଳେ ଅଫିସରେ ନିଃଶବ୍ଦରେ, କିଛି କଷ୍ଟରେ ରହିଥାଏ !ସେ ଆନନ୍ଦକୁ ହରାଇ, ଚିନ୍ତା କର ପରାଜୟରେ ଦେଖାଯିବା ବେଳେ, ତାଙ୍କ ବନ୍ଧୁମାନେ ତାହାର କାରଣ ବୁଝି ପାରନ୍ତି !ଆଗଦିନ ସେ ତାହାର ଭୁଲ ଆନନ୍ଦ ସନ୍ଧାନ କରି ଯାଇଥିଲା !

           

ଶୋଲମନ ରାଜା ଅନୁଭବ କର ରାଜା,ଅନୁଭବ କର ଅନୁସାରେ ଜୀବନର ସୁଖ ଅନୁଭବ କରିବାକୁ ସେ ଉତ୍ସର୍ଗୀକୃତ ହେଲେ !କିନ୍ତୁ ଶୋଲମନ ଆମକୁ ଶିକ୍ଷା ଦେବା ବିଷୟଟି କ'ଣ ? ଯେକୌଣସି ଠାରେ ପ୍ରକୃତ ସନ୍ତୁଷ୍ଟ ନାହିଁ ବୋଲି ଜଣାଇଲା !ସେ କହିଲେ,ସବୁକିଛି ବ୍ୟର୍ଥ ହିଁ ବ୍ୟର୍ଥ !

            

ଏହି ପୃଥିବୀରେ ଅଳ୍ପ ସମୟ ମନୁଷ୍ୟକୁ ଖୁସି କରିବା ନିମନ୍ତେ କେତେଯେ କାମ ଅଛି !ଏହା ଦ୍ଵାରା ଜଣେ ବ୍ୟକ୍ତି ତାହାର ମନକୁ ଅନେକ ପ୍ରକାରରେ ଆନନ୍ଦିତ କରାଇ ପାରେ !ଏହାକୁ ଅନୁଭବ କରୁଥିଲେ କ'ଣ ହେବ ଜାଣିଛ କି ?ଅସନ୍ତୁଷ୍ଟ, ଶୁନ୍ୟତା, ଆଉ ଅତ୍ୟଧିକ ଆଶା ହିଁ ବଢିବ !ତୁମ୍ଭେ ଯେତେ ଅତ୍ୟଧିକ ଭାବେ ଏହି ପୃଥିବୀର କାର୍ଯ୍ୟକୁ ସନ୍ଧାନ କରିକି ଯାଉଛ, ସେତିକି ହିଁ ତାହା, ଆଉ ଦରକାର, ଆଉ ଦରକାର ବୋଲି ଶୋଷ ହେବ !ତେଣୁକରି ପୃଥିବୀର ଆନନ୍ଦକୁ ଇଚ୍ଛା କରି ତୁମ୍ଭେ କେବେବି ତୃପ୍ତି ହେବ ନାହିଁ !ଧନ, ସମ୍ପତି, ଟଙ୍କା, ଭୌତିକ ଦ୍ରବ୍ୟ, ମାନସିକ ଆନନ୍ଦ ଗୁଡିକ ଯାହା ହେଲେବି ତାହା ଠାରୁ ସନ୍ତୁଷ୍ଟ ପାଇ ପାରିବା ନାହିଁ, ଏହା ସତ୍ୟ ଅଟେ !

          

ସେଥିପାଇଁ ପପ୍ରଭୁଯୀଶୁଖ୍ରୀଷ୍ଟ କହନ୍ତି,ଏହି ଜଳ ପାନ କରିବ, ସେ କେବେ ହେଁ ତୃଷିତ ହେବ ନାହିଁ !ମାତ୍ର ଇଶ୍ୱର ଆମକୁ ଦେଇଥିବା ଆନନ୍ଦ, ସମାଧାନ, ମନଶାନ୍ତି, ସର୍ବଦା ଆମ ସହ ହିଁ ରହିବ !ଆମେ ଜୀବନଯାପନ କରୁଥିବା ବିଧାନ ଆମକୁ ଖୁସି କରିବ କି, ନା ଦୁଃଖ କରିବ ? ଆମେ ଏହି ବିଷୟଟି ଦେଖିବା ଉଚିତ !ସେହି ଯୁବକ ଜୈକାର ଆନନ୍ଦିତ ହେଉଥିବା ମାର୍ଗ ଗୁଡିକ, ପୁନର୍ବାର ତାହାଙ୍କ ମନକୁ ଆସିବା ବେଳେ,ତାକୁ ତାହା କଷ୍ଟ ଦେଉଛି !ଜଣେ ଜଣକର ଖୁସିର ଶତ୍ରୁ ବାହାରେ ନୁହେଁ, ତାହାରି ମଧ୍ୟରେ ହିଁ ଥାଏ !

- ଏସ. ବେର୍ଲିଙ୍ଗ ଶିଳୱାରାଜ

 

ପ୍ରାର୍ଥନା ଅନୁରୋଧ :-

ସୁସ୍ଥତା ଆରାଧନାରେ ଶରୀର ଦୁର୍ବଳ ବ୍ୟକ୍ତିମାନେ ଅଂଶ ଗ୍ରହଣ କରୁଥିବା ପ୍ରତ୍ୟେକ ଜଣ ସଂପୂର୍ଣ୍ଣ ରୂପେ ସୁସ୍ଥତା ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al padişahbet padişahbet giriş casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice