Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 05-04-2023
Share:

By Village Missionary Movement

Tuesday, 04-Apr-2023

ଆଜିର ବାକ୍ୟ (Oriya) 05-04-2023

 

ଇଶ୍ୱର କେଉଁଠି ଅଛନ୍ତି ?

 

“ଆଉ ପ୍ରାୟ ତିନି ଘଣ୍ଟା ସମୟରେ ଯୀଶୁ ଉଚ୍ଚସ୍ୱରରେ ଡାକି କହିଲେ, ଏଲୀ, ଏଲୀ, ଲାମା ସବକ୍‌ଥାନୀ ? ଅର୍ଥାତ୍, ହେ ମୋହର ଈଶ୍ୱର, ହେ ମୋହର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ ?” - ମାଥିଉ 27:46

 

ଯୀଶୁଖ୍ରୀଷ୍ଟ କୃଶରେ କହିଥିବା ଚତୁର୍ଥ କଥା :-

ଖ୍ରୀଷ୍ଟିଆନ ଏଣ୍ଡ ମିଶିନାରୀ ଆଲାଇନସ ନାମକ ଆନ୍ଦୋଳନର ସ୍ଥାପକ ଶ୍ରୀ ଏ.ବି. ଶାମସନ !ଏହାଙ୍କ ଜୀବନ ଚରିତ୍ରକୁ ଏ. ଡବ୍ଲୁ. ଡୋଜେର ଲେଖିଥିବା "ବିଙ୍ଗସ ସ୍ପ୍ରେଡ଼ " ନାମକ ପୁସ୍ତକରେ ଆମେ ପଡି ପାରିବା !ପରିତ୍ରାଣ ପାଇ ସେଵାକାର୍ଯ୍ୟ ଆରମ୍ଭ କରିଥିବା ଶାମସନଙ୍କ ଜୀବନରେ ବୃଦ୍ଧି ଅତି ଶୀଘ୍ର ହେଲା !କିନ୍ତୁ ତାହା ଏକ ନିର୍ଦ୍ଦିଷ୍ଟ ସମୟରେ ଶରୀର ଦୁର୍ବଳରେ ଏକ ଆତ୍ମୀୟ ଅନ୍ଧାର ତାଙ୍କ ଜୀବନରେ ପ୍ରବେଶ କଲା !ମୋ ପ୍ରଭୁ,ମୋ ପ୍ରଭୁ ମୋତେ କାହିଁକି ହାତଛଡା କରୁଛ ?ଏହି ବେଦନା ତାଙ୍କ ହୃଦୟରେ ଥିଲା !ପ୍ରାର୍ଥନା, ବାଇବଲ ଧ୍ୟାନ ଏପରି କିଛିବି ସେହି ସମୟରେ ତାହାଙ୍କୁ ସାହାଯ୍ୟ କରିଲା ନାହିଁ !ଏହି ବେଦନାରେ ଛନ୍ଦି ହୋଇଥିବା ସେ ପୁନର୍ବାର ଉଠିବାକୁ ଅନେକ ଦିନ ଲାଗିଲା !

            

ଏପରି ଇଶ୍ୱରଙ୍କ ପ୍ରସନ୍ନତା ନଥାଇ, ଯଦି ଇଶ୍ୱର ହିଁ ନାହିଁ କହିବାକୁ ପଡିଲେ, ଏହି ପରିସ୍ଥିତି ଖ୍ରୀଷ୍ଟିଆନ ଜୀବନରେ ଏହା ଏକ ଅଂଶ ବୋଲି ଏ. ଡବ୍ଲୁ. ଡୋଜର ଲେଖିଲେ !ମୁଖ୍ୟତଃ ଇଶ୍ୱରଙ୍କୁ ଅତ୍ୟଧିକ ଭାବେ ପ୍ରେମ କରି, ତାହାଙ୍କ ନିମନ୍ତେ କିଛିବି କରିବା ଜୀବନରେ ଏହା ସହଜ ଅଟେ ବୋଲି କହନ୍ତି ! ଆମ ଭାବନା, ପରିସ୍ଥିତି ଅପ୍ରତ୍ୟାଶିତ ନହୋଇ ଇଶ୍ୱରଙ୍କ ଠାରେ ବିଶ୍ୱାସରେ ଯାହାବି ହାସଲ କରିବାକୁ ଏହା ସାହାଯ୍ୟ କରିବା କ୍ଷଣ ଅଟେ !

          

ମନୁଷ୍ୟ ଏବଂ ଇଶ୍ୱରଙ୍କ ସମ୍ପର୍କ ଏବଂ ତାହାର ସ୍ଵଭାଵ ଜାଣିବା ଗ୍ରନ୍ଥ ହେଉଛି ଗୀତସଂହିତା ପୁସ୍ତକ !ଗୀତସଂହିତା :-16:11 ରେ ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ; ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ; ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ ବୋଲି ବର୍ଣ୍ଣନା କରି କହିଥିବା ଦାଉଦ ରାଜା, ଗୀତସଂହିତା 22:1 ରେ ହେ ମୋହର ପରମେଶ୍ୱର, ହେ ମୋହର ପରମେଶ୍ୱର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ ?

 

ବୋଲି ସେ କାନ୍ଧୁଛି !ଯଦି ଆମେ ମଣ୍ଡଳୀର ଇତିହାସକୁ ଖୋଲିକି ଦେଖିବା ତେବେ ଖ୍ରୀଷ୍ଟିଆନରେ ଅନେକେ ଏହି ଅନୁଭବକୁ ତାଙ୍କ ଜୀବନରେ ଥିବା ସାକ୍ଷ୍ୟ ରୂପେ କହନ୍ତି !ପ୍ରଭୁଙ୍କର ମୁଖକୁ ରୁଛାଇବା ଏହି ଘୋରତୋର ଅନୁଭବକୁ ଆମ ପ୍ରଭୁଯୀଶୁଖ୍ରୀଷ୍ଟ ମଧ୍ୟ କୃଶରେ ଅନୁଭବ କଲେ !ଗୀତସଂହିତା :-22:1 ରେ ଥିବା କଥାକୁ କହି ସେ ମଧ୍ୟ କାନ୍ଦିଲେ !ତେଣୁକରି ତାହାଙ୍କୁ ଆମ ଅନୁଭବ ଅର୍ଥ ହେବ !

         

ପ୍ରିୟ ବନ୍ଧୁଗଣ ତଦ୍ରୁପ ଆତ୍ମୀୟ ଅନ୍ଧକାର ଆମ ଜୀବନକୁ ଆସିବା ବେଳେ, ସଦାପ୍ରଭୁଙ୍କ ଠାରେ ବିଶ୍ୱାସ ରଖି ତାହାଙ୍କ ସାନ୍ନିଧ୍ୟରେ ବସିବା !ଅନ୍ୟ ବିଶ୍ୱାସୀ ମାନଙ୍କ ଠାରେ ଥିବା ଏକତାରେ ପ୍ରଭୁଙ୍କର ମୁଖ ପ୍ରକାଶ ଅତିଶୀଘ୍ର ଆମ ନିମନ୍ତେ ପ୍ରକାଶିତ ହେବ !

- ଜେ. ସାନ୍ତୋଷ

 

ପ୍ରାର୍ଥନା ଅନୁରୋଧ :-

ଆମେନ୍ ଗ୍ରାମୀଣ ଟି. ବି ଚେନାଲ ବାଧା ନଥାଇ ତାମିଲନାଡୁରେ ପ୍ରସାରଣ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş matbet holiganbet holiganbet giriş casibom giriş casibom matbet matbet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş supertotobet giriş supertotobet jojobet giriş jojobet casibom casibom giriş jojobet giriş jojobet interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş marsbahis giriş marsbahis restbet restbet giriş egebet egebet giriş Hiltonbet Hiltonbet giriş superbetin superbetin giriş perabet perabet giriş pashagaming tarafbet editörbet perabet perabet giriş grandbetting hitbet xslot betkom giriş betkanyon giriş perabet perabet giriş Hiltonbet Hiltonbet giriş grandpashabet grandpashabet giriş grandpashabet güncel giriş grandpashabet grandpashabet giriş grandpashabet giriş güncel jojobet jojobet giriş holiganbet holiganbet giriş casibom casibom giriş jojobet jojobet giriş alobet alobet giriş marsbahis marsbahis giriş milanobet jojobet grandpashabet jojobet casinoroyal jojobet holiganbet ibizabet holiganbet amkbet sonbahis betgit cratosroyalbet cratosroyalbet tlcasino perabet perabet giriş meritking meritking giriş meritking meritking giriş matbet matbet giriş superbetin superbetin giriş