By Village Missionary Movement
Thursday, 04-Mar-2021ଆଜିର ବାକ୍ୟ (Oriya) 04-03-2021
ସାଧୁତାର ଜ୍ଞାନ
“ହେ ରାଜନ ଆଗ୍ରିପ୍ପା, ଯିହୂଦୀମାନେ ମୋ ବିରୁଦ୍ଧରେ ଯେ ସମସ୍ତ ଅଭିଯୋଗ କରୁଅଛନ୍ତି, ସେ ସମ୍ବନ୍ଧରେ ମୁଁ ଯେ ଆଜି ଆପଣଙ୍କ ଛାମୁରେ ଆତ୍ମପକ୍ଷ ସମର୍ଥନ କରିବାକୁ ସୁଯୋଗ ପାଇଅଛି, ଏଥିପାଇଁ ମୁଁ ଆପଣଙ୍କୁ ସମୃଦ୍ଧିମାନ ମନେ କରୁଅଛି!” - ପ୍ରେରିତ 26:2
ଯୀଶୁଖ୍ରୀଷ୍ଟଙ୍କର ମଣ୍ଡଳୀ ଗୁଡିକ କିଛି ଶତାଦ୍ଧି ଅନ୍ଧକାରର ଯୁଗରେ ଚାଲୁଥିଲା !ସତ୍ୟବାଦୀ ମାନଙ୍କୁ ତିରସ୍କାର କରି, ମଣିଷମାନଙ୍କୁ ଦୂତମାନଙ୍କୁ, ଦେବାଳୟରେ ଆରାଧନା କରାଯାଉଥିଲା !ଖ୍ରୀଷ୍ଟାଦ୍ଧ 1500 ଶତାଦ୍ଧିରେ ଦ୍ୱିତୀୟ ପାଉଲ ବୋଲି ଉଚ୍ଚାରଣ ହେଉ ଥିବା ମାର୍ଥୀନ ଲୁଥରଙ୍କ ଦ୍ଵାରା ମଣ୍ଡଳୀ ମାନଙ୍କରେ ଏକ ମହାନ ସଂସ୍କାର ଉଦ୍ଦଭାବନ ହେଲା !ସେ ବାଇବଲ ଦ୍ଵାରା ଉପାସନାକୁ ଲୁପ୍ତ ହୋଇ ରହି ଥିବା ସମସ୍ତ ଅପବାଦକୁ ଧଉର୍ଯ୍ୟରେ ବିରୋଧୀ କଲା !ବିଟେନବର୍ଗ ଦେବାଲୟରେ 95ଟି ବାଇବଲ ନିୟମକୁ ଲେଖି ଦେବାଲୟର କବାଟରେ ଝୁଲାଇଲା !
ଏହା ଦ୍ଵାରା ସେହି ଦିନମାନଙ୍କରେ ଥିବା ଧର୍ମ ଅଧିକାରୀଗଣଙ୍କ ଦ୍ଵାରା ଅନେକ ସମୟରେ ମାର୍ଥୀନ ଲୁଥର ହତ୍ୟା ଧମକର ସ୍ୱୀକାର ହେବାକୁ ପଡିଥିଲା !ରୋମାବ୍ରିର କାରଡ଼ିନାଳ ଗେସେଟ ନାମ ବ୍ୟକ୍ତିଙ୍କ ଆଗରେ ନ୍ୟାୟ ନିମନ୍ତେ ଠିଆ ହେଲା ଏବଂ ବିଟେନବର୍ଗ ସହରରେ ମିଶାରାଣ ନାମରେ ଘଟିଥିବା ସମସ୍ତ ଭୟର ଧମକକୁ ଭୟ ନ କରି, ମଣିଷ ମାନଙ୍କୁ ଭୟ କରୁଥିବା ଭୟକୁ ଖାତିରି ନ କରି ମାର୍ଥୀନ ରହିଥିଲା !ସେ ନ୍ୟାୟ ବିଚାର କଲା ବେଳେ ସମସ୍ତ ସ୍ଥାନରେ ସାଧୁବାଦ ସହିତ, ଜ୍ଞାନର ସହିତ ଉପଦେଶ କରି ସତ୍ୟତାକୁ ପ୍ରକାଶ କଲା !
ଆଜି ଦିନ ଲେଖନୀ ବାକ୍ୟରେ ମଧ୍ୟ ପ୍ରେରିତ ପାଉଲ ଆଗ୍ରିପ୍ପା, ଫେଷ୍ଟସ, ଏବଂ ଫେଳିସ୍କ ରାଜା ମାନଙ୍କ ଛାମୁରେ ନ୍ୟାୟ ପାଇଁ ଲଢେଇ କରିବାର ଦେଖୁଚୁ !ସେହି ଦିନରେ ଥିବା ଯାଜକ ଓ ଧର୍ମ ଅଧିକାରୀଙ୍କ ଦ୍ଵାରା ପାଉଲଙ୍କୁ ହତ୍ୟା ଧମକ ଆସୁଥିବା ଆମେ ବାଇବଲରେ ପଡୁଛୁ !ପାଉଲ କହନ୍ତି, ଯେପରି ହେଲେ କିଛି ଲୋକଙ୍କୁ ପରିତ୍ରାଣ କରିବା ନିମନ୍ତେ, ସମସ୍ତଙ୍କର ପରି ପରିବର୍ତ୍ତନ ହେଲି ! ସେ ନ୍ୟାୟ ବିଚାରନ ସ୍ଥାନରେ ଜ୍ଞାନର ସହିତ କଥା ହୁଅନ୍ତି !ସେହି ସମୟରେ ସେଠାରେ ଥିବା ସମସ୍ତେ ଯେପରି ପରିତ୍ରାଣ ପାଇ ପାରିବେ, ସେଥିପାଇଁ ସୁସମାଚାର ଧଉର୍ଯ୍ୟରେ ପ୍ରଚାର କଲା !
ଖ୍ରୀଷ୍ଟଙ୍କଠାରେ ମୋର ପ୍ରିୟ ବନ୍ଧୁଗଣ, ଆଜିର ବଂଶାବଳିକୁ ସୁସମାଚାର ପ୍ରଚାର କରିବାକୁ ଅନେକ ତାଡନାର ସମ୍ମୁଖୀନ ହେଉଛୁ !ଆମ ମଧ୍ୟରେ ମାର୍ଥୀନ ଲୁଥର, ପାଉଲ ନାମରେ ଅନେକ ସାକ୍ଷୀ ଆମ୍ଭମାନଙ୍କୁ ଉଚ୍ଚାହିତ କରିବାକୁ ଆମ ଆଗରେ ଅଛନ୍ତି !ତେଣୁ ସେବାରେ ନିରୁଚ୍ଚାହିତ ନ ହୋଇ, ଆମେ ପରମେଶ୍ୱରଙ୍କ ଠାରେ କୃପା, ଜ୍ଞାନ ମାଗିକି ପାଇବା !ଆମ ସେବାରେ ସମ୍ମୁଖୀନ ହେଉଥିବା ସମସ୍ତ କଷ୍ଟକୁ ସମ୍ମୁଖୀନ ହୋଇ ସୁସମାଚାର ଓ ସତ୍ୟତାକୁ ପ୍ରକାଶ କରିବାକୁ ପରମେଶ୍ୱର ଆମକୁ ଅନୁଗ୍ରହ କରନ୍ତୁ !
- ପି. ଜେକାବ ଶଙ୍କର
ପ୍ରାର୍ଥନା କରନ୍ତୁ :-ଡ୍ୟାକଲାଣ୍ଡ ବାଇବଲ କଲେଜରେ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା ଦେଉଥିବା ସେବକମାନଙ୍କୁ ପରମେଶ୍ୱର ମହାନ ଭାବରେ ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.