Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 24-03-2023
Share:

By Village Missionary Movement

Friday, 24-Mar-2023

ଆଜିର ବାକ୍ୟ (Oriya) 24-03-2023

 

ଶତସେନାପତି

 

“କେହି ନିଜର ସ୍ୱାର୍ଥ ଚେଷ୍ଟା ନ କରୁ, ମାତ୍ର ପ୍ରତ୍ୟେକ ଜଣ ଅନ୍ୟର ମଙ୍ଗଳ ଚେଷ୍ଟା କରୁ ।“ - କରିନ୍ଥୀୟ 10:24

          

ମାଥିଉ ସୁସମାଚାର :-8:5-13 ରେ ଆମେ ଦେଖୁଥିବା ଶତସେନାପତି ହେଉଛନ୍ତି ଜଣେ ରୋମୀୟ ଜେନେରାଲ୍ ଅଟେ !ଯୀଶୁଖ୍ରୀଷ୍ଟ ହିଁ ଏହାଙ୍କୁ ପ୍ରଶଂସିତ କଲା ପରି, ଏହାଙ୍କ ଠାରେ ଅନେକ ଉତ୍ତମ ଗୁଣ ଦେଖାଗଲା !ସେଗୁଡିକ ବିଷୟରେ ଆଲୋଚନା କରି, ସେହି ଉତ୍ତମ ଗୁଣ ଗୁଡିକ ଯଦି ଆମଠାରେ ଲୋପ ହେଉଛି, ତେବେ ତାହା ପାଇବା ନିମନ୍ତେ ଚେଷ୍ଟା କରିବା କି ?

      

(1). ଦାସଙ୍କ ପ୍ରତି ଦାଇତ୍ୱ :-ସମାଜରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଏହି ଶତସେନାପତି ସରକାରୀ ଅଧିକାରୀ ଭାବେ ଅଛି !ଅନେକେ ଏହାଙ୍କ ଆଜ୍ଞାକୁ ଅଧିନ ହୁଅନ୍ତି !ଏତେ ଅଧିକାର ଓ ଗୁରୁତ୍ୱ ଥିବା ଏହି ଶତସେନାପତି, ତାଙ୍କ ଠାରେ କାର୍ଯ୍ୟ କରୁଥିବା ଦାସଙ୍କ ପ୍ରତି ଦାଇତ୍ୱ ହୋଇଥିଲା !ତାହାର ଦାସର ସୁସ୍ଥତା ନିମନ୍ତେ ଜାଗ୍ରତ ନେଲା !ସେଥିପାଇଁ ଯୀଶୁ କଫର୍ନାହୂମକୁ ଆସୁଛନ୍ତି ବୋଲି ଶୁଣିବା କ୍ଷଣି,ଯୀଶୁଙ୍କ ନିକଟକୁ ଯାଇ ତାଙ୍କ ଦାସଙ୍କ ସୁସ୍ଥତା ନିମନ୍ତେ ନିବେଦନ କଲା !ତାହାର ଜୀବନର ଓ ପରିବାରର ସ୍ତିତି ବିଷୟରେ ଯୀଶୁଖ୍ରୀଷ୍ଟଙ୍କ ଠାରେ ଗୁହାରି କରିବାକୁ ଅନେକ ବିଷୟ ଥାଇପାରେ ମାତ୍ର ସେ ସବୁକୁ ଅଣଦେଖା କରି ସ୍ୱାର୍ଥ ବିହୀନ ହୋଇ ଚାଲିଲା !

     

(2). ନିଜକୁ ନିଜେ ନମ୍ବ୍ରତା ହେଲା :-ତାର ଦାସ ସୁସ୍ଥତା ନିମନ୍ତେ ତାଙ୍କ ଗୃହକୁ ଯିବାକୁ ପ୍ରସ୍ତୁତ ହେଉଥିବା ଯୀଶୁଙ୍କୁ ଶତସେନାପତି କହିଲା,ପ୍ରଭୁ , ଆପଣ ଯେ ମୋ' ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ; କିନ୍ତୁ କେବଳ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ !ତାହାର ଦାସଙ୍କ ନିମନ୍ତେ ବୋଝ ରହିଥିବା ନିଶ୍ଚୟ ସମାଜରେ ସେ ଜଣେ ଉତ୍ତମ ବ୍ୟକ୍ତି ହୋଇଥିବ !କିନ୍ତୁ ତାହାର ମନରେ ମୁଁ ଜଣେ ଅନ୍ତର୍ନିହିତ ଓ ପାପୀ ବୋଲି ସ୍ୱଷ୍ଟ ରୂପେ ଆଲୋଚନା କାରୀ ହୋଇ ଅଛି !ସେଥିପାଇଁ ପ୍ରଭୁ, ତୁମେ ମୋ ଘରକୁ ଆସିବାକୁ ମୁଁ ଯୋଗ୍ୟ ନୁହେଁ କହୁଛି !ସାଧାରଣ ଭାବେ ଜଣେ ମନୁଷ୍ୟର ସ୍ଵଭାଵ କଣମାନେ, ପ୍ରସିଦ୍ଧଲାଭ କରିଥିବା ଜଣେ ସେବକ ଅବା ପ୍ରସିଦ୍ଧ ଲାଭ କରିଥିବା ଯେକୌଣସି ବ୍ୟକ୍ତି ହେଉ ଆସିବି କହିଲେ, ଆମେ ତାହାକୁ କେବେବି ତିରସ୍କାର କରିବା ନାହିଁ !କାରଣ ଇଏ ଆମ ଗୃହକୁ ଅସିଲା, ଇଏ ଆମ ପରିବାରର ଅତି ନିକଟତର ବୋଲି ଅନେକଙ୍କ ଠାରେ କହିବାରେ ବହୁତ ଆଗ୍ରହ !କିନ୍ତୁ ସତସେନାପତି ମାତ୍ର ଆମ ପରିନୁହେଁ, ସେ ନିଜକୁ ନିଜେ ନମ୍ବ୍ର ହେଲେ !

         

ପ୍ରିୟ ବନ୍ଧୁଗଣ, ଆମ ତଳେ କାର୍ଯ୍ୟ କରିବା ବ୍ୟକ୍ତିଙ୍କୁ ଅବା ଆମ ଗୃହରେ କାମ କରିବା ଲୋକଙ୍କୁ, ଆମେ ଜାଗ୍ରତରେ ଦେଖୁଛୁ କି ? ଅବା ତୁମର ଦେହ ଅସୁସ୍ଥତା ଅଛିକି, ହେଲେବି କିଛି ଅସୁବିଧା ନାହିଁ ତୁମେ ପ୍ରଥମେ ମୋର କାମ ସମ୍ପୂର୍ଣ୍ଣ କରି, ତାପରେ ଶୋଇ ଯାଅ, ବୋଲି କହିବା ସଦୃଶ୍ୟ ଅଛୁ କି ? ଆମେ ନିଜକୁ ନିଜେ କଣ ଭାବୁଚୁ ? ଅନ୍ୟମାନେ ଆମକୁ ପ୍ରଶଂସା କଲେ, ଆମେ ଅତି ଉତ୍ତମ ଲୋକ ବୋଲି ଭାବନା କରୁଛୁ କି ? ଅବା ଯୀଶୁବାପାଙ୍କ ଦୃଷ୍ଟିରେ ମୋ ହୃଦୟ କିପରି ଅଛି,ଏହି ବିଷୟକୁ ଜାଣି ପାରି, ନିଜକୁ ଆମେ ନମ୍ବ୍ର ହେଉଛୁ କି ? ଏହା ଆଲୋଚନା କରି ଦେଖିବା !

- ଶ୍ରୀମତୀ ଜସ୍ମିନ ପାଲ

 

ପ୍ରାର୍ଥନା ଅନୁରୋଧ :-

ପ୍ରତ୍ୟେକ ସୋମବାର ରାତିରେ ହେଉଥିବା ଅଲ ନାଇଟ ପ୍ରାର୍ଥନାରେ ପବିତ୍ରଆତ୍ମା ପରମେଶ୍ୱର ମହିମାନ୍ୱିତ ଭାବେ କାର୍ଯ୍ୟ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş casibom jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet