Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 26-02-2021
Share:

By Village Missionary Movement

Friday, 26-Feb-2021

ଆଜିର ବାକ୍ୟ (Oriya) 26-02-2021

ସଦାପ୍ରଭୁଙ୍କର ଇଚ୍ଛା 

“ଏବେ ମୁଁ ଆପଣମାନଙ୍କୁ କହୁଅଛି, ଆପଣମାନେ ଏହି ଲୋକମାନଙ୍କ ପ୍ରତି କିଛି ନ କରି ସେମାନଙ୍କୁ ଛାଡ଼ିଦିଅନ୍ତୁ, କାରଣ ଏହି ମନ୍ତ୍ରଣା ବା ଏହି କର୍ମ ଯଦି ମନୁଷ୍ୟଠାରୁ ହୋଇଥାଏ, ତାହାହେଲେ ତା'ହା ଉଚ୍ଛିନ୍ନ ହୋଇଯିବ; କିନ୍ତୁ ଯଦି ତାହା ଈଶ୍ୱରଙ୍କଠାରୁ ହୋଇଥାଏ, ତାହାହେଲେ ଆପଣମାନେ ସେମାନଙ୍କୁ ଉଚ୍ଛିନ୍ନ କରିବାକୁ ସମର୍ଥ ହେବେ ନାହିଁ, କାଳେ ଆପଣମାନେ ଈଶ୍ୱରଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛନ୍ତି ବୋଲି ଦେଖାଯିବେ ।“ - ପ୍ରେରିତ 5:38-39

ମହିମା ନାମକ ଜଣେ ଯୁବତୀ ଝିଅଟି ଥିଲା !ତାଙ୍କୁ ଯେତେବେଳେ ବିବାହ ବୟସ ଆସିଲା,  ସେତେବେଳେ ତାଙ୍କ ପରିବାର ଲୋକ ସେହି ଝିଅଟି ପାଇଁ ବର ଖୋଜା ଆରମ୍ଭ କରି,  ତାଙ୍କ ବଂଧୁ ମାନଙ୍କୁ କହନ୍ତି, ଜଣେ ଉତ୍ତମ ବର ଖୋଜିବାକୁ !ମହିମା ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଥିବା ଯୋଗୁ ସେ ସେଥିପାଇଁ ପ୍ରାର୍ଥନା କରିବା ଆରମ୍ଭ କଲା !ଅନେକ ବର ଆସି ଦେଖୁ ଥାନ୍ତି, ମାତ୍ର କିଛି କାରଣ ଯୋଗୁ ତାହା ଭାଙ୍ଗି ଯାଉଥାଏ !ଏହିପରି ହେବା ଦେଖି ମହିମା ବହୁତ ନିରୁଉଚ୍ଚାହ ହୋଇଗଲା !ଗୋଟିଏ ଦିନ ଏହା ଜାଣି ଥିବା ଭଉଣୀ, ତାଙ୍କର ଉପଦେଶ ଅନୁସାରେ ମହିମା କରିବାକୁ ଆରମ୍ଭ କଲା !ଏହା ତାଙ୍କୁ ଉଚ୍ଚାହିତ କଲା !ତାହା ହେଉଛି ସବୁଦିନ ପ୍ରାର୍ଥନା କରୁଥାଏ କି ପ୍ରଭୁ, ଏହା ମୋର ଇଚ୍ଛା ନୁହେଁ କି, ମୋର ପିତା ଓ ମାତାଙ୍କର ଇଚ୍ଛା ନୁହେଁ, କିନ୍ତୁ ତୁମର ଇଚ୍ଛା ହେଉ ଯାହା କି ମୋର ଏହି ବିବାହ କାର୍ଯ୍ୟରେ ପୂର୍ଣ୍ଣ କର !ଏହିପରି ପ୍ରାର୍ଥନା କରୁଥିବା ବେଳେ ଆଉ ଅନେକ ବର ଆସି ଦେଖି ଚାଲି ଯାଉଥାନ୍ତି !ହେଲେ ମଧ୍ୟ କିଛି ଦିନ ମଧ୍ୟରେ ସଦାପ୍ରଭୁ ଉତ୍ତମ ବର ଯୋଗାଇ, ଏବଂ ଉତ୍ତମ ଭାବରେ ବିବାହ ହେବାକୁ ପ୍ରଭୁ ସାହାଯ୍ୟ କଲେ !ତାହା ମହିମାକୁ ବହୁତ ଆନନ୍ଦ ଦେଲା !

ହଁ ଆମ ଜୀବନରେ ମଧ୍ୟ ଅନେକ ଆଶୀର୍ବାଦ ପାଇବାକୁ ନିର୍ଣ୍ଣୟ ନେବା ପରିସ୍ଥିତିରେ ଥିବା ବେଳେ ଆମେ ଏହା ନା ତାହା ବୋଲି  ନିରୁଉଚ୍ଚାହିତ ହୋଇ ଯାଉ !କିଛି ପରିସ୍ଥିତି ବ୍ୟତିରେଖ ହେଲେ ଆମେ ନିରୁଉଚ୍ଚାହ ହୋଇ ଥାଉ !!ଆମେ ମଧ୍ୟ ମହିମାଙ୍କ ପରି ପ୍ରାର୍ଥନା କାହିଁକି କରିବା ନାହିଁ ? ସମସ୍ତ ପରିସ୍ଥିତିରେ ଯାହା କି ଲାଭ ହେଉ କି ନଷ୍ଟ ହେଉ ପ୍ରଭୁଙ୍କର ଇଛାରେ ଆମର ଜୀବନରେ ହେଲେ ତାହା ଉତ୍ତମ ଅଟେ !ଆଜିର ଦିନରେ ମଧ୍ୟ କୋଣସି ବିଷୟରେ କବଳିତ ହାଇଛ କି ? ପ୍ରଭୁଙ୍କ ଠାରେ ବୋଝ ରଖି, ଉପରେ ଲେଖା ଯାଇଥିବା ବାକ୍ୟକୁ ମନେ ରଖି ତାଙ୍କରି ଇଛାରେ ଜାଗୃତ ହୋଇ ରୁହ !ନିଚୟ ମନୁଷ୍ୟ ମାନଙ୍କ ଦ୍ଵାରା,  ଜଗତର ଦ୍ଵାରା କାର୍ଯ୍ୟ ହେଲେ ତାହା ଶେଷ ହୋଇଯିବ !ପରମେଶ୍ୱରଙ୍କର ଦ୍ଵାରା ହେଲେ ତାହା କଦାପି ବନ୍ଦ ହେବ ନାହିଁ !ସମସ୍ତ ପରିସ୍ଥିତିରେ ପରମେଶ୍ୱରଙ୍କ ଠାରେ ଭରସା ରଖ !ସେ ହିଁ କାର୍ଯ୍ୟ ସଫଳତା କାରି ପରମେଶ୍ୱର ଅଟନ୍ତି !ଯୋଶେଫଙ୍କ ଜୀବନରେ ହୋଇ ଥିବା ପ୍ରତି କାର୍ଯ୍ୟ ବ୍ୟତିରେଖ ହିଁ ଦେଖା ଗଲା, ହେଲେ ମଧ୍ୟ ଯୋଶେଫ ପରମେଶ୍ୱରଙ୍କ ଠାରେ ଭରସା ରଖି ଥିବା ଦ୍ଵାରା ପରମେଶ୍ୱରଙ୍କ ଇଛାକୁ   କଢ଼ାଇ ନେବାକୁ ତାଙ୍କୁ ସାହାଯ୍ୟ କଲା !ସେହିପରି ପ୍ରଭୁଙ୍କର ଠାରେ ଭରସା ରଖ !ସେ ହିଁ ତୁମକୁ କଢ଼ାଇ ନେବ ଓ ସୂଚନା ଦେବ !

ପ୍ରାର୍ଥନା କରନ୍ତୁ :-ସୁସ୍ଥତା ପ୍ରାର୍ଥନାରେ ଯୋଗ ଦେଇ ପ୍ରତ୍ୟୋକ ଜଣ ଶାରୀରିକ ଓ ଅତ୍ମୀୟତାରେ ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al holiganbet giriş holiganbet güncel giriş holiganbet holiganbet giriş casibom giriş casibom casibom giriş casibom matbet matbet giriş casibom casibom giriş supertotobet supertotobet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş ngsbahis ngsbahis giriş matbet matbet giriş mavibet mavibet giriş nakitbahis nakitbahis giriş marsbahis marsbahis giriş interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş betsmove betsmove giriş restbet restbet giriş egebet egebet giriş https://yourfilterconnection.com/ jojobet jojobet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş holiganbet holiganbet giriş jojobet jojobet giriş jojobet jojobet giriş pashagaming tarafbet editörbet perabet perabet giriş grandbetting hitbet xslot sweet bonanza betkom giriş sweet bonanza betkanyon giriş perabet perabet giriş jojobet holiganbet jojobet cratosroyalbet betgit jojobet betpuan gameofbet grandpashabet grandpashabet teosbet holiganbet Hiltonbet Hiltonbet giriş grandpashabet imajbet matbet