Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 22-01-2023 (Kids Special)
Share:

By Village Missionary Movement

Sunday, 22-Jan-2023

ଆଜିର ବାକ୍ୟ (Oriya) 22-01-2023 (Kids Special)

 

ଆଲୋକ ଦିଅନ୍ତୁ

 

“ସେହି ପ୍ରକାରେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ !” - ମାଥିଉ 5:16

            

ନମସ୍କାର ଭାଇ ଓ ଭଉଣୀ ତୁମେ ସମସ୍ତେ ଖୁସିରେ ଅଛ କି ?ଆଲୋକ ଦେଖି ଭୟଭୀତ ହୁଅନ୍ତି କି ?କିମ୍ବା ଆପଣ ଅନ୍ଧକାରକୁ ଭୟ କରୁଛନ୍ତି କି? ଠିକ ଅଛି, ଠିକ୍ କହିଅଛ, ଅନ୍ଧାର ହୋଇଗଲେ ସମସ୍ତେ ଭୟଭୀତ ହୁଅନ୍ତି ! ଯିଶାଇୟ କହିଥିଲେ ଯେ ଯେତେବେଳେ ତୁମେ ଆମକୁ ଅନ୍ଧକାରକୁ ଭୟ କରୁଛ ତୁମେ ଜଗତର ଆଲୋକ !ଚିନ୍ତା କରୁଛୁ ଆମେ କିପରି ଆଲୋକ ହୋଇପାରିବା ? ଆଜି କାହାଣୀ ଶୁଣି, ଜାଣିବା ଆସନ୍ତୁ !

        

ଜଣେ ରାଜାଙ୍କ ତିନୋଟି ପୁତ୍ର ସନ୍ତାନ ଥିଲେ !ସେହି ରାଜାଟି ବୃଦ୍ଧ ହେବାରୁ ତାଙ୍କ ପୁତ୍ର ଜଣକୁ ରାଜା କରିବାକୁ ମନସ୍ଥ କଲା !କିନ୍ତୁ ସେହି ତିନି ଜଣଙ୍କ ମଧ୍ୟ କିଏ ବୁଦ୍ଧିମାନ ହୋଇ ଅଛି ତାହାଙ୍କୁ ହିଁ ରାଜା ରୂପେ ଅଭିଷେକ କରିବା ଉଚିତ ବୋଲି, ସେହି ତିନି ଜଣଙ୍କୁ ଡାକି, ସେମାନଙ୍କୁ ସେହି ରାଜ ଭବନର ଅଲଗାଅଲଗା ବଖରା ଏବଂ ଅଳ୍ପ କିଛି ଟଙ୍କା ଦେଇ ରାଜା କହିଲା, ତୁମେ କିଛି କ୍ରୟ କରି ଏହି ବଖରାକୁ ପୂରଣ କର !ଏଥିପାଇଁ ତୁମ୍ଭେ ଏକ ସପ୍ତାହ ସମୟ ନିଅ !ଏକ ସପ୍ତାହ ହୋଇଗଲା !ରାଜା ତାଙ୍କ ସନ୍ତାନମାନଙ୍କ ବଖରା ଦେଖି ଆସିବି ବୋଲି ଭାବନା କରି ତାଙ୍କ ମନ୍ତ୍ରୀଙ୍କୁ ଡାକି, ତାଙ୍କ ବଡ଼ ପୁଅଙ୍କ ବଖରାକୁ ଯାଇ କବାଟ ଖୋଲି ଦେଖିଲା, ଅନ୍ଧାର ହୋଇ ଏପଟେ ସେପଟେ ମୂଷା ଘୂରି ବୁଲୁଛୁ !ତାଙ୍କ ବଡ଼ ପୁଅଟି ସେହି ବଖରା ସବୁକୁ ପାଳରେ ପୁରଣ କରିଛି !ଆଉ ଦ୍ୱିତୀୟ ପୁଅଙ୍କ ବଖରାକୁ ଯାଇ କବାଟ ଖୋଲିଲା, ସେଟି ମଧ୍ୟ ଅନ୍ଧାର ଅଛି !ତାଙ୍କ ଦ୍ୱିତୀୟ ପୁଅଟି ସେହି ବଖରା ସାରା ତୁଳା ବସ୍ତାରେ ପୂରଣ କରିଛି !ବଡ଼ମାନେ ହିଁ ଏମିତି ଅଛନ୍ତି, ଏକ ରାଜଭବନରେ କଣ ରଖିବା ଉଚିତ ଜାଣି ନାହାନ୍ତି ବୋଲି ରାଜା ମନେ କରି, ତାର ସାନ ପୁଅ କଣ ସହିତ ବଖରା ପୂରଣ କରିଛି ବୋଲି କବାଟ ଖୋଲା କଲା !ଯିଏ ଖୋଲିଲା ତାକୁ ବହୁତ ଆଶ୍ଚର୍ଯ୍ୟ ଏବଂ ଖୁସି ଲାଗିଲା !ଖୋଲିବା ସଙ୍ଗେସଙ୍ଗେ ଆଲୋକ ତାଙ୍କ ମୁଖରେ ପଡିଲା !ଭିତରକୁ ଯାଇ ଦେଖିଲେ, ସେହି ବଖରା ସବୁ ଆଲୋକରେ ପରିପୂର୍ଣ୍ଣ ଅଛି !ସେହି ଅଳ୍ପ ଟଙ୍କାରେ ଏକ ଉତ୍ତମ ଦୀପଟିଏ କ୍ରୟ କରି, ସେହି ବଖରାରେ ରଖିଲା !ଆଲୋକରେ ପରିପୂର୍ଣ୍ଣ କଲା !ରାଜାଙ୍କର ଅଜଣା ଆନନ୍ଦ !ସାନ ପୁଅଙ୍କୁ ହିଁ ରାଜା ହେବାର ଯୋଗ୍ୟତା ଅଛି କହି, ତାର ସାନ ପୁଅକୁ ହିଁ ରାଜା ରୂପେ ଅଭିଷେକ କଲେ !

     

ପ୍ରିୟ ଭାଇ ଓ ଭଉଣୀମାନେ, ଆମ୍ଭେମାନେ ମଧ୍ୟ ଯଦି ପାପରେ ହିଁ ରହିଥିଲା ପରିହେଲେ, ଆମ ହୃଦୟ ମଧ୍ୟ ଏମିତି ଅନ୍ଧକାରରେ ଥିବ !ପାପକୁ ପରିତ୍ୟାଗ କରି ବାହାରକୁ ଆସିଲେ ହିଁ ଆମ ହୃଦୟ ଆଲୋକିତ ହୋଇଥିବ !ଆଲୋକିତ ହୋଇଥିଲେ ହିଁ ଯୀଶୁବାପା ଆମ ହୃଦୟରେ ବାସ କରି ରହି ପାରିବେ !କେବଳ ସେତିକି ହିଁ ନୁହେଁ, ଅନ୍ୟକୁ ଉପକୃତ କରି ଅନ୍ଧକାରରେ ଥିବା ଆମ ଦେଶକୁ ଆମ୍ଭେ ହିଁ ଆଲୋକ ଦେବା ଉଚିତ !ସେବେ ହିଁ ଯୀଶୁବାପା ଆସିବା ବେଳେ ଆମକୁ ଅନନ୍ତ ମୁକୁଟ ଦେବେ !

- ଶ୍ରୀମତୀ ଶାରାଳ ସୁବାସ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş casibom jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet