Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 05-01-2023
Share:

By Village Missionary Movement

Wednesday, 04-Jan-2023

ଆଜିର ବାକ୍ୟ (Oriya) 05-01-2023

 

ମୁଁ ଯାହା କରିପାରିବି ତାହା ଦେଇଛି 

 

"ଏବେ ମୁଁ ଆପଣାର ସମସ୍ତ ଶକ୍ତିରେ ମୋ’ ପରମେଶ୍ୱରଙ୍କ ଗୃହ ନିମନ୍ତେ ପ୍ରଚୁର ରୂପେ… ଆୟୋଜନ କରିଅଛି " - ପ୍ରଥମ ବଂଶାବଳୀ 29:2

           

ସମ୍ପ୍ରତି ଏକ ସେବାକାର୍ଯ୍ୟକୁ ଦୋଳଗତ ଭାବେ ସମୀପରେ ଥିବା ଏକ ଗ୍ରାମକୁ ଗଲୁ !ତାହା ଥିଲା ଏକ ପର୍ବତ ଅଞ୍ଚଳ !ସେଠାରେ କିଛି ସ୍ତ୍ରୀ ଲୋକମାନେ ପ୍ରାର୍ଥନା କରିବାକୁ ଏକାଠି ହୋଇ ଆସିଲେ !ଗୀତ ଗାନ କରି, ପ୍ରଭୁଙ୍କର ବାକ୍ୟକୁ ଧ୍ୟାନ କରି, ସେମାନଙ୍କ ସହିତ କଥାଭାଷା ହୋଇ ପ୍ରାର୍ଥନାଟି ଶେଷ କଲୁ !ସେହି ଗାଁଟି ଛାଡି ବାହାରିବା ବେଳେ ସେଠାରେ ରହିଥିବା ସ୍ତ୍ରୀ ମାନଙ୍କ ମଧ୍ୟରୁ ଜଣେ ମୋ କତିକି ଆସି କହିଲା, ଆଜ୍ଞା ଆମ ପରିବାରରେ ରହିଥିବା ଦରିଦ୍ରତା ପରିବର୍ତ୍ତନ ହେବା ଉଚିତ, ଆମ୍ଭ ନିମନ୍ତେ ପ୍ରାର୍ଥନା କରନ୍ତୁ !ମୁଁ ପ୍ରାର୍ଥନା କରି ଶେଷ କରିବା କ୍ଷଣି,ଦାନ ଦେଲା !ମନା କଲେ ସୁଧା ବାଧ୍ୟ କରି ଏକ ଶହ ଟଙ୍କା ମୋ ହାତରେ ଧରାଇ ଦେଇ ଚାଲିଗଲା !ଏଥିରେ ଆଉଏକ ବିଷୟ ହେଉଛି, ସେ ସ୍ତ୍ରୀ ଲୋକଟି ଦାନ ଦେବା ନିମନ୍ତେ ଆଉ ଜଣକ ସହ ଋଣ କଲା !ତାହା ଏଠାରେ ହୃଦୟଙ୍ଗମ କରିବା ଗୁରୁତ୍ୱ ପୂର୍ଣ୍ଣ ବିଷୟ ହୋଇଅଛି !

             

ଦ୍ୱିତୀୟ କରନ୍ତିୟ :-8 : 1-5 ବଚନରେ, ମାକିଦନିଆର ମଣ୍ଡଳୀସମୂହ ସେମାନେ ମହା କ୍ଳେଶରୂପ ପରୀକ୍ଷାରେ ପଡ଼ିଲେ ହେଁ ସେମାନଙ୍କର ମହାନନ୍ଦ ଭୀଷଣ ଦରିଦ୍ରତା ମଧ୍ୟରେ ସୁଦ୍ଧା ପ୍ରଚୁରଭାବେ ସେବକ ମାନଙ୍କ ନିମନ୍ତେ ଦାନ ଦେଲେ ବୋଲି ଆମେ ପଡୁଅଛୁ !ଦେବା ନିମନ୍ତେ ତୁମ ପାଖରେ କେତେ ଅଛି, ତାହା ଗୁରୁତ୍ୱ ନୁହେଁ, ତାହା ବଦଳରେ ତୁମ ହୃଦୟରେ ମୋ ସାଧ୍ୟ ଅନୁସାରେ ଦେବି ବୋଲି ଇଚ୍ଛା ଥିଲା ପରିହେଲେ, ଆମେ ଯାହାବି କରି ପାରିବା !ସମସ୍ତ ପ୍ରଶଂସନୀୟ ସଦାପ୍ରଭୁ ମାକିଦନିଆର ମଣ୍ଡଳୀକୁ ଅନୁଗ୍ରହ କରିଥିବା କୃପା ଆମକୁ ମଧ୍ୟ ଅନୁଗ୍ରହ କରନ୍ତୁ !

            

ଖ୍ରୀଷ୍ଟଙ୍କ ଠାରେ ପ୍ରିୟ ସନ୍ତାନ ଗଣ, ଆଜିର ଧ୍ୟାନରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରଭୁ ତୁମ୍ଭ ସହ କଥା ହେବା ନିମନ୍ତେ ଇଚ୍ଛା କରୁଛନ୍ତି !ପ୍ରଭୁଙ୍କର କାର୍ଯ୍ୟକୁ ସାହାଯ୍ୟ କରିବାକୁ ଆମ ଠାରେ ପ୍ରଶ୍ନ, ବଚସା ଥିଲାପରି ହେଲେ, ପ୍ରଭୁଙ୍କର ସେଵା ନିମନ୍ତେ କିଏ ସାହାଯ୍ୟ କରିବେ ? ସେବା ନିମିତ୍ତ ଦେବା ନିମନ୍ତେ ଆମ ହୃଦୟ ଏବଂ ହସ୍ତ ଆଗକୁ ଆସିବା ଉଚିତ !କରନ୍ତିୟ ମଣ୍ଡଳୀ ଲୋକଙ୍କ ମଧ୍ୟରେ ଟଙ୍କା ଥିଲେ ମଧ୍ୟ ଦେବା ନିମନ୍ତେ ମନ ନ ଥାଇ ଅଛନ୍ତି ମାତ୍ର ଦେବା ନିମନ୍ତେ କିଛି ନ ଥିବା ମାକିଦନିଆର ମଣ୍ଡଳୀର ଲୋକେ, ସେମାନଙ୍କ ଶକ୍ତି ଅନୁସାରେ ସାହାଯ୍ୟ କଲେ !ତେଣୁକରି ଏହି ଶେଷ କାଳରେ ଆମେ ସେଵାକୁ ନ ଗଲେ ସୁଧା, ଆମେ ଯାହା ସାଧ୍ୟ ତାହା ସେବକମାନଙ୍କ ନିମନ୍ତେ ସାହାଯ୍ୟ କରିବା ଉତ୍ତମ ଅଟେ !ସ୍ୱର୍ଗ ରାଜ୍ୟରେ ଆପଣଙ୍କୁ ପାଣ୍ଠି ରଖାଯିବ !ସଦାପ୍ରଭୁ ଆପଣଙ୍କୁ କଢାଇ ନିଅନ୍ତୁ !ଆମେନ୍ !

- ପି. ଜେକାଵ ଶଙ୍କର

 

ପ୍ରାର୍ଥନା ଅନୁରୋଧ :-

ମଣ୍ଡଳୀ ନ ଥିବା ଆବଶ୍ୟକ ହେଉଥିବା ହଜାର ଗାଁ ଗୁଡିକରେ ମଣ୍ଡଳୀ ନିର୍ମାଣ କରିବା ଦର୍ଶନରେ ଆମ ସହ ଅନେକେ ଏକତା ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş