Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 02-01-2023
Share:

By Village Missionary Movement

Monday, 02-Jan-2023

ଆଜିର ବାକ୍ୟ (Oriya) 02-01-2023

 

ସାଧ୍ୟ ଅନୁସାରେ କରିବା

 

“ତାହାର ଯାହା ସାଧ୍ୟ, ତାହା ସେ କରିଅଛି; ସେ ସମାଧି ନିମନ୍ତେ ମୋହର ଶରୀରକୁ ପୂର୍ବରୁ ତୈଳରେ ଅଭିଷେକ କରିଅଛି।“ - ମାର୍କ 14:8

 

ଆମ ପଡୋଶୀରେ ଜଣେ ଅଶୀ (୮0) ବର୍ଷ ମାଆ ଥିଲେ !କେବଳ ତାଙ୍କର ହାତର ଦୁଇଟି ଆଙ୍ଗୁଠି ହିଁ କାର୍ଯ୍ୟକ୍ଷମ ଅଟଇ !ମାତ୍ର ସେ ସେହି ହସ୍ତରେ ଉତ୍ତମ ରୂପେ ପତ୍ରିକା ଗୁଡିକ ଲେଖି ପାରେ !ଆବଶ୍ୟକ ବ୍ୟକ୍ତିର ଠିକଣାକୁ ସନ୍ଧାନ କରି ସୁସମାଚାର ପତ୍ରିକା ସହ ଯୋହନ ପୁସ୍ତକ ପଠାଏ !ତାହାଙ୍କୁ ଏହା ବହୁ ବର୍ଷରୁ ଅଭ୍ୟାସ ଥିଲା !ବୟସ ହୋଇଥିବା ବେଳେ, ଗୋଡ଼ ଓ ହାତ କାର୍ଯ୍ୟକ୍ଷମ ନ କରିବା ଅବସ୍ଥାରେ, ସେ ତାହାର ଯାହା ସାଧ୍ୟ ଯୀଶୁଙ୍କ ବିଷୟରେ ପ୍ରସାର କରି, ସେ ତାହାର କାର୍ଯ୍ୟଟି ବିଜୟୀ ରୂପେ ଶେଷ କଲା !

 

ପବିତ୍ର ବାଇବଲରେ ଯୀଶୁଖ୍ରୀଷ୍ଟଙ୍କ ପାଦରେ ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ତୈଳ ଢ଼ାଳି ଥିବା ସ୍ତ୍ରୀଙ୍କୁ ଦେଖି ଯୀଶୁ କହନ୍ତି, ତାହାର ଯାହା ସାଧ୍ୟ, ତାହା ସେ କରିଅଛି !ସେ ତାହା ନିକଟରେ ଯାହା ଅଛି ତାହାକୁ ଯୀଶୁବାପାଙ୍କୁ ଦେଲା !ଯୀଶୁ ମୋ ପ୍ରତି ଦେଖାଇ ଥିବା ପ୍ରେମ ବଦଳରେ ମୁଁ କିଛି ହିଁ ଦେଇ ପାରିବି ନାହିଁ !ମାତ୍ର ମୁଁ ପ୍ରଭୁଙ୍କ ପ୍ରତି ରଖିଥିବା ପ୍ରେମକୁ ଦେଖା ଯିବା ପ୍ରକାରରେ ମୁଁ ଏହି କାମଟି କରିବି !ଏହା ଭାବନା କରି ଏପରି କରି ଥାଇ ପାରେ !ଏବଂ ସେ ବାଧା ଗୁଡିକର ମୁକାବିଲା କରି କାର୍ଯ୍ୟ କରିଲା !ଇଏ କରିଥିବା ଏହି କାର୍ଯ୍ୟଟି ଦେଖିଥିବା ବ୍ୟକ୍ତିମାନେ ପ୍ରଶଂସା କରି ନାହାନ୍ତି !ତାହା ବଦଳରେ ଦୋଷ ଗୁଡିକ ଖୋଜିଖୋଜି ବଚସା କଲେ !ସେମାନଙ୍କ ଆଲୋଚନାକୁ ଜଣାଉଛନ୍ତି !କିନ୍ତୁ ସେ ସେସବୁକୁ ଧରାଛୁଆଁ ନ କରି,ତାହାର ଯାହା ସାଧ୍ୟ, ତାହା ସେ କରିଅଛି ତାହା ଦେଖୁଅଛୁ !ସୁଯୋଗକୁ ବିନିଯୋଗ କଲା !ସେ ମୋତେ ଜଟାମାଂସୀ ତୈଳକୁ ଢ଼ାଳି,ସମାଧି ନିମନ୍ତେ ମୋହର ଶରୀରକୁ ପୂର୍ବରୁ ତୈଳରେ ଅଭିଷେକ କରିଅଛି ବୋଲି ଯୀଶୁ ତାହାଙ୍କୁ ପ୍ରଶଂସା କଲେ !ଯୀଶୁଙ୍କ ସହ ମିଳନ ହେବାକୁ ଆଉ ଏକ ସୁଯୋଗ ମିଳୁଛି !ସେତେବେଳେ ଜଟାମାଂସୀ ତୈଳକୁ ଢ଼ାଳି ଆସେ ବୋଲି ଭାବନା କରି ନାହିଁ !ମୋତେ ଏବଂ ମୁଁ କରିଥିବା ଏହି କାର୍ଯ୍ୟକୁ ସେ ଗ୍ରହଣ କରିବ କି ବୋଲି ଆଲୋଚନା କରି ନାହିଁ !ସେ ମିଳିଥିବା ସୁଯୋଗକୁ ବ୍ୟବହୃତ କଲା !ତାହାର ଯାହା ସାଧ୍ୟ, ସେ କରିଅଛି ବୋଲି ପ୍ରଶଂସା ପାଇଲା !ଯୀଶୁ ଖ୍ରୀଷ୍ଟ କହିଲେ,ସମସ୍ତ ଜଗତର ଯେକୌଣସି ସ୍ଥାନରେ କର୍ମର କଥା ମଧ୍ୟ କୁହାଯିବ ।

 

ଏହା ପଢ଼ୁଥିବା ପ୍ରିୟ ବନ୍ଧୁଗଣ, ତୁମମାନେ ଏହି ନୂତନ ବର୍ଷରେ ପାଦ ଥାପି ଅଛ କହିଲେ, ଏହା ପ୍ରଭୁ ତୁମ୍ଭ ପ୍ରତି ରଖିଥିବା ଅନୁଗ୍ରହ ଅଟେ !ତୁମ୍ଭେମାନେ ମଧ୍ୟ ତୁମ୍ଭର ଯାହା ସାଧ୍ୟ, ତଦାନୁସାରେ କରିବ ବୋଲି ଆଶାରେ ଏହି ନୂତନ ବର୍ଷଟି ତୁମ୍ଭଙ୍କୁ ବହୁମୂଲ୍ୟ ରୂପରେ ଦେଲେ !ଯୀଶୁବାପାଙ୍କ ନିମନ୍ତେ ତୁମର ପାରୁ ପର୍ଯ୍ୟନ୍ତ କରିବାକୁ ଆଗକୁ ଆସନ୍ତୁ !ଆଉ ସେ ପ୍ରଭୁଙ୍କୁ ନ ଜାଣିଥିବା କୋଟିକୋଟି ଲୋକଙ୍କ ନିମନ୍ତେ ଲୁହ ଝରାଉଛନ୍ତି !ସେମାନେ ପ୍ରଭୁଙ୍କୁ ଜାଣିବା ନିମନ୍ତେ ଏବଂ ତାହାଙ୍କ ଲୁହ ପୋଛିବା ନିମନ୍ତେ ତୁମ୍ଭେ ତୁମ୍ଭର ସାଧ୍ୟ ଅନୁଯାୟୀ କଲାବେଳେ ଜନତା ଯୀଶୁଙ୍କୁ ଜାଣି ପାରିବେ !ଆମେନ୍ !

- ଶ୍ରୀମତୀ ଯେବା ଡେଭିଡ ଗାଣେଶାନ୍

 

ପ୍ରାର୍ଥନା ଅନୁରୋଧ :-

ଏହି ନୂତନ ବର୍ଷରେ ପ୍ରଭୁଙ୍କର ହସ୍ତ ସେଵାକାର୍ଯ୍ୟରେ ସହବର୍ତ୍ତୀ ହୋଇ କଢାଇ ନେବା ନିମନ୍ତେ ପ୍ରାର୍ଥନା କରିବା !

 

ପ୍ରାର୍ଥନା ଅନୁରୋଧ :-ଆସନ୍ତା ନୂତନ ବର୍ଷ ଆଶୀର୍ବାଦ ହେବା ନିମନ୍ତେ ପ୍ରାର୍ଥନା କରିବା !

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet holiganbet güncel giriş matbet giriş holiganbet giriş casibom giriş casibom casibom giriş casibom matbet matbet giriş casibom casibom giriş supertotobet supertotobet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş ngsbahis ngsbahis giriş matbet matbet giriş mavibet mavibet giriş nakitbahis nakitbahis giriş marsbahis marsbahis giriş interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş betsmove betsmove giriş restbet restbet giriş egebet egebet giriş https://yourfilterconnection.com/ jojobet jojobet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş holiganbet holiganbet giriş jojobet jojobet giriş jojobet jojobet giriş pashagaming tarafbet editörbet perabet perabet giriş grandbetting hitbet xslot sweet bonanza betkom giriş sweet bonanza betkanyon giriş perabet perabet giriş jojobet holiganbet jojobet cratosroyalbet jojobet jojobet holiganbet holiganbet grandpashabet grandpashabet grandpashabet bahiscom Hiltonbet Hiltonbet giriş