Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 21-02-2021 (Kids Special)
Share:

By Village Missionary Movement

Sunday, 21-Feb-2021

ଆଜିର ବାକ୍ୟ (Oriya) 21-02-2021 (Kids Special)

କ୍ଷମା କରନ୍ତୁ 

“କାରଣ ଯେବେ ଲୋକମାନଙ୍କର ଅପରାଧସବୁ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ;” - ମାଥିଉ 6:14

ନିଶା ନିଶା କହି ରୋଡ଼ି ଛାଡି ଧାଇଁ ଆସିଲା ତାର ସାଙ୍ଗ ତ୍ରିଶା !ଏହି ଦୁଇ ଜଣ ଉତ୍ତମ ସାଙ୍ଗ ଅଟନ୍ତି ଏବଂ ସପ୍ତମ ଶ୍ରେଣୀରେ ପଡୁଥିବା ବିଦ୍ୟାର୍ଥୀ ଅଟନ୍ତି !କୁଆଡେ ଗଲେ ମଧ୍ୟ ମିଶି ଯାଆନ୍ତି !ନିଶାକୁ ଫୁଲ ବହୁତ ଇଚ୍ଛା !ଯେ କୋଣସି ଫୁଲ ଥିବା ଷ୍ଟିକର କିମ୍ବା କ୍ୟାଲଣ୍ଡର ଦେଖିଲେ ତାହା ସଂଗେ ସଂଗେ ଧରି ନିଏ !

ଗୋଟିଏ ଦିନ ସେ ପଡ଼ୁଥିବା ଶ୍ରେଣୀ ଗୃହରେ ଗୋଟିଏ ପୁରୁଣା କ୍ୟାଲଣ୍ଡରଟି ଥିଲା !ତାହା କାଢି ଦେଖିଲା, ସେଠାରେ ବାର ମାସରେ ଫୁଲର ଛବି ହିଁ ଥିଲା !ଏହା ଦେଖି ଥିବା ନିଶା ବହୁତ ଖୁସି ହୋଇ,  ତାହା କାହାକୁ ନ କହି ଲୁଚାଇ ରଖିଲା !ଆର ଦିନ ସକାଳେ ତାଙ୍କର ଶ୍ରେଣୀ ଶିକ୍ଷୟତ୍ରୀ  ସେହି କ୍ୟାଲଣ୍ଡରରେ କିଛି ଗୋଟିଏ ମୁଖ୍ୟ ବିଷୟରେ ଲେଖା ହୋଇ ଥିବା ଯୋଗୁ ତାହା ଖୋଜିବାକୁ ଆରମ୍ଭ କଲା !ସେମାନେ ସମସ୍ତ ବିଦ୍ୟାର୍ଥୀଙ୍କୁ ପଚାରିଲେ, କିଏ ସେହି କ୍ୟାଣ୍ଡର କାଡ଼ିଲେ !ସେଇ ସମୟରେ ହିଁ ନିଶା ଶ୍ରେଣୀ ଗୃହକୁ ପ୍ରବେଶ କଲା !ଶିକ୍ଷୟତ୍ରୀ  ରାଗରେ ନିଶାକୁ ଦେଖି, ନିଶା ତୁମେ ହିଁ କାଡ଼ିଲ କି କହି ଗାଳି କରିଲା !ନିଶା ଶାନ୍ତିରେ କହିଲା, ମୁଁ ଦୁଃଖିତ ଶିକ୍ଷୟତ୍ରୀ, ସେଠାରେ ଫୁଲର ଛବି ଥିବା ଯୋଗୁ ତାହା କାଡ଼ିଳି, ଆଜି ଠାରୁ କାଡ଼ିବି ନାହିଁ, ମୋତେ କ୍ଷମା କର,  ଆଉ ଏପରି ଭୁଲ କେବେ କରିବି ନାହିଁ, କହିକି କାନ୍ଦିଲା !ମାତ୍ର ସେହି ଶିକ୍ଷୟତ୍ରୀ ତାଙ୍କୁ କ୍ଷମା ଦେବାକୁ ମନ ନ ଥାଇ, ଗୋଟିଏ ମଲାଟ ଆଣି, ସେଠାରେ ଲେଖିଲା,  ମୁଁ ଜଣେ ଚୋର ଏବଂ ତାହା ତାର ବେକରେ ଝୁଲାଇ, ପ୍ରତି ଶ୍ରେଣୀ ଗୃହକୁ ତାକୁ ନେଇ ସମସ୍ତଙ୍କୁ ଦେଖାଇଲେ !ଅନ୍ୟ ବିଦ୍ୟାର୍ଥୀ ତାଙ୍କୁ ଦେଖି ହସିଲେ !ସମସ୍ତେ ହସିବା ଦ୍ଵାରା ନିଶା ସେହି ଅପମାନକୁ ସହ୍ୟ କରିପାରିଲାନି, ତାର ହୃଦୟ ଭାଙ୍ଗି ଗଲା, ସ୍କୁଲ ଶେଷ କରି ସନ୍ଧ୍ୟାରେ  ଘରକୁ ଫେରି ଥିବା, ନିଶା ଘରର କବାଟ ବନ୍ଦ କରି ଶ୍ରେଣୀରେ ଘଟି ଥିବା ସମସ୍ତ କାର୍ଯ୍ୟକୁ ମନେ ପକାଇ କାନ୍ଦି କାନ୍ଦି ରହିଗଲା !ତାପରେ ସେ ଆଉ ପାଠ ପଡିଲା ନାହିଁ !ସେହି ଭୁଲକୁ ଶିକ୍ଷୟତ୍ରୀ କ୍ଷମା କରିନାହାନ୍ତି,ତେଣୁ  ପ୍ରକାଶିତ ହେଉ ଥିବା ଜଣେ ବିଦ୍ୟାର୍ଥୀଙ୍କର ଭବିଷ୍ୟତଟି ନଷ୍ଟ ହୋଇଗଲା !

ମୋର ପ୍ରିୟ ଭାଇ ଓ ଭଉଣୀମାନେ, ସେହି ଶିକ୍ଷୟତ୍ରୀ ତାଙ୍କୁ କ୍ଷମା ଦେଇ ଥିଲେ କେତେ ଉତ୍ତମ ହୋଇଥାନ୍ତା !ଆପଣ ମଧ୍ୟ କାହାକୁ କ୍ଷମା ନ ଦେଇ ରୁହନ୍ତୁ ନାହିଁ !ଆପଣଙ୍କୁ କିମ୍ବା ଅପାଙ୍କ ପରିବାରକୁ ବିରୋଧୀ ଭାବେ ଉଠି ଥିବା ଲୋକ ମନ ପରିବର୍ତ୍ତନ କରି ତୁମ ନିକଟକୁ କ୍ଷମା ମାଗିବାକୁ ଆସିଲା ବେଳେ ପୂର୍ଣ୍ଣ ହୃଦୟରେ କ୍ଷମା ଦେବାକୁ ସିଦ୍ଧ ହୁଅନ୍ତୁ !ତେବେ ହିଁ ଯୀଶୁ ବାପା ତୁମେ କରିଥିବା ପାପକୁ କ୍ଷମା ଦେବେ !ଓକେ ତ !
-    ଶ୍ରୀମତୀ ସାରାଲ ସୁବାସ

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010



hacklink satın al holiganbet giriş holiganbet güncel giriş holiganbet holiganbet giriş casibom giriş casibom casibom giriş casibom matbet matbet giriş casibom casibom giriş supertotobet supertotobet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş ngsbahis ngsbahis giriş matbet matbet giriş casibom casibom giriş nakitbahis nakitbahis giriş marsbahis marsbahis giriş interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş betsmove betsmove giriş restbet restbet giriş egebet egebet giriş https://yourfilterconnection.com/ jojobet jojobet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş holiganbet holiganbet giriş jojobet jojobet giriş jojobet jojobet giriş pashagaming tarafbet editörbet perabet perabet giriş grandbetting hitbet xslot sweet bonanza betkom giriş sweet bonanza betkanyon giriş perabet perabet giriş jojobet holiganbet jojobet cratosroyalbet betgit jojobet betpuan gameofbet grandpashabet grandpashabet teosbet holiganbet Hiltonbet Hiltonbet giriş grandpashabet imajbet matbet