Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-12-2022 (Christmas Special)
Share:

By Village Missionary Movement

Tuesday, 13-Dec-2022

ଆଜିର ବାକ୍ୟ (Oriya) 14-12-2022 (Christmas Special)

 

ଦମ୍ପତି ମଧ୍ୟରେ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ

 

“କିନ୍ତୁ ସେ ଏହା ମନସ୍ଥ କଲା ପରେ, ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ତାହାଙ୍କୁ ଦର୍ଶନ ଦେଇ କହିଲେ, "ହେ ଦାଉଦଙ୍କ ସନ୍ତାନ ଯୋଷେଫ, ତୁମ୍ଭର ଭାର୍ଯ୍ୟା ମରିୟମଙ୍କୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାହାଙ୍କର ଗର୍ଭ ପବିତ୍ର ଆତ୍ମାଙ୍କ ଦ୍ୱାରା ହୋଇଅଛି ।“ - ମାଥିଉ 1:20

 

ଏହା ପୃଥିବୀ ଦେଖୁଥିବା ପ୍ରଥମ ଖ୍ରୀଷ୍ଟମାସ ଅଟେ !ସେହି ପଶୁଶାଳାରେ ମାରିୟା ଓ ଯୋଶେଫ ଦମ୍ପତି ଶିଶୁଯୀଶୁଙ୍କୁ ତାଙ୍କ ହାତରେ ଧରି ଆନନ୍ଦର ଭାଗ୍ୟ ପାଇ ଖୁସି ମନାଉଛନ୍ତି !ମାରିୟାଙ୍କୁ ଯୋଶେଫ ଦୟାରେ ଅନୁଧ୍ୟାନ କରି, ଅସୁବିଧାରେ ମଧ୍ୟ ଖୁସିରେ ଆନନ୍ଦରେ କିପରି ରହି ପାରିଲା ବୋଲି ଅଳ୍ପ ଆଲୋଚନା କରିକି ଦେଖିବା !ନୂତନ ନିୟମରେ ପ୍ରଥମ ଧାର୍ମିକ ବୋଲି ପରିଚିତ କରାଇ ଥିବା ବ୍ୟକ୍ତି ହେଉଛନ୍ତି ଯୋଶେଫ !ଏତେ ବଡ଼ ମହାନ ଭାଗ୍ୟ ପାଇବାର କାରଣ କଣ ? ଯୋଶେଫ ମାରିଆଙ୍କୁ ଅପମାନିତ କରିବି ନାହିଁ ବୋଲି କରିଥିବା ଭାବନା !ୱା.. ଉ... କେତେ ମହାନ ଉତ୍ତମତା ଅଟେ !କେତେ ପରିବାରରେ ଦେଖାଦେଇ ଥିବା ଅଭାବ ହେତୁ ବିଛେଦ ହୋଇ ଅପମାନିତ ହେଉଛନ୍ତି !କିନ୍ତୁ ଯୋଶେଫ ସ୍ବପ୍ନରେ ପ୍ରଭୁଙ୍କର ଦୂତ କହିଥିବା ଅନୁସାରେ, ତାର ନିଜର ଆଲୋଚନାକୁ ଠେଲି ଦେଇ ତାହାଙ୍କୁ ଗ୍ରହଣ କଲା !କେତେ ନିଃସ୍ୱାର୍ଥପର ଆଲୋଚନା ଅଟେ !

 

ମାରିୟା ମଧ୍ୟ ଏତେ ବଡ଼ ଅପମାନକୁ ବୋହନ କରିବାକୁ ନିଜକୁ ସମର୍ପିତ କଲା !ବିବାହିତ ନ ହେବା ପୂର୍ବରୁ ଜଣେ କନ୍ୟା ଗର୍ବଧାରଣ କଲେ, ଯିହୂଦୀଙ୍କ ନିୟମ ଅନୁସାରେ ଜୀବନ ପ୍ରତି ଅତି ବିପଦ ଅଟେ !ସେମିତିକା ଝିଅ ମାନଙ୍କୁ ପଥର ପୋପଡ଼ି ହତ୍ୟା କରିବା ଉଚିତ !ମାରିୟା ତାର ବିବାହ ଜୀବନକୁ ଏବଂ ତାର ଜୀବନକୁ ବି ଖାତିରି ନ କରି ପରମେଶ୍ୱରଙ୍କ ଇଚ୍ଛାକୁ ପୂରଣ କରିବାକୁ, ବିନା ସ୍ୱାର୍ଥରେ ଗମନ କଲା !ହଁ ଜଣକ ଠାରେ ଖ୍ରୀଷ୍ଟ ବୃଦ୍ଧି ହେଲେ, ସେ ତାର ଅପମାନ, ନିନ୍ଦା, ଗୁଡିକୁ ବେତିରେଖ କରି ତାପରେ ଆଶୀର୍ବାଦ ଯୁକ୍ତ ହେବ !

 

ପ୍ରିୟ ବନ୍ଧୁଗଣ, ଯେକେହି ତାର ଇଚ୍ଛାକୁ ଛାଡି, ସ୍ୱାର୍ଥକୁ ହତ୍ୟାକରି ପ୍ରଭୁଙ୍କର ଇଚ୍ଛାକୁ ପୂରଣ କରିବେ, ତାହାଙ୍କ ଜୀବନରେ ପ୍ରତ୍ୟେକ ଦିନ ଖ୍ରୀଷ୍ଟମାସ ଅଟେ !ଯେତେ ପରିବାରରେ ଦମ୍ପତିମାନେ ଖ୍ରୀଷ୍ଟଯୀଶୁଙ୍କ ସଦୃଶ୍ୟକୁ ବାହାର କରିବେକି, ସେମାନଙ୍କ ଗୃହରେ ପ୍ରତ୍ୟେକ ଦିନ ଖ୍ରୀଷ୍ଟମାସ ଅଟଇ !ଯୀଶୁ ଦେବା ଆନନ୍ଦ ମଧ୍ୟ ସେହି ଗୃହରେ ରହିବ, ଏହା କହିବାରେ ଯେକୌଣସି ସନ୍ଦେହ ନାହିଁ !ପତିଙ୍କର ଛୋଟଛୋଟ ନିଅଣ୍ଟକୁ ଗ୍ରହଣ ନ କରି, ମୁଁ ଯାହା କହେ ତାହା ହିଁ କରିବା ଉଚିତ କହି ଝଗଡା, ହିଂସାରେ ଜୀବନଯାପନ କରିବା ପରିବାରରେ ଆଜିଯାଇ ଖ୍ରୀଷ୍ଟ ଜନ୍ମ ନେଇ ନାହାନ୍ତି !ସେମାନଙ୍କ ସ୍ୱାର୍ଥକୁ ସେମାନେ ହତ୍ୟା କରି ନାହାନ୍ତି !ଯୋଶେଫ ଏବଂ ମାରିୟା ତାଙ୍କ ଇଚ୍ଛାକୁ ଠେଲି ଦେଇ, ତାଙ୍କ ଇଚ୍ଛାକୁ ହତ୍ୟା କରି,ପ୍ରଭୁଙ୍କର ଇଚ୍ଛା ପୂରଣ କରିବାକୁ ସେମାନେ ସମର୍ପିତ ହେଲାବେଳେ, ସେମାନଙ୍କ ଜୀବନ ଅର୍ଥପୂର୍ଣ୍ଣ ଭାବେ ପରିବର୍ତ୍ତନ ହେବା ହିଁ କେବଳ ନୁହେଁ, ପୃଥିବୀ ସାରାକୁ ଆଶୀର୍ବାଦ ଯୁକ୍ତ ହୋଇ ବଦଳିଲା !ଆମେ ମଧ୍ୟ ଆମ ଜୀବନରେ ପ୍ରଭୁଙ୍କର ଇଚ୍ଛାକୁ ପୂରଣ କରିବାକୁ ନିଜକୁ ସମର୍ପିତ ହେବା, ଖ୍ରୀଷ୍ଟଙ୍କ ସଦୃଶ୍ୟ ହେବା ନିମନ୍ତେ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ ପାଳନ କରିବା !ହାଲ୍ଲେଲୁୟା !

- ଶ୍ରୀମତୀ ଏବେନ ସାନ୍ତୋଷ

 

ପ୍ରାର୍ଥନା ଅନୁରୋଧ :-

ଟ୍ୟୁସନ କେନ୍ଦ୍ର ଦ୍ଵାରା ହାସଲ କରାଯାଉ ଥିବା ଛୋଟ ପିଲାଙ୍କ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet güncel giriş holiganbet holiganbet giriş casibom giriş casibom casibom giriş casibom matbet matbet giriş casibom casibom giriş supertotobet supertotobet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş ngsbahis ngsbahis giriş matbet matbet giriş casibom casibom giriş nakitbahis nakitbahis giriş marsbahis marsbahis giriş interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş betsmove betsmove giriş restbet restbet giriş egebet egebet giriş https://yourfilterconnection.com/ jojobet jojobet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş holiganbet holiganbet giriş jojobet jojobet giriş jojobet jojobet giriş pashagaming tarafbet editörbet perabet perabet giriş grandbetting hitbet xslot sweet bonanza betkom giriş sweet bonanza betkanyon giriş perabet perabet giriş jojobet holiganbet jojobet cratosroyalbet betgit jojobet betpuan gameofbet grandpashabet grandpashabet teosbet holiganbet Hiltonbet Hiltonbet giriş grandpashabet imajbet matbet