Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 13-12-2022 (Christmas Special)
Share:

By Village Missionary Movement

Tuesday, 13-Dec-2022

ଆଜିର ବାକ୍ୟ (Oriya) 13-12-2022 (Christmas Special)

 

ସବୁଦିନ 

 

“ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି ପୁରାତନ ବିଷୟସବୁ ଲୋପ ପାଇଅଛି, ଦେଖ, ନୂତନ ବିଷୟସବୁ ହୋଇଅଛି ।“ - ଦ୍ୱିତୀୟ କରିନ୍ଥୀୟ 5:17

 

ଲଣ୍ଡନ ନଗର ନିକଟରେ ଥିବା ଏକ ଛୋଟ ପଲ୍ଲୀ ଗାଁରେ ପ୍ରତ୍ୟେକ ବର୍ଷ ଖ୍ରୀଷ୍ଟମାସର ପୂର୍ଵଦିନ ରାତିରେ ଖ୍ରୀଷ୍ଟ ଜନ୍ମଦିନ ନିମନ୍ତେ ନାଟକ କରନ୍ତି !ସେହି ଗ୍ରାମରେ ଥିବା ଲୋକମାନେ ହିଁ ସେହି ନାଟକରେ ଅଭିନୟ କରନ୍ତି !ସେହି ବର୍ଷ ୱାଲେସ ନାମକ ଯୁବକ ନୁଆଁ ଭାବେ ନାଟକରେ ଅଭିନୟ କରିବା ଆଶାରେ ସେଠାରେ ଥିବା ପ୍ରଯୋଜକଙ୍କୁ ଅନୁମତି ମାଗି, ସେ ମେଷ ପାଳକ ଭାବେ ଅଭିନୟ କରିବାକୁ ଆଶା ଅଛି ବୋଲି ଜଣାଇଲା !କିନ୍ତୁ ସେ ପ୍ରଯୋଜକ କହିଲା, ତୁମେ ବହୁତ ଡେଙ୍ଗା ଅଛ, କାହିଁକି ମେଷପାଳକ ରୂପେ ଅଭିନୟ କରିବାକୁ ଭାବନା କରୁଛ !ସେ ଯୁବକ କହିଲା, ଆଜ୍ଞା ଯୀଶୁବାପାଙ୍କୁ ସର୍ବ ପ୍ରଥମେ ଦେଖିବା ଭାଗ୍ୟ ମେଷ ପାଳକମାନଙ୍କୁ ହିଁ ମିଳିଲା, ସେଥିପାଇଁ ମୋତେ ମେଷ ପାଳକ ଭାବେ ଅଭିନୟ କରିବାକୁ ଆଶା ଅଛି !ସଙ୍ଗେସଙ୍ଗେ ପ୍ରଯୋଜକ କହିଲା, ତୁମେ ପାନ୍ଥଶାଳା ରକ୍ଷକ ଭାବେ ହିଁ ଅଭିନୟ କର !ସେହି ଯୁବକ ହଁ କହିଲା !ତାଲିମ ସମାପ୍ତି ହେଲା, ନାଟକ ପ୍ରଦର୍ଶନ କରିବା ସମୟ ଆସିଲା !

 

ସେହି ଗାଁ ମଣ୍ଡଳୀର ପାଳକ ପ୍ରାର୍ଥନା କରି ନାଟକଟି ଆରମ୍ଭ କରିବାକୁ କହିଲା !ୱାଲେସ ପାନ୍ଥଶାଳା ସମୁଖରେ ଠିଆ ହୋଇ ଚାକରାଣୀ ସହ କାମ କରାଇବା ସଦୃଶ୍ୟ ଅଭିନୟ କରୁଥାଏ !ସେହି ସମୟରେ ପ୍ରସବ ବେଦନାର ଗର୍ବବତୀ ସଦୃଶ୍ୟ, ଯେକୌଣସି ସମୟରେ ବି ପ୍ରସବ କରିଆସେ, ଏମିତି ଅବସ୍ଥାରେ ମାରିୟା ଏବଂ ଯୋଶେଫ ଅନେକ ଦୂରରୁ କ୍ଳାନ୍ତ ହୋଇ ଆସି ବିଶ୍ରାମ ନେବାପାଇଁ ସ୍ଥାନ ମିଳିବ କି ନାହିଁ ବୋଲି ଅପେକ୍ଷାରେ ସେହି ପାନ୍ଥଶାଳାକୁ ଆସିଲେ !ପାନ୍ଥଶାଳା ରକ୍ଷକ ୱାଲେସ ନିକଟକୁ ଯାଇ ଯୋଶେଫ ପଚାରିବ,ମୋ ସ୍ତ୍ରୀ ପୂର୍ଣ୍ଣ ଗର୍ବବତୀ ଏହି ପାନ୍ଥଶାଳାରେ ଅଳ୍ପ ସ୍ଥାନ ମିଳିବ କି ?ସେଥିପାଇଁ ସେହି ପାନ୍ଥଶାଳା ରକ୍ଷକ କଠିନ ଭାବେ କହିଲା, ଏଠାରେ ସ୍ଥାନ ନାହିଁ, ଆପଣ ଯାଇପାର !ଯୋଶେଫ ଓ ମାରିୟା ଦୁଃଖିତ ହୋଇ ଚାଲିଯିବା ବେଳେ ୱାଲେସକୁ ବହୁତ ଦୁଃଖ ଲାଗିଲା !ବାପା.. ଲୋ... ଏମିତି କଥା ହୋଇଗଲି ବୋଲି କହି, ସେମାନଙ୍କୁ ଦୟା ବିଚାରିଲା !ସଙ୍ଗେସଙ୍ଗେ ୱାଲେସ କହିଲା, ଯୋଶେଫ ଆପଣ ଯାଆନ୍ତୁ ନାହିଁ, ମୋ ବଖରାରେ ବିଶ୍ରାମ ନିଅ, ଆଜି ଯୀଶୁ ଆମ ଗୃହରେ ଜନ୍ମ ନେଉ !ଏହା ଶୁଣି ସେହି ପ୍ରଯୋଜକ ରାଗିକି କହିଲା, ୱାଲେସ ତୁମେ ନାଟକକୁ ନଷ୍ଟ କରିଦେଲୁ !ଯେମିତି ସେମିତି ସବୁ ପୂରଣ କରି ଆଉ ଅଲଗା କାର୍ଯ୍ୟକ୍ରମକୁ ଗଲେ !ନାଟକ ମଧ୍ୟ ଶେଷ ହେଲା !

 

ଶେଷରେ ସେହି ଗାଁ ମୁଖିଆ ଉଠି କହିଲା, ପ୍ରତ୍ୟେକ ବର୍ଷ ଏହି ନାଟକ ଆମେ ଦେଖୁଛୁ କିନ୍ତୁ ୱାଲେସ କହିଥିବା କଥା ଆମକୁ ଆଲୋଚନା କରିବାକୁ ପଡୁଛି !ଯୀଶୁ ଆମ ଗୃହରେ ଜନ୍ମ ନେଉ ବୋଲି ସେ ଯୁବକ କହିଥିବା କଥା କେତେ ପ୍ରସନ୍ନ ଯୁକ୍ତ ଅଟେ !ଆଜି ଆମ ହୃଦୟରେ ଯୀଶୁ ବାପା ଜନ୍ମ ନେବାକୁ, ଆମେ ଆମକୁ ସମର୍ପଣ କରିବା !

 

ହଁ ପ୍ରିୟ ବନ୍ଧୁଗଣ, ବର୍ଷକୁ କେବଳ ଥରେ ମାତ୍ର ଖ୍ରୀଷ୍ଟମାସ ପାଳନ କରିବା ନୁହେଁ, ଯୀଶୁ ଆମଠାରେ ଜନ୍ମ ନେଇ, ଆମର ପୁରାତନ ପାପର ଜୀବନକୁ ବଦଳାଇବାକୁ ଆମେ ନିଜକୁ ସମର୍ପଣ କରିଥିବା ପ୍ରତ୍ୟେକ ଦିନ ଖ୍ରୀଷ୍ଟମାସ ଅଟେ !ଆମ ଜୀବନରେ ଯୀଶୁ ଜନ୍ମ ହେଲେ ବୋଲି ଅକଳନା ଆନନ୍ଦ ଆମ ଠାରେ ପୂରଣ କରିବା !ତାହା ହିଁ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ ଅଟଇ !

- ଡ଼ି. ଅଲଭିନ ଜେକେବ

 

ପ୍ରାର୍ଥନା ଅନୁରୋଧ :- 

ପୁନଃ ପ୍ରବର୍ତ୍ତନ ୟୁଥ ଇଭିନିଙ୍ଗ ନାମକ ସଭାରେ ଅଂଶଗ୍ରହଣ କରୁଥିବା ଯୁବକମାନେ ଏହି ଶେଷ ସମୟର ଆୟୁଦ୍ଧ ସଦୃଶ୍ୟ ପ୍ରଭୁଙ୍କର ହସ୍ତରେ ବ୍ୟବହୃତ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet güncel giriş holiganbet holiganbet giriş casibom giriş casibom casibom giriş casibom matbet matbet giriş casibom casibom giriş supertotobet supertotobet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş ngsbahis ngsbahis giriş matbet matbet giriş casibom casibom giriş nakitbahis nakitbahis giriş marsbahis marsbahis giriş interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş betsmove betsmove giriş restbet restbet giriş egebet egebet giriş https://yourfilterconnection.com/ jojobet jojobet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş holiganbet holiganbet giriş jojobet jojobet giriş jojobet jojobet giriş pashagaming tarafbet editörbet perabet perabet giriş grandbetting hitbet xslot betkom giriş sweet bonanza betkanyon giriş perabet perabet giriş jojobet holiganbet jojobet cratosroyalbet betgit jojobet betpuan gameofbet grandpashabet grandpashabet teosbet holiganbet Hiltonbet Hiltonbet giriş grandpashabet imajbet matbet