Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-12-2022 (Christmas Special)
Share:

By Village Missionary Movement

Monday, 12-Dec-2022

ଆଜିର ବାକ୍ୟ (Oriya) 12-12-2022 (Christmas Special)

 

ନମୁନାରେ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ

 

“ମାତ୍ର ତୁମ୍ଭମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ତୁମ୍ଭେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ । ଯେଣୁ ଲେଖାଅଛି, ତୁମ୍ଭେମାନେ ପବିତ୍ର ହୁଅ, କାରଣ ଆମ୍ଭେ ପବିତ୍ର ।“ - ୧ ପିତର 1:15-16

 

ଗୋଟିଏ ଶ୍ରେଣୀ ଗୃହରେ ଜଣେ ଶିକ୍ଷକ ପାଠ ପଢାଉଛି !ସେ ସମସ୍ତ ବିଦ୍ୟାର୍ଥୀଙ୍କୁ ପଚାରିଲା, ତୁମ୍ଭର ଆଦର୍ଶ କିଏ ? ସମସ୍ତେ କହିଲେ, ଅବଦୁଲ କାଲାମ, ଗାନ୍ଧିଜୀ, କିରଣ ବେଡି ଏପରି ଅନେଙ୍କ କଥା କହୁଥାନ୍ତି !କେବଳ ଜଣେ ବିଦ୍ୟାର୍ଥୀ ମାତ୍ର ଠିଆ ହୋଇ କହିଲା, ଯୀଶୁ ହିଁ ମୋର ଆଦର୍ଶ !ଶ୍ରେଣୀ ଗୃହରେ ଥିବା ସମସ୍ତ ବିଦ୍ୟାର୍ଥୀ ସେହି ଛାତ୍ରଙ୍କୁ ଆଚର୍ଯ୍ୟ ଭାବେ ଚାହିଁଲେ !

 

ପ୍ରିୟ ବନ୍ଧୁଗଣ, ଆମେ ଏହି ଉତ୍ତର କହିପାରିବା କି ?ଆମର ଚାଲିଚଳନ, ବସ୍ତ୍ର ପରିଧାନ ଏବଂ ବ୍ୟବହାର କାହାକୁ ପ୍ରତିବିମ୍ବ କରୁଛି !ଆମେ କାହାକୁ ଆଦର୍ଶ ନେଇ ଗମନ କରୁଛୁ ? ରାଜନୈତିକ ବ୍ୟକ୍ତିଙ୍କୁ କି, ଅଭିନେତା ଓ ଅଭିନେତ୍ରୀଙ୍କୁ କି,କ୍ରୀଡ଼ାବିତଙ୍କୁ କି, ଅବା ଖ୍ରୀଷ୍ଟଙ୍କୁ କି ? ଅଳ୍ପ ଆଲୋଚନା କରିବା !ଖ୍ରୀଷ୍ଟ ଜନ୍ମଦିନକୁ ପର୍ବ ରୂପେ ପାଳନ କରୁଥିବା ଆମେ ତାହାଙ୍କ ସଦୃଶ୍ୟ ରହିଛୁ କି ? ଖ୍ରୀଷ୍ଟଙ୍କ ସନ୍ତାନ ହୋଇଥିବା ଆମ ଠାରେ ତାହାଙ୍କ ସ୍ୱରୂପ, ତାହାଙ୍କ ସ୍ଵଭାଵ ଅଛି କି ? ପବିତ୍ର ବାଇବଲରେ ପିତରଙ୍କୁ ଦେଖି ଜଣେ ମାଆ କହୁଛନ୍ତି, ତୁମ୍ଭ କଥା ନାଜରିତ ଯୀଶୁଙ୍କ ସଦୃଶ୍ୟ ରହିଛି !ହଁ କିଛି ବର୍ଷ ଯୀଶୁଙ୍କ ସହ ରହିଥିବା ପିତର କଥା ତାହାଙ୍କ ସଦୃଶ୍ୟ ଅଛି !ମାତ୍ର ଆମେ ଅନେକ ବର୍ଷ ହେବ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିବା ଆମର କଥା, ଚାଲିଚଳନ କାହାରି ସଦୃଶ୍ୟ ଅଛି ?କିଛି ଆଲୋଚନା କରିକି ଦେଖିବା !

 

ଯୀଶୁ ଏହି ପୃଥିବୀରେ ଜୀବନଯାପନ କଲା ଦିନମାନଙ୍କରେ ପାପରେ ପରିପୂର୍ଣ୍ଣ ଏହି ଜଗତରେ କିପରି ପବିତ୍ରତାରେ ଜୀବନଯାପନ କରିବା ଉଚିତ, ଏହା ଜୀବନଯାପନ କରି ଦେଖାଇଲେ !ସେ ତାଙ୍କ ପିତାମାତାଙ୍କ ସହ ମିଳନ ହୋଇ ଜୀବନଯାପନ କଲାବେଳେ, ସେ ଆଜ୍ଞାବହ ହୋଇଥିଲେ !କାହିଁକି ପିତା ପରମେଶ୍ୱର ତାଙ୍କୁ ପ୍ରେରଣ କଲେ କି, ତାହାକୁ ସମାପ୍ତି କଲେ !ଯୀଶୁଙ୍କ ଚାରିପଟେ ଥିବା ଲୋକେ, ତାହାଙ୍କ ବାକ୍ୟ ଦ୍ଵାରା,ଦୟା ଦ୍ଵାରା ଆକର୍ଷିତ ହେଲେ !ସେ ଆଲୋକିତ ହୋଇ ବଞ୍ଚିଲେ, ତାଙ୍କୁ ଘୃଣା କରିଥିବା ଲୋକଙ୍କ ପାପକୁ କ୍ଷମା କଲେ !ଯେକେହି ଖ୍ରୀଷ୍ଟଙ୍କ ଠାରେ ଅଛି, ସେ ନୂତନ ସୃଷ୍ଟି ଅଟନ୍ତି ବୋଲି ବାକ୍ୟ ପ୍ରକାରରେ, ଯୀଶୁଖ୍ରୀଷ୍ଟଙ୍କ ସଦୃଶ୍ୟ ଜୀବନଯାପନ କରିବା !

 

କିନ୍ତୁ ଆଜି ଅନେକ ଲୋକ ପାପରୁ ଅପସାରଣ କରିବାକୁ ଆସିଥିବା ଖ୍ରୀଷ୍ଟଙ୍କ ଜନ୍ମଦିନରେ,ପାପର ମଦ ପାନ କରି, ନିଶାଶକ୍ତରେ ଖ୍ରୀଷ୍ଟମାସକୁ ପାଳନ କରୁଛନ୍ତି !ଏହା ପ୍ରଭୁଙ୍କୁ ଦୁଃଖଦାୟକର ବିଷୟ ଅଟେ !ମନ ପରିବର୍ତ୍ତନ ହେବା ବିଷୟରେ, ମନ ପରିବର୍ତ୍ତନ ହେବା, ଆସନ୍ତା ନୂତନ ବର୍ଷରେ ଆମେ ସମସ୍ତ ବିଷୟରେ ଯୀଶୁଙ୍କ ସଦୃଶ୍ୟ ଅନୁସରଣ କରିବା !ସ୍ୱର୍ଗ ରାଜ୍ୟରେ ପ୍ରତିଫଳ ପାଇବା !ଆମେନ୍ !

- ଶ୍ରୀମତୀ ଦିବ୍ୟା ଅଲେକ୍ସ

 

ପ୍ରାର୍ଥନା ଅନୁରୋଧ :-

ପ୍ରତ୍ୟେକ ଦିନ ଜଣେଜଣେ ମିଶିନାରୀ ଏକଶହ ସୁସମାଚାର ପତ୍ରିକା ବଣ୍ଟନ କରି ଆସୁଛନ୍ତି, ଏହି ପତ୍ରିକା ଗ୍ରହଣ କରୁଥିବା ବ୍ୟକ୍ତିମାନଙ୍କ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet güncel giriş holiganbet holiganbet giriş casibom giriş casibom casibom giriş casibom matbet matbet giriş casibom casibom giriş supertotobet supertotobet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş ngsbahis ngsbahis giriş matbet matbet giriş casibom casibom giriş nakitbahis nakitbahis giriş marsbahis marsbahis giriş interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş betsmove betsmove giriş restbet restbet giriş egebet egebet giriş https://yourfilterconnection.com/ jojobet jojobet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş holiganbet holiganbet giriş jojobet jojobet giriş jojobet jojobet giriş pashagaming tarafbet editörbet perabet perabet giriş grandbetting hitbet xslot betkom giriş sweet bonanza betkanyon giriş perabet perabet giriş jojobet holiganbet jojobet cratosroyalbet betgit jojobet betpuan gameofbet grandpashabet grandpashabet teosbet holiganbet Hiltonbet Hiltonbet giriş grandpashabet imajbet matbet