Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-12-2022 (Christmas Special)
Share:

By Village Missionary Movement

Wednesday, 07-Dec-2022

ଆଜିର ବାକ୍ୟ (Oriya) 08-12-2022 (Christmas Special)

 

ଶିକ୍ଷାଦାନରେ ଏକ ଅର୍ଥପୂର୍ଣ୍ଣ ଖ୍ରୀଷ୍ଟମାସ |

 

“କିନ୍ତୁ ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ, ଏହି ବାକ୍ୟର ମର୍ମ ତୁମ୍ଭେମାନେ ଯାଇ ଶିକ୍ଷା କର, କାରଣ ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, ମାତ୍ର ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି ।“ - ମାଥିଉ 9:13

 

ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ଅବସ୍ଥାରେ ପହଂଚିବାର ସମୟ ଥିଲା !ପୋଲାଣ୍ଡର ଏକ ଦେବାଳୟରେ ଯିହୂଦୀ ଏବଂ ପ୍ରଭକ୍ତା ପ୍ରାର୍ଥନା କରୁଥାନ୍ତି !ସେତେବେଳେ ଜଣେ ନୂତନ ବ୍ୟକ୍ତି ଯେକି ତାଙ୍କ ଶରୀରରେ ଛିଣ୍ଡା ପୋଷାକ ଏବଂ ରକ୍ତ ଝରୁଥିବା ଅବସ୍ଥାରେ ଦେବାଳୟକୁ ପ୍ରବେଶ କଲା !ସେଠାରେ ପ୍ରାର୍ଥନା କରୁଥିବା ଯିହୂଦୀ ମାନଙ୍କୁ ଦେଖି ଡାକିଲା, ତୁମ୍ଭ ନିମନ୍ତେ ସଂଗ୍ରାମ କରୁଅଛୁ, ତୁମ୍ଭେ ମଧ୍ୟ ଆସ !ସେଠାରେ ଥିବା ଲୋକେ କହିଲେ,ସାଧାରଣ ଭାବେ ଏହା ଆମେ ପ୍ରାର୍ଥନା କରିବାର ସମୟ " ଯାଅ

ସେମାନଙ୍କ ସହିତ ସଂଗ୍ରାମ କର "ଏହା ପର୍ବର ସମୟ !

 

ଖ୍ରୀଷ୍ଟିଆନମାନେ ପ୍ରସ୍ତୁତ ହୋଇଥିବା ଖ୍ରୀଷ୍ଟିଆନର ଆନନ୍ଦ, ନୂତନ ବର୍ଷକୁ ଆହ୍ୱାନ କରିବା ନିମନ୍ତେ ଅପେକ୍ଷାରେ ଥିବା ଲୋକ ଅନ୍ୟ ପଟେ !ଏହି ସମୟରେ ଆମେ ଭବିଷ୍ୟତ ବଂଶାବଳିକୁ କଣ ଶିକ୍ଷା ଦେବାକୁ ଯାଉଛୁ ?ପାରମ୍ପାରିକ ରୀତିନୀତି ବଦଳରେ ଦରିଦ୍ର ଲୋକଙ୍କ କଷ୍ଟ ଦେଖା କରିବାକୁ କି ?

 

ମାର୍କ :-3:1-6 ବଚନରେ ଯୀଶୁ ସମାଜଗୃହରେ ଜଣେ ଶୁଖି ଯାଇଥିବା ଲୋକଙ୍କୁ ଦେଖି, ତାହାକୁ ସୁସ୍ଥ କଲେ !ଏହା ଦେଖି ଫାରୂଶୀମାନେ ଆନନ୍ଦିତ ହେଲେ ନାହିଁ !ଏହା ବିରୋଧୀରେ, ସେ ବିଶ୍ରାମବାରରେ ସୁସ୍ଥତା ପାଇଥିବାରୁ, ସେମାନେ ନିନ୍ଦା କରିବାକୁ ଲକ୍ଷ୍ୟ କରୁଥାନ୍ତି,ଯୀଶୁ ସେମାନଙ୍କୁ କ୍ରୋଧିତ ହେଲେ !

 

ହଁ ପ୍ରିୟ ବନ୍ଧୁଗଣ, ଏହି ଖ୍ରୀଷ୍ଟମାସ ଦିନରେ ଆମ୍ଭେ କାହାକୁ ଗୁରୁତ୍ୱ ଦେବା ? ଆମେ ଆମର ସନ୍ତାନମାନଙ୍କୁ କଣ ଶିକ୍ଷା ଦେଉଛୁ ? ଗୀତାନାଚ, ପାରମ୍ପପାରିକ ପର୍ବରେ ଆମେ କିପରି ଆନନ୍ଦରେ ରହି ପରିବା ?ଅବା କଷ୍ଟରେ ଥିବା ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବା କି ? ପାରମ୍ପରିକ ଭାବେ ନୁହେଁ !ଫାରୂଶୀମାନଙ୍କୁ ପ୍ରଭୁ ବୁଝାଇ ଥିବା ସଦୃଶ୍ୟ ଆମ ପରମ୍ପାରିକକୁ ମାନିବା ଉଚିତ, ଯାହା ଆବଶ୍ୟକ ତାହା ହିଁ ଶିଖିବା ଉଚିତ !ମୁଁ ତୁମକୁ ଶିକ୍ଷା ଦେଇ, ତୁମେ ଚାଲିବା ମାର୍ଗ ତୁମକୁ ଦେଖା ଯିବା ପରି ପ୍ରଭୁଙ୍କର ବାକ୍ୟ ପ୍ରକାରେ ଜାଗ୍ରତରେ ଗମନ କରିବା !ବାଇବଲକୁ ଅନୁସରଣ କରି ଗମନ କରିବା ଉତ୍ତମ ବିଶ୍ୱାସୀ ଭାବେ ଜୀବନଯାପନ କରିବା !ପ୍ରଭୁଙ୍କର ନିମନ୍ତେ ପ୍ରକାଶିତ ହେବା !ଆମ ଜୀବନରେ ପ୍ରତ୍ୟେକ ଦିନ ଉତ୍ତମ ଖ୍ରୀଷ୍ଟିଆନ ଭାବେ ବଞ୍ଚିବା ଏବଂ ଅର୍ଥପୂର୍ଣ ଖ୍ରୀଷ୍ଟମାସ ପାଳନ କରିବା !

- ଶ୍ରୀମତୀ ମଞ୍ଜୁଳା

 

ପ୍ରାର୍ଥନା ଅନୁରୋଧ :-

ଭୋକିଲା ଲୋକଙ୍କୁ ଚାଉଳ ଦେବା କାର୍ଯ୍ୟକ୍ରମରେ ପ୍ରତିଦିନ ଉପକୃତ ହେଉଥିବା ଲୋକଙ୍କ ପାଇଁ ପ୍ରଭୁଙ୍କ ପ୍ରେମ ଜାଣିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş