Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-12-2022 (Christmas Special)
Share:

By Village Missionary Movement

Monday, 05-Dec-2022

ଆଜିର ବାକ୍ୟ (Oriya) 06-12-2022 (Christmas Special)

 

ଆତିଥ୍ୟସତ୍କାର

 

“ଆତିଥ୍ୟସତ୍କାର ନ ପାସୋର, ଯେଣୁ ତଦ୍ୱାରା କେହି କେହି ଅଜ୍ଞାତସାରରେ ଦୂତମାନଙ୍କୁ ଆତିଥ୍ୟ କରିଅଛନ୍ତି ।“ - ଏବ୍ରୀ 13:2

 

ପୂର୍ଵକାଳରେ ଗ୍ରାମ ଗୁଡିକରେ ନିର୍ମାଣ କରିଥିବା ଗୃହ ଗୁଡିକରେ ପିଣ୍ଡା ଗୁଡିକ ଥିବ !ଏହାର ଉଦ୍ଦେଶ ହେଉଛି ବାଟୋଇମାନେ ହାଲିଆ ହୋଇଗଲେ ଏହି ପିଣ୍ଡାରେ ବସି ଅଳ୍ପ ସମୟ ବିଶ୍ରାମ ନେଇ ପୁଣି ଆଗମନ କରିବେ !ପୁରାତନ ନିୟମରେ ଆମ ପୂର୍ବପୁରୁଷମାନଙ୍କୁ ଏକ ଅଭ୍ୟାସ ରହିଥିଲା !ଏହି ଅଭ୍ୟାସକୁ ଆତିଥ୍ୟ କହନ୍ତି !ଆତିଥ୍ୟ କହିଲେ, ଘରକୁ ଆସିବା ଲୋକଙ୍କୁ ସତ୍କାର କରିବା !ମାତ୍ର ବର୍ତ୍ତମାନ ସମୟରେ ଆତିଥ୍ୟ କହିଲେ, କେବଳ ଆମ ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥୀଙ୍କୁ

 

ଅଭ୍ୟାସ କରାଯିବ !ଆଦିପୁସ୍ତକ :-18:1-10 ବଚନରେ ଅବ୍ରାହମଙ୍କ ବିଷୟରେ ଆମେ ପଡୁଛୁ !ଦିନକର ଖରା ବେଳେ ଅବ୍ରହାମ ମମ୍ରିର ଅଲୋନ ବୃକ୍ଷ ମୂଳେ ଆପଣା ତମ୍ବୁ ଦ୍ୱାରରେ ବସିଥିଲେ; ତିନିଜଣ ମଣିଷକୁ ଦେଖିବ !ଦେଖିବା କ୍ଷଣି ଅବ୍ରହାମ ଧୌଡ଼ି ଯାଇ, ଶ୍ରାଷ୍ଟାଙ୍ଗ ପ୍ରଣାମ କରି, ସେମାନଙ୍କ ଭୋକ ମେଣ୍ଟାଇବାକୁ ଖାଦ୍ୟ ପ୍ରସ୍ତୁତ କରି, ସେମାନଙ୍କ ସମୁଖରେ ରଖି, ସେମାନେ ଭୋଜନ କରୁଥିବା ବେଳେ ଠିଆ ହୋଇଥିବା ଆମେ ଦେଖୁଅଛୁ !ସେମାନେ ଦେବଦୂତ ବୋଲି ଜାଣି ନ ଥିବା ପରିସ୍ଥିତିରେ ମଧ୍ୟ ସେମାନଙ୍କୁ ସତ୍କାର କଲା !ସେମାନଙ୍କ ଦ୍ଵାରା ଘଟିବାକୁ ଥିବା ବିଷୟରେ ସେମାନେ ଅବ୍ରାହମଙ୍କୁ ଜଣାଇଲେ !ଲୁକ :-16:19-31 ବଚନରେ ଆଉ ଏକ ଘଟଣାଟି ଆମେ ପଡୁଅଛୁ !ତାଙ୍କ ଘର ଅଗଣାରେ ପଡିରହିଥିବା ଲାଜାରଙ୍କୁ ଧରାଛୁଆଁ ନ କରି, ତାକୁ ଏକ ଓଳିଏ ଖାଦ୍ୟ ମଧ୍ୟ ନ ଦେବା ରାଜା ନର୍କରେ କଲବଳ ହେବା ଆମେ ଦେଖୁଛୁ !ହଁ ବିଧବାଙ୍କୁ ଅନାଥ ପିଲାଙ୍କୁ ବିଚାରିବା ଉଚିତ !ସାହାଯ୍ୟ ନିମନ୍ତେ ଆପଣଙ୍କୁ ସନ୍ଧାନ କରି ଆସିଥିବା ବ୍ୟକ୍ତିମାନଙ୍କୁ ଦେଖିକି ନଦେଖିବା ସଦୃଶ୍ୟ ଯିବା ଉଚିତ ନୁହେଁ !ସେମାନଙ୍କୁ 

ଅସାବଧାନତା କରିବା ଉଚିତ ନୁହେଁ !ଖ୍ରୀଷ୍ଟଙ୍କ ସଦୃଶ୍ୟ ଦୟାଳୁ ଲୋକେ ତାହାଙ୍କ ନାମରେ ସତ୍କାର କରିବେ !ଗରିବକୁ ସାହାଯ୍ୟ କରିବା ଏବଂ ସେମାନଙ୍କୁ ପ୍ରୋତ୍ସାହନ କରିବା ହେଉଛି ଜଣେ ମଣିଷକୁ କେବେହେଲେ ଖସାଇବ ନାହିଁ !ସେମାନଙ୍କୁ ଉର୍ନ୍ନତି ଶିଖରକୁ ମାର୍ଗ ଦେଖାଇବା ପାହାଚ ସଦୃଶ୍ୟ ବଦଳିବ !

 

ଖ୍ରୀଷ୍ଟଙ୍କ ଠାରେ ପ୍ରିୟ ବନ୍ଧୁଗଣ, ଏହି ଖ୍ରୀଷ୍ଟମାସ ଦିନରେ ଆମର ଅପରିଚିତ ବ୍ୟକ୍ତି ହୁଅନ୍ତୁ, ସେମାନେ ଭୋକିଲା ହୋଇ ଅଛନ୍ତି ବୋଲି ଜାଣିଲା ପରିହେଲେ ଆମ ଠାରେ ଯାହା ଅଛି ତାହାକୁ ବଣ୍ଟନ କରିବା !ଖ୍ରୀଷ୍ଟଙ୍କୁ ଅଜଣା ତୁମ ପଡୋଶୀ, ତୁମ ସାହିରେ ଥିବା ଲୋକ ଏବଂ ଖାଦ୍ୟ ନିମନ୍ତେ ପରିଶ୍ରମ କରିବା ବ୍ୟକ୍ତିମାନଙ୍କୁ ତୁମ ଗୃହକୁ ଆହ୍ୱାନ କରି, ସେମାନଙ୍କୁ ପ୍ରେମରେ ଆତିଥ୍ୟ କରି, ଖ୍ରୀଷ୍ଟଙ୍କ ପ୍ରେମକୁ ଜଣାଇ, ଖ୍ରୀଷ୍ଟଙ୍କ ନିକଟକୁ କଢାଇ ନେବା !ହାଲ୍ଲେଲୁୟା !

- ଶ୍ରୀମତୀ ଜେବା ଗାଣେସାନ ଶେଖର

 

ପ୍ରାର୍ଥନା ଅନୁରୋଧ:-

ମିଶିନାରୀର ଗୃହ ନିର୍ମାଣ କରି ଯୋଗାଉଥିବା ସୋନେମେରିଆ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş