Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 22-11-2022
Share:

By Village Missionary Movement

Monday, 21-Nov-2022

ଆଜିର ବାକ୍ୟ (Oriya) 22-11-2022

 

ଆମ୍ଭକୁ ଡାକ

 

“ପୁଣି, ସଙ୍କଟ ଦିନରେ ଆମ୍ଭକୁ ଡାକ; ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମ୍ଭର ମହିମା ପ୍ରକାଶ କରିବ।” - ଗୀତସଂହିତା 50:15

 

ଗେଲୋୱେ ନାମକ ଜଣେ ଲୋକ ବନ୍ଦ ହୋଇଥିବା ଦେବାଳୟରେ କାର୍ଯ୍ୟରତ ଥିବାବେଳେ, ଗୋଟିଏ ବଡ଼ ଦେବାଳୟର ଏକ ଛୋଟ ଖାଲି ସ୍ଥାନରୁ ଗୋଟିଏ ପକ୍ଷୀ ଭିତରକୁ ଆସିଲା !ଦେବାଳୟ ସବୁ ଵୁଲିଵୁଲି କିଛି ସମୟ ପରେ ବାହାରକୁ ଯିବାକୁ ଚେଷ୍ଟା କଲା !ଚାରିପଟେ ଉଡିଉଡି ବାହାରକୁ ଯିବାକୁ ରାସ୍ତା ଖୋଜୁଥାଏ !ସେହି ପକ୍ଷୀଟି ଅଳ୍ପ ତଳକୁ ଆସିବା କ୍ଷଣି ସେ ତାହାକୁ ଧରିବାକୁ ଚେଷ୍ଟା କଲା !କିନ୍ତୁ ତାହା ପୁନର୍ବାର ଉପରକୁ ଉଡିବାକୁ ଆରମ୍ଭ କଲା !ସେ ସେହି ପକ୍ଷୀଟି ଯୁଆଡେ ଯାଏ ସେହିଆଡ଼େ ହିଁ ଯାଉଥାଏ !ମାତ୍ର ସେ ସେହି ପକ୍ଷୀକୁ ତାଙ୍କ ହସ୍ତରେ ଧରି ପାରିଲାନି !ସେହି ପକ୍ଷୀଟି ବାହାରକୁ ଯିବା ନିମନ୍ତେ ରାସ୍ତା ଖୋଜୁଥାଏ !ସେ ଏକ ଝରକାଟି ଖୋଲିଲା ବେଳେ ସେ ପକ୍ଷୀଟି ଦେଖି ପାରିଲା ନାହିଁ !ଶେଷରେ ଗୋଟିଏ କାଚର ଝରକାକୁ ଦେଖି, ସେ ପକ୍ଷୀଟି ଏହା ହିଁ ବାହାରକୁ ଯିବା ରାସ୍ତା ବୋଲି ଭାବନା କରି କ୍ଷିପ୍ର ବେଗରେ ଉଡି ଯାଇ, ସେହି କାଚର ଝଟକାକୁ ଧକ୍କା ଦେଇ ତଳେ ପଡିଗଲା !ସେତେବେଳେ ତାହାକୁ ହାତରେ ଧରି ନେଇ ଥିବା ଗେଲୋୱେ କହିଲା, ଯଦି ତୁମେ ମୋତେ ଅନୁମତି ଦେଇଥିଲେ, ମୁଁ ତୁମକୁ କେବେହିଁ ମୁକ୍ତ କରି ଦେଇଥାନ୍ତି !ମାତ୍ର ତୁମେ ମୋ ହାତକୁ ନ ଆସି, ତୁମ ଇଚ୍ଛାରେ ଉଡ଼ିଲ !ଶେଷରେ ଏହି ଦେଖ,ଏପରି ଆଘାତ ହୋଇ ତଳେ ପଡ଼ିଗଲୁ , ଏପରି କହି ଝରକାକୁ ଖୋଲି, ବାହାରେ ଉଡାଇ ଦେଲା !ସେ ତାର ଡେଣାରେ ଉଡିଉଡି ବାହାରକୁ ଚାଲିଗଲା !

 

ଦାଉଦ ଫିଲିପିୟ ମାନଙ୍କୁ ହତ୍ୟା କରିବା ଦିନଠାରୁ ଶାଉଲ ଦାଉଦଙ୍କ ପ୍ରତି ସୂଚକାଙ୍କ ସଦୃଶ୍ୟ ଦେଖିବାକୁ ଆରମ୍ଭ କଲା !ଶାଉଲ ଦାଉଦଙ୍କୁ ବର୍ଚ୍ଛାରେ ହତ୍ୟା କରିବି ବୋଲି ଭାବନା କଲା !ମାତ୍ର ଶାଉଲଙ୍କ ହସ୍ତରୁ ସଦାପ୍ରଭୁ ପରମେଶ୍ୱର ଦାଉଦଙ୍କୁ ଉଦ୍ଧାର କରିବ !ଏପରି ଅନେକ ପ୍ରକାରରେ ଶାଉଲ ଦାଉଦଙ୍କୁ ହତ୍ୟା କରିବାକୁ ଭାବନା କଲାବେଳେ, ପରମେଶ୍ୱର ଦାଉଦଙ୍କୁ ପଳାୟନର ମାର୍ଗ ଦେଖାଇଲେ !ଜୀବନରେ ବିପଦ ସମୟରେ ଦାଉଦ ପ୍ରଭୁଙ୍କୁ ଡାକିବା, ପରମେଶ୍ୱର ଦାଉଦଙ୍କୁ ମୁକ୍ତ କରିବା ଆମେ ଜାଣିଛୁ !

 

ଏହା ଶୁଣୁଥିବା ପ୍ରିୟ ବନ୍ଧୁଗଣ, ଆପଦ ବିପଦ ସମୟରେ ଆମକୁ ସାହାଯ୍ୟ କାରୀ ଶକ୍ତିମାନ ଜଣେ ଅଛନ୍ତି, ସେ ହିଁ ଯୀଶୁ !କିନ୍ତୁ ଆମ୍ଭେ ଅନେକ ସମୟରେ, ଆପଦବିପଦ ଆସିବା ଅବସ୍ଥାରେ ସାହାଯ୍ୟ କରିବା ପ୍ରଭୁଙ୍କୁ ଭୁଲି ଯାଉଛୁ !ଆମକୁ ସମ୍ପର୍କ ଥିବା ବିପଦ ଗୁଡିକ, ଅନାଅବଶ୍ୟକ କିଛି ଭୟ ଗୁଡିକ, କିଛି ପରିସ୍ଥିତି ଗୁଡିକ, ଦୁର୍ବଳତା ହୋଇଥାଇ ପାରେ !ଅବା କିଛି ମନୁଷ୍ୟମାନଙ୍କ କଥା ହେଉଥିବା କଥା ଗୁଡିକ ମଧ୍ୟ ହୋଇଥାଇ ପାରେ !ଏମିତି ବିପଦ ପରିସ୍ଥିତିରେ ପରମେଶ୍ୱରଙ୍କୁ ଡାକିବା ବେଳେ, ସେ ନିଶ୍ଚିତ ରୂପେ ଆମକୁ ମୁକ୍ତ କରିବେ !ଆମେନ୍ !

- ଶ୍ରୀମତୀ ଶକ୍ତି ଶଙ୍କର ରାଜ

 

ପ୍ରାର୍ଥନା ଅନୁରୋଧ :-

ଆମ ଗେତସମଣି କ୍ୟାମ୍ପସ ହେଉଥିବା ନିର୍ମାଣ କାର୍ଯ୍ୟରେ ପ୍ରଭୁଙ୍କର ହସ୍ତ ସାଥୀ ହୋଇ ରହି କଢାଇ ନେବା ଏବଂ ଆବଶ୍ୟକତା ଯୋଗାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş matbet holiganbet holiganbet giriş casibom giriş casibom casibom giriş casibom matbet matbet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş supertotobet giriş supertotobet jojobet giriş jojobet casibom casibom giriş jojobet giriş jojobet interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş marsbahis giriş marsbahis restbet restbet giriş egebet egebet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş superbetin superbetin giriş perabet perabet giriş pashagaming tarafbet editörbet perabet perabet giriş grandbetting hitbet xslot betkom giriş betkanyon giriş perabet perabet giriş Hiltonbet Hiltonbet giriş grandpashabet grandpashabet giriş grandpashabet güncel giriş grandpashabet grandpashabet giriş grandpashabet giriş güncel jojobet jojobet giriş holiganbet holiganbet giriş casibom casibom giriş jojobet jojobet giriş alobet alobet giriş marsbahis marsbahis giriş milanobet jojobet grandpashabet jojobet casinoroyal jojobet holiganbet ibizabet holiganbet amkbet sonbahis betgit cratosroyalbet cratosroyalbet tlcasino