Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 15-11-2022
Share:

By Village Missionary Movement

Monday, 14-Nov-2022

ଆଜିର ବାକ୍ୟ (Oriya) 15-11-2022

 

ସୁରକ୍ଷା କରନ୍ତୁ

 

“ଏଥିରେ ନାବୋତ ଆହାବଙ୍କୁ କହିଲା, ମୁଁ ଯେ ଆପଣା ପୈତୃକ ଅଧିକାର ଆପଣଙ୍କୁ ଦେବି” - ପ୍ରଥମ ରାଜାବଳି 21:3

 

ଗୋଟିଏ ଗାଁରେ ରାକ୍ଷଣ୍ୟ ନାମରେ ଏକ ବିଦ୍ୟାଳୟ ଅନେକ ବର୍ଷ ହେବ ଚାଲୁଥାଏ !ପ୍ରତ୍ୟେକ ଦିନ ସକାଳୁ ସକାଳୁ ଖ୍ରୀଷ୍ଟିଆନ ପାଠ ଶିକ୍ଷାନ୍ତି !ଦିନେ ଜଣେ ବିଜାତିୟ ଶାସକ ବହୁତ ଟଙ୍କା ଦେଇ ସେହି ବିଦ୍ୟାଳୟକୁ କ୍ରୟ କରି ଦେଲା!ତେବେ ସେହି ବିଦ୍ୟାଳୟର ଲକ୍ଷ୍ୟ ହିଁ ବଦଳିଗଲା !ସେହି ବିଦ୍ୟାଳୟ ସ୍ଥାପକ ସ୍ୱର୍ଗ ରାଜ୍ୟ ଆଶୀର୍ବାଦ ଗୁଡିକ ଅଳ୍ପ ଭାବେ ପସନ୍ଦ କରି ଜଗତର ଟଙ୍କା ନିମନ୍ତେ ବିକ୍ରୟ କରିଦେଲା !କେତେ ଦୁଃଖ ଦାୟକ ଅଟଇ !

ଦ୍ରାକ୍ଷାକ୍ଷେତ୍ରଟି ଶାକକ୍ଷେତ୍ରରେ ବଦଳିଗଲା !

 

ପୈତୃକ ଦ୍ରାକ୍ଷକ୍ଷେତ୍ର ନାବୋତର ଅଟେ !ତାହାକୁ ଆହବ ରାଜା ଶାକକ୍ଷେତ୍ରରେ ବଦଳାଇବାକୁ ଆଶା କଲା !ତେଣୁକରି ତାହା ବଦଳରେ ତାହାଠୁ ଉତ୍ତମ ଦ୍ରାକ୍ଷାକ୍ଷେତ୍ର ତୁମ୍ଭକୁ ଦେବି ଅବା ତୁମ୍ଭ ଅନୁକୂଳ ଅନୁସାରେ ତାହା କ୍ରୟ କରିବାକୁ ଦିଅ କହି ରାଜା ନାବୋତକୁ ମାଗିବା ବେଳେ ନାବୋତ ଉତ୍ତର କଲା, ଏହା ପୈତୃକ ଅଧିକାର ଅଟେ !ମୋ ପୈତୃକ କାନାନ ଦେଶକୁ ଆସିବା ବେଳେ ଏହି ପୈତୃକ ଅଧିକାର ପାଇବାକୁ ଏକତିରିଶି ରାଜାମାନଙ୍କ ସହ ଯୁଦ୍ଧ କଲେ ବୋଲି ମନେ ପକାଇ ଥିବ !ନାବୋତକୁ ପଥର ସହ ମାରିବା ବେଳେ ମଧ୍ୟ ତାର ଅଧିକାରକୁ ଛାଡିଲା ନାହିଁ !

 

ପ୍ରଭୁଙ୍କର ସନ୍ତାନ ଗଣ, ସେହି କାନାନ ଦେଶର ଅଧିକାର ଠାରୁ ପ୍ରଭୁ ଦେଇ ଥିବା ବର, ଉତ୍ତମ ଫଳ, ସଦୃଶ୍ୟ ବହୁମୂଲ୍ୟ ଗୁଡିକ ନିଜର କରି ନିଅନ୍ତୁ!ଅନେକ ସମୟରେ ଏହା ନିମନ୍ତେ ଆମ ସହ ବେପାର କରିବାକୁ ଏହି ଜଗତ ଅଧିପତି ଶଇତାନ ଆସିବ !ବିନାଶ ଜଗତର ସୁନାମକୁ ଦେଖାଇ, ବିନାଶ ନ ହେବା, ମଉଳି ନ ଯିବା ପୈତୃକ ଅଧିକାରକୁ ଚୋରାଇବାକୁ ଉଚିତ ବୋଲି ଭାବନା କରିବ !

 

ଗୀତ ସଂହିତା :-119:111 ରେ ତୁମ୍ଭ ପ୍ରମାଣ-ବାକ୍ୟସକଳକୁ ସଦାକାଳ ଅଧିକାର ରୂପେ ଗ୍ରହଣ କରିଅଛି;କାରଣ ତାହାସବୁ ମୋ’ ଚିତ୍ତର ଆହ୍ଲାଦଜନକ ବୋଲି କହିଥିବା ଗୀତକାରକ ସଦୃଶ୍ୟ ପୈତୃକ ଅଧିକାରକୁ ସୁରକ୍ଷିତ କରିବାକୁ ସଂଗ୍ରାମ କରିଥିବା ନାବୋତଙ୍କ ସଦୃଶ୍ୟ, ଆମେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ କୃଶର ମୃତ୍ୟୁ ଦ୍ଵାରା ଆମେ ପାଇଥିବା ଅନନ୍ତ ଅଧିକାରକୁ, ଆତ୍ମୀୟ ବରକୁ ନ ହରାଇ ସୁରକ୍ଷା କରିବା !ଆମେନ୍ !

- ଏ. ବିହୁଲା

 

ପ୍ରାର୍ଥନା ଅନୁରୋଧ :-

ପ୍ରତ୍ୟେକ ସେଵା ସ୍ଥାନରେ ମାସର ତିରିଶି ଦିନରେ ତିରିଶିଟି ଗୃହରେ ପ୍ରାର୍ଥନା ସମାବେଶ କ୍ରମରେ ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet