Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 13-11-2022
Share:

By Village Missionary Movement

Saturday, 12-Nov-2022

ଆଜିର ବାକ୍ୟ (Oriya) 13-11-2022

 

ସୃଷ୍ଟିକର୍ତ୍ତା 

 

"...ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି " - କଲସୀୟ 1:16

 

ରେମନ୍ତ ତାର ଛୋଟ ଝିଅ ରୀନା ସହିତ ସପିଙ୍ଗ ଯିବାକୁ ବାହାରିଲା !ରୀନା ମଧ୍ୟ ଅତି ଆନନ୍ଦରେ ମୁଁ ସପିଙ୍ଗକୁ ଯିବି, ମୁଁ ଯାହା ଇଚ୍ଛା କରେ ସେସବୁ ବାପା ମୋତେ କିଣିକି ଦେବେ, କେତେ ଖୁସି କହି ଡେଇଡେଇ ମାଆକୁ ବାଇ କହିଲା !ପିଲାମାନେ ତୁମ୍ଭଙ୍କୁ ମଧ୍ୟ ବାପାଙ୍କ ସହିତ ମିଶିକି ସପିଙ୍ଗ ଯିବାକୁ ବହୁତ ଇଚ୍ଛା କି ? ଓକେ ମାତ୍ର ହଇରାଣ କରି ଅସୁବିଧା କରିବାକୁ ହେବ ନାହି !ଠିକ ଅଛି ତ, ତୁମେ ସମସ୍ତେ ବହୁତ ଉତ୍ତମ ପିଲାମାନେ ତ ?

 

ରେମନ୍ତ ଦାଦା କାରରେ ଅଳ୍ପ ଦୂର ଯାତ୍ରା କଲା ପରେ କିଛି ଗୋଟେ ଶବ୍ଦରେ କାରଟି ରହିଗଲା!କାରରୁ ଓଲ୍ଲାଇ କଣ କଲେ ସୁଧା ତାହା ସଠିକ ହେଲା ନାହିଁ!ରୀନାର ସବୁକିଛି ଆନନ୍ଦ ହଜିଗଲା!ଅଳ୍ପ କ୍ଷଣିରେ ବାଡ଼ି ଧରି ଚାଲିଚାଲି ଆସୁଥିବା ଜଣେ ଅଜା ପଚାରିଲେ, କଣ ମୁଁ ସାହାଯ୍ୟ କରି ପାରିବି କି ? ରେମନ୍ତ ତାହାଙ୍କୁ ତଳଉପରକୁ ଦେଖି, ଏ ଆମକୁ କଣ ସାହାଯ୍ୟ କରିବ ବୋଲି ଭାବନା କରି, ନାହିଁ ମୁଁ ଦେଖିବି କହିଲା !ପୁନର୍ବାର କଣକଣ କାରକୁ କଲା !ହେଲେବି କାରଟି ଷ୍ଟାର୍ଟ ହେଲା ନାହିଁ !ବାପା ମୋତେ ବିରକ୍ତି ଲାଗୁଚି କହି ଥିବା ରୀନାଙ୍କ କଥାକୁ ଶୁଣିଥିବା ରେମନ୍ତ ଦାଦାଙ୍କୁ ବହୁତ ଦୁଃଖ ଲାଗିଲା !ଭ୍ରମଣକୁ ଯାଇ ପୁନର୍ବାର ଫେରିଥିବା ସେହି ଅଜା ପୁନର୍ବାର ସେ ପଚାରିଲେ ମୁଁ କିଛି ସାହାଯ୍ୟ କରିବି କି ?

 

ହାଲିଆ ହୋଇଯାଇଥିବା ରେମନ୍ତ ଠିକ ଅଛି କହିବା ପୂର୍ବରୁ ହିଁ ରୀନା କହିଲା, ଠିକ ଅଛି ଅଜା ଦୟାକରି ଆମକୁ ସାହାଯ୍ୟ କରନ୍ତୁ !ଅଳ୍ପ ମିନିଟରେ ଠିକ କରିଦେଲା !ତାପରେ କାରଟିକୁ ଷ୍ଟାର୍ଟ କରିବାକୁ କହିଲା, କାରଟି ଷ୍ଟାର୍ଟ ହେଲା !ବାପାଙ୍କ ଅଜଣା ଅଜାଙ୍କୁ ଜଣା ଅଛି ଭାବନାରେ ରୀନା ଚାହିଁଲା !ସେହି ପୋର୍ଟ କାରଟି ନିର୍ମାଣ କାରୀ ହେଉଛନ୍ତି ସେହି ଅଜା !ସେଥିପାଇଁ ଅତି ସହଜରେ ରିପେର କରିଦେଲା !ରେମନ୍ତ ଅଜାକୁ ଧନ୍ୟବାଦ ଜଣାଇଲା !ତୁମ୍ଭ ନାମ କଣ କହି ପଚାରିବାରୁ, ସେ କହିଲା, ହେଣ୍ଡ୍ରି ଆକପୋର୍ଟ କହି, ହାତକୁ ହାତ ମିଳାଇ ଟାଟା କହି ଚାଲିଗଲା !ସେ ଯାହା କହିଲା ସବୁକିଛି ବୁଝିଲା !ରେମନ୍ତ ଦାଦା କୃତଜ୍ଞତା ପୂର୍ବକ ମନରେ ତାହାଙ୍କୁ ଟାଟା କହି ଚାଲିଗଲା !ତାପରେ ଝିଅ ତାର ବାପା ସହ କଥା ହେବାକୁ ଆରମ୍ଭ କଲା !ଏହି ପ୍ରକାରରେ ଆମକୁ ଆସିଥିବା କଷ୍ଟ ପରିସ୍ଥିତି ଗୁଡିକ ସୃଷ୍ଟି କର୍ତ୍ତା ହୋଇଥିବା ଯୀଶୁବାପାଙ୍କ ସହିତ କହିବା ବେଳେ ସେ ସହଜରେ ଭଲ କରିବେ!କଣ ରୀନା ବାପା ଯାହା କହିଲେ ତାହା ବୁଝିଲ କି ?ବାପା କହିଲା,ତୁମ୍ଭେ ଅପେକ୍ଷା କରୁଥିବା ସୁପର ବଜାର ଆସିଗଲା !ରୀନାକୁ କଣ ଗୋଟେ ସନଡେ କ୍ଲାସ ଗଲା ପରି ଲାଗିଲା !

 

ପ୍ରିୟ ଭାଇ ଓ ଭଉଣୀଗଣ, ମୋର ଦେଖାଶାଖା କରିବାକୁ କେହି ନାହାନ୍ତି, ମୋତେ ସାହାଯ୍ୟ କରିବାକୁ, ଆବଶ୍ୟକ ପୂରଣ କରିବାକୁ କେହି ନାହାନ୍ତି ବୋଲି ଭାବନା କରୁଛ କି ? ତୁମ୍ଭଙ୍କୁ ସୃଷ୍ଟି କରିଥିବା ସଦାପ୍ରଭୁ ପରମେଶ୍ୱର ଅଛନ୍ତି !ତୁମ୍ଭର ଅବସ୍ଥା ଯାହା ହେଲେ ବି ସେ ସଜାଡିବ ଦୁଃଖ ହୁଅ ନାହିଁ, ଠିକ ଅଛି ତ !

- ଶ୍ରୀମତୀ ଜିବା ବିଜୟ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet holiganbet giriş casibom giriş bahiscasino ngsbahis betplay holiganbet jojobet casibom holiganbet jojobet