Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 10-11-2022
Share:

By Village Missionary Movement

Wednesday, 09-Nov-2022

ଆଜିର ବାକ୍ୟ (Oriya) 10-11-2022

 

ଦର୍ପଣ 

 

“କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତାମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟର ତୁଲ୍ୟ” - ଯାକୁବ 1:23

 

ଦିନେ ଏକ ବଡ଼ କମ୍ପାନୀର ନୋଟିସ ବୋର୍ଡରେ ସେଠାରେ କାମ କରୁଥିବା ଯୌବନ ମାନେ ଦେଖିବା ପରି ଏକ ବାର୍ତ୍ତାକୁ ଟଙ୍ଗାଇ ଦିଆ ଗଲା !ସେଥିରେ ଲେଖାଥିଲା କି, ତୁମ୍ଭ ବୃଦ୍ଧି ପାଇ ପ୍ରତିବନ୍ଧକ କରୁଥିବା ବ୍ୟକ୍ତି ଜଣକ ଆଜି ମୃତ୍ୟୁବରଣ କଲା !ତାକୁ ତଳ ବଖରାରେ ସମାଧି କରାଯିବ !ସେଥିରେ ସମସ୍ତେ ଅଂଶଗ୍ରହଣ ନିମନ୍ତେ ଆହ୍ୱାନ କାରାଯାଇଛି !ତାହା ଦେଖିଥିବା ପ୍ରତ୍ୟେକ ଜଣ, ସେ କିଏ ଦେଖିବା ଉଚିତ କହି ଆଚର୍ଯ୍ୟରେ, ଆତୁରରେ ଅପେକ୍ଷା ଅଛନ୍ତି !ଶେଷରେ ସେହି ବଖରା ଖୋଲା ହେଲା ବେଳେ, ଜଣେଜଣେ ସେହି ଶବଫେଡ଼ି ଦେଖିବା ପାଇଁ ତରବର ହୋଇ ଦେଖି ନିଃଶବ୍ଦ ହୋଇଗଲେ !ସେମାନେ ଏକ ମିନିଟ ପର୍ଯ୍ୟନ୍ତ ଆଉ କିଛି କଥା ହୋଇ ପାରିଲେ ନାହିଁ !ସେହି ଶବଫେଡ଼ିରେ ମୁହଁ ଦେଖିବା ଦର୍ପଣ ଅଛି !ସେମାନେ ଦେଖିବା ବେଳେ ସେମାନଙ୍କୁ ତାଙ୍କର ମୁହଁ ହିଁ ଦେଖା ଦେଲା !ସେଠାରେ ଲେଖାଥିଲା କି ଯେ, ତୁମ୍ଭ ବୃଦ୍ଧି ନିମନ୍ତେ ତୁମ୍ଭେ ହିଁ ପ୍ରତିବନ୍ଧକ ଅଟ, ତାହାଛଡା ଆଉ କେହି ହିଁ ପ୍ରତିବନ୍ଧକ ନୁହେଁ !

 

ହିଯିକିୟ ରୋଗାକ୍ରାନ୍ତ ହୋଇ ସୁସ୍ଥ ହେବା ଘଟଣାଟି ଶୁଣି ରାଜା ଉପହାର ପଠାଇଲା !ହିଯିକିୟ ସେମାନଙ୍କୁ ଦେଖି ଆନନ୍ଦିତ ହୋଇ ତାଙ୍କ ରାଜ୍ୟରେ ଥିବା ଜିନିଷ ଆଉ କେଉଁଠି ନ ଥିବା ଜିନିଷ ସବୁ ତାଙ୍କୁ ଦେଖାଇଲା !ଏହି ଉର୍ନ୍ନତି ସ୍ତିତିର କାରକ ହୋଇଥିବା ପରମେଶ୍ୱରଙ୍କୁ ଭୁଲି ଯାଇ, ତାପରେ ଆସୁଥିବା ତାଙ୍କ ବଂଶଧରର ବୃଦ୍ଧିରେ ପ୍ରତିବନ୍ଧକ ହୋଇ ରହିଲା !ହିଯିକିୟ ସନ୍ତାନ ମାନଙ୍କ ମଧ୍ୟରେ କେତେ ଜଣ ବାବିଲ ରାଜା ନଗରରେ ନପୁଂସ କରିବା ନିମନ୍ତେ ସେମାନଙ୍କୁ ନିଆଗଲା ବୋଲି ପ୍ରଭକ୍ତାଙ୍କ ଦ୍ଵାରା ପ୍ରକାଶ କରାଗଲା !

 

ଏହା ପାଠ କରିଥିବା ପ୍ରିୟ ବନ୍ଧୁଗଣ, ଆମର ଗୁଣ ହେଉଛି ଏକ ଦର୍ପଣ ସଦୃଶ୍ୟ !ସେହି ଦର୍ପଣରେ ତାଙ୍କର ପ୍ରକୃତ ରୂପକୁ ପ୍ରତ୍ୟେକ ଜଣ ଦେଖିଆସେ !ପ୍ରଭୁପରମେଶ୍ୱରଙ୍କ ଦ୍ଵାରା ସୃଷ୍ଟି ହୋଇଥିବା ପ୍ରତ୍ୟେକ ଜଣ କେମିତି ବଞ୍ଚିବା ଉଚିତ, କିପରି ରହିବା ଉଚିତ ଏହା ପବିତ୍ର ବାଇବଲ ନାମକ ଦର୍ପଣ ଆମକୁ ଶିକ୍ଷା ଦେଉଛି !ଆମର ମୁହଁକୁ ଦେଖି ଆମେ ନିଜକୁ ସଜାଡ଼ିବାକୁ ହିଁ ବ୍ୟବହାର ହେଉଥିବା ସାଧାରଣ ଦର୍ପଣ ଠାରୁ ପବିତ୍ର ବାଇବଲ ଦର୍ପଣ ଅତି ବ୍ୟବହାର ଯୋଗ୍ୟ ଅଟେ !ତେଣୁକରି ସେହି ପବିତ୍ର ବାଇବଲ ଦର୍ପଣକୁ ପ୍ରତ୍ୟେକ ଦିନ ବ୍ୟବହାର କରି, ଆମ ବୃଦ୍ଧିକୁ ପ୍ରତିବନ୍ଧକ ହୋଇଅଛି ତାହାକୁ ଧ୍ୟାନ କରି ସଜାଡିବା !ଆମ ବୃଦ୍ଧିକୁ ପରମେଶ୍ୱର ସହବର୍ତ୍ତୀ ହୁଅନ୍ତୁ !ଆମେନ୍ !

- ଶ୍ରୀମତୀ ଶକ୍ତି ଶଙ୍କର ରାଜ 

 

ପ୍ରାର୍ଥନା ଅନୁରୋଧ :-

ଯୁବତୀ ବାଳିକା ନିମନ୍ତେ ତାମିଲିରେ ପ୍ରକାଶ କରାଯାଉ ଥିବା "ହେ ଯୁବତୀ ଶୁଣ" ନାମକ ପତ୍ରିକା ଅନେକଙ୍କୁ ଉପଯୋଗ ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al meritking meritking giriş meritking güncel giriş perabet perabet perabet giriş deneme bonusu deneme bonusu veren siteler matbet matbet giriş matbet güncel giriş betsat betsat giriş betsat güncel giriş perabet perabet giriş perabet güncel giriş kingroyal kingroyal giriş kingroyal güncel giriş vaycasino vaycasino giriş vaycasino güncel giriş jojobet superbetin matbet jojobet deneme bonusu deneme bonusu veren siteler holiganbet holiganbet giriş Superbetin superbetin giriş superbetin güncel giriş süperbetin aresbet aresbet giriş perabet perabet giriş milanbahis milanbahis giriş milanbahis milanbahis giriş holiganbet holiganbet giriş holiganbet holiganbet giriş jojobet jojobet giriş alobet alobet giriş casibom casibom giriş