Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 09-11-2022
Share:

By Village Missionary Movement

Tuesday, 08-Nov-2022

ଆଜିର ବାକ୍ୟ (Oriya) 09-11-2022

 

ସୁବିବେଚନା 

 

“ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ।“ - ହିତୋପଦେଶ 3:5

 

ପୂର୍ବ ଦିନମାନଙ୍କରେ ବୃଦ୍ଧଗୁରୁ ମାନଙ୍କ ଠାରେ ରାଜାବଂଶର ରାଜକୁମାରମାନେ ଅନେକ ଶିକ୍ଷଣ ପାଇଁ ତାଙ୍କ ଦେଶକୁ ସାମର୍ଥ ଭାବେ ଶାସନ କରି ଆସୁଥାନ୍ତି !ସେହିପରି ଜଣେ ଗୁରୁଙ୍କର କେବଳ ଜଣେ ମାତ୍ର ପୁତ୍ର ସନ୍ତାନ ଥିଲା !ତାଙ୍କ ପୁଅଙ୍କ ଭବିଷ୍ୟତ ବିଷୟରେ ଚିନ୍ତିତ ହୋଇ ତାଙ୍କ ଠାରେ ଶିକ୍ଷା ନେଇ ଥିବା ପଡୋଶୀ ଦେଶ ରାଜାଙ୍କ ନିକଟକୁ ତାଙ୍କ ପୁତ୍ରଙ୍କୁ ପଠାଇଲା !ତାଙ୍କ ପୁଅକୁ ଏକ ଛୋଟ ମୋଠ ଦେଇ କହିଲା, ଏହା ରାଜାଙ୍କୁ ଦିଅ !ଯିବା ରାସ୍ତାରେ ବାପା ତାଙ୍କୁ ଦେଇ ଥିବା ମୋଠରେ କଣ ଅଛି ଦେଖିବି କହି ତାହା ଖୋଲିକି ଆଚର୍ଯ୍ୟ ହୋଇ ଗଲା !ସେଥିରେ ବାଡ଼ି, କାଠ ତିଆରି କଟୁରି ଏବଂ ପୁରୁଣା ବସ୍ତ୍ର ଅଛି !ଏହି ଜିନିଷ ରାଜାଙ୍କୁ କିପରି ଦେବି ବୋଲି ଭାବନା କରି ତାହାର ସାମର୍ଥକୁ ବ୍ୟବହାର କରି ନୂତନ ଜିନିଷ କଲା !ରାଜଭବନକୁ ପହଁଚିଲା !

 

ସେହି ନୂଆ ଜିନିଷ ଗୁଡିକକୁ ଜଗୁଆଳିଙ୍କୁ ଦେଇ ପଠାଇଲା !ରାଜାଙ୍କ ଠାରୁ କୌଣସି ଉତ୍ତର ଆସିଲା ନାହିଁ !ଅନେକ ସମୟ ଅପେକ୍ଷା କରି ରହିବା ପରେ, ଆଉ ଅନ୍ୟ ପନ୍ଥା ନ ଥାଇ, ତାଙ୍କ ପିତା ଦେଇଥିବା ମୋଠକୁ ଜଗୁଆଳିକୁ ଦେଇ ପଠାଇଲା !ଅଳ୍ପ ମିନିଟ ମଧ୍ୟରେ ରାଜା ହିଁ ରାଜ ଭବନ ଦ୍ଵାର ନିକଟକୁ ଆସି ତାଙ୍କୁ ଆଲିଙ୍ଗନ କରି, ରାଜ ଦରବାରକୁ ପାଛୋଟି ନେଲା !ରାଜା ସେହି ମୋଠରେ ଥିବା ଜିନିଷ ଗୁଡିକ ଦେଖାଇ କହିଲା, ମୁଁ ଭୂଲ କଲା ବେଳେ ମୋତେ ଏହା ଉତ୍ତମ ମାର୍ଗରେ କଢାଇ ନେଲା !ମୋ ହସ୍ତ ଏହି କାଠ କଟୁରିରେ ହିଁ ଶିକ୍ଷା ଗ୍ରହଣ କଲା !ଦିନେ ଗାତରେ ଛନ୍ଦି ହୋଇଥିବା ବେଳେ ଏହି ବସ୍ତ୍ର ପହଞ୍ଚାଇ ଗୁରୁ ମୋତେ ଉଦ୍ଧାର କଲେ !ଏହି ସବୁ ମୋତେ ଅତି ମୂଲ୍ୟବାନ ଜିନିଷ ବୋଲି କହି, ଏହି ଜିନିଷ ସବୁ ଆପଣ ପ୍ରଥମେ ଦେଇଥିଲେ, କେବେ ହିଁ ରାଜ ଭବନକୁ ଆସିଥାନ୍ତ କହିଲା !ସୁନାମ ଅର୍ଜନ କରିବା ଉଚିତ ବୋଲି ତାର ନିଜ ବିବେକ ବ୍ୟବହାର କରି, ତାର ସମୟକୁ ବୃଥା କଲି ବୋଲି ପୁଅଟି ଦୁଃଖିତ ହେଲା !

 

ପବିତ୍ର ବାଇବଲରେ ଲୁକ :-5:2-11 ରେ ପିତରଙ୍କ ବିଷୟରେ ଆମେ ଧ୍ୟାନ କରିଆସେ !ପିତର ମାଛ ଧରିବାକୁ ଅତି ଧୂରନ୍ଦ୍ର ଅଟେ !ସେହି ବିଷୟରେ ପ୍ରତ୍ୟେକଟି ଜାଣି ଥିବା ବ୍ୟକ୍ତି !ରାତ୍ରି ସାରା ଚେଷ୍ଟା କରି କିଛି ନ ମିଳିବା ହେତୁ ହାଲିଆ ହୋଇ ଜାଲ ସଫା କରୁଥାଏ !ସେତେବେଳେ ଯୀଶୁଖ୍ରୀଷ୍ଟ ପିତରଙ୍କ ନୌକା ଚଡି ବସିଲା !ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମ୍ଭମାନଙ୍କର ଜାଲ ପକାଅ ଯୀଶୁ କହିବା ବେଳେ, ତାଙ୍କ ନିଜ ବିବେକରେ କଥା ନ କହି ଆପଣଙ୍କ କଥାରେ ମୁଁ ଜାଲ ପକାଇବି ବୋଲି ତାଙ୍କ କଥାରେ ଆଜ୍ଞାବହ ହୋଇ କାମ କଲାବେଳେ ଜାଲ ଛିଣ୍ଡିଲା ପରି ମାଛ ଧରି ପାରିଲା !

 

ହଁ ପ୍ରଭୁଙ୍କର ସନ୍ତାନଗଣ, ପାଠ ପଢାରେ, ଚାକିରୀ କ୍ଷେତ୍ରରେ, ସେବା କାର୍ଯ୍ୟରେ ଆମ ନିଜ ବିବେକକୁ ଅବା ମନୁଷମାନଙ୍କୁ ବିଶ୍ୱାସ କରି ଖ୍ରୀଷ୍ଟଙ୍କୁ ଭୁଲି ଯାଇ ଅନେକ ସମୟରେ ପରାଜୟର ସମ୍ମୁଖୀନ ହେଇଥାଉ !ଆମ୍ଭ ଠାରେ ଥିବା ସ୍ୱାର୍ଥ ନାମକ ଶାରୀରିକ କାର୍ଯ୍ୟ ଖ୍ରୀଷ୍ଟଙ୍କୁ ଲୁଚାଇ, ଆମକୁ ଆସିବାକୁ ଥିବା, ହରାଇବା ପରିସ୍ଥିତି କରୁଛି !ଆମ ଜୀବନରେ ସବୁ ପରିସ୍ଥିତିରେ ନିଜ ଶକ୍ତିକୁ ବିଶ୍ୱାସ ନ କରି ପ୍ରଭୁଙ୍କର ଶକ୍ତିକୁ ବିଶ୍ୱାସ କରି, ତାହାଙ୍କ କଥାରେ ଆଜ୍ଞା ବହ ହୋଇ ଚାଲିବାକୁ ନିର୍ଣ୍ଣୟ କରିବା, ପରମପିତା ଆମ୍ଭ ନିମନ୍ତେ ପ୍ରସ୍ତୁତ କରି ରଖିଥିବା ଆଶୀର୍ବାଦ ଗୁଡିକ ନିଜର କରି, ବିଜୟୀର ଜୀବନରେ ବଞ୍ଚିବା !ହାଲେଲୁୟା !

- ଶ୍ରୀମତୀ ଜାବା ଗାଣେଷ ଶେଖାର 

 

ପ୍ରାର୍ଥନା ଅନୁରୋଧ :-

ପ୍ରଭୁଙ୍କର ନିମନ୍ତେ କାର୍ଯ୍ୟ କରିବା ଚାରି ଜଣ ବ୍ୟକ୍ତିଙ୍କୁ ପ୍ରତ୍ୟେକ ସେବା ସ୍ଥାନରେ ପ୍ରଭୁ ଉଠାଇ ଯୋଗାଇ ଦେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet holiganbet güncel giriş matbet giriş holiganbet giriş casibom giriş casibom casibom giriş casibom matbet matbet giriş casibom casibom giriş supertotobet supertotobet giriş imajbet imajbet giriş perabet perabet giriş coinbar coinbar giriş klasbahis klasbahis giriş ngsbahis ngsbahis giriş matbet matbet giriş mavibet mavibet giriş nakitbahis nakitbahis giriş marsbahis marsbahis giriş interbahis interbahis giriş mariobet mariobet giriş betpas betpas giriş artemisbet artemisbet giriş betsmove betsmove giriş restbet restbet giriş egebet egebet giriş https://yourfilterconnection.com/ jojobet jojobet giriş Hiltonbet Hiltonbet giriş jojobet alobet alobet giriş betcio betcio giriş grandpashabet grandpashabet giriş holiganbet holiganbet giriş jojobet jojobet giriş jojobet jojobet giriş pashagaming tarafbet editörbet perabet perabet giriş grandbetting hitbet xslot sweet bonanza betkom giriş sweet bonanza betkanyon giriş perabet perabet giriş jojobet holiganbet jojobet cratosroyalbet betgit jojobet betpuan gameofbet grandpashabet grandpashabet teosbet holiganbet Hiltonbet Hiltonbet giriş