By Village Missionary Movement
Tuesday, 16-Feb-2021ଆଜିର ବାକ୍ୟ (Oriya) 16-02-2021
ଆତ୍ମୀୟ ପୌରଶ
“ସେ ପାଉଲ ଓ ଆମ୍ଭମାନଙ୍କର ପଛେ ପଛେ ଆସି ଚିତ୍କାର କରି କହିବାକୁ ଲାଗିଲା, ଏହି ବ୍ୟକ୍ତିମାନେ ପରମ ପ୍ରଧାନ ଈଶ୍ୱରଙ୍କର ଦାସ, ସେମାନେ ତୁମ୍ଭମାନଙ୍କୁ ପରିତ୍ରାଣର ପଥ ଜଣାଉଅଛନ୍ତି ।“ - ପ୍ରେରିତ 17:16
ଇଂଲଣ୍ଡ ଦେଶରେ ବହୁତ ଗରିବ ପରିବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଜଣକ ହେଲେ ବିଲିୟମ କେରୀ !ଦରିଦ୍ରତା ଯୋଗୁ ପାଠ ପଡା ଅଧାରୁ ବନ୍ଦ ହୋଇଗଲା !ଏହି ବ୍ୟକ୍ତି ଜଣକ ଶୋହଳ ବର୍ଷ ବୟସରେ ଚପଲ ସିଲେଇବା ଦୋକାନରେ କାମ କରି ତାଙ୍କ ମେଜ ଉପରେ ଝୁଲୁ ଥିବା ଭାରତ ଦେଶର ମାନଚିତ୍ରକୁ ଦେଖି ଯୀଶୁଙ୍କୁ ଜାଣି ନ ଥିବା ପ୍ରଜାମାନଙ୍କ ନିମନ୍ତେ ପ୍ରତିଦିନ ବୋଝରେ, ଲୁହ ଝରାଇ ପ୍ରାର୍ଥନା କରୁଥାଏ !1793ମସିହାରେ ଭାରତ ଦେଶକୁ ଆସି ପଛିମବଙ୍ଗରେ ତାର ସେବା କାର୍ଯ୍ୟ ଆରମ୍ଭ କଲା !ସେଠାକୁ ଆସି ଅଳ୍ପ ଦିନରେ ତାଙ୍କର ପାଞ୍ଚ ବର୍ଷର ଶିଶୁ ମରିଗଲେ !ତାହା ଦେଖି ତାଙ୍କର ସ୍ତ୍ରୀ ପାଗଳ ହୋଇଗଲା !ଇଏ ମଧ୍ୟ ମ୍ୟାଲେରିୟା ଜ୍ଵର ଯୋଗୁ ମରଣ ମୁଖକୁ ଚାଲିଗଲା !ହେଲେ ମଧ୍ୟ ପ୍ରଭୁଙ୍କର ପାଇଁ ପୌରଶରେ ଠିଆ ହୋଇ ତାଡନା ଅନୁଭବ କଲା !ଦିନେ ରାତିରେ ଘଟିଥିବା ଅଗ୍ନି ପ୍ରମାଦରେ ସେ ଅତି ପରିଶ୍ରମ କରି ଅନୁବାଦ କରିଥିବା ବାଇବଲ ମଧ୍ୟ ନିଆଁରେ ଜଳି ପୋଡି ଗଲା !ପରିସ୍ଥିତି କିପରି ଥିଲେ ମଧ୍ୟ ସେ ପ୍ରଭୁଙ୍କର ନିମନ୍ତେ ଆଗକୁ ପକାଇ ଥିବା ପାଦ ଆଉ ପଛକୁ ଫେରାଇଲା ନାହିଁ !ପଛିମବଙ୍ଗର ଶିଙ୍ଗାପୁର ବିଶ୍ୱବିଦ୍ୟାଳୟ ନାମରେ ଏକ ମହାନ ବାଇବଲ ପାଠଶାଳା ଆରମ୍ଭ କରିଥିଲେ !ଆଜି ସେହି ବାଇବଲ ପାଠଶାଳାରୁ ଅନେକ ଲୋକ ପ୍ରଭୁଙ୍କର ସେବକ ହୋଇ ଜଗତ ସାରା ସେବା କରୁଛନ୍ତି !
ବାଇବଲରେ ଯୀଶୁଖ୍ରୀଷ୍ଟଙ୍କର ପରେ ଅନେକ ପ୍ରକାର ତାଡନା ପାଇ ଥିବା ବ୍ୟକ୍ତି ଜଣକ ହେଲେ ପାଉଲ !ତାଙ୍କର ତାଡନା ହେଉଛି ଭୋକ, ମାଡ, କାରାଗାର ଏହିପରି ଅନେକ ଅଛି !କାରାଗାରରେ ଥିବା ସମୟରେ ଅନେକ ଯୁବକ ସେବକମାନଙ୍କୁ ତିଆରି କରିଛନ୍ତି ବୋଲି ଅନେକ ପତ୍ରରେ ଲେଖାଯାଇଛି !କାରଣ, ପାଇଥିବା ସେବାକୁ ପୂର୍ଣ୍ଣ କରିବା ଏକ ପୌରଶ ଏବଂ ତାଙ୍କ ଆତ୍ମାରେ ପ୍ରତିଦିନ ପୌରଶ ହୋଇ ଧୌର୍ଯ୍ୟର ସହିତ ପ୍ରଚାର କରିଥାନ୍ତି !ତାହା ଦ୍ଵାରା ସେହି ଦିନରେ ମହାନ ପୁନଃଜାଗରଣ ହେଲା !
ଏହା ପାଠ କରୁଥିବା ଆମେ ଆମ ଠାରେ କେମିତି ପୌରଶ ଅଛି !ପ୍ରଭୁଙ୍କର ନିମନ୍ତେ ପୌରଶ କି ? ନା ଶାରୀରିକ ଅନୁସାରେ ପୌରଶ ? ପ୍ରଭୁଙ୍କର ନିମନ୍ତେ ପୌରଶ ଆମକୁ ମହାନ ଆତ୍ମା ରୋଜଗାର କରିବାକୁ ବଦଳାଏ !ମାତ୍ର ଆମ ଭାଇ ସହିତ କଥା ନ ହୋଇ ରହିବା ପୌରଶ, ହିଂସା, ରାଗ ଏହିପରି କାର୍ଯ୍ୟକୁ ପୌରଶ ଭାବରେ ଧରିନେଲେ, ଆମର ଆତ୍ମୀୟ ଜୀବନକୁ ବିନାଶ କରିଦିଏ !ପ୍ରଭୁ ଆମ ସହ କଥା ହୁଅନ୍ତି !ଖ୍ରୀଷ୍ଟିଆନ ଜୀବନର ଆରମ୍ଭରେ ପ୍ରଭୁଙ୍କର ନିମନ୍ତେ ପୌରଶ ରୂପରେ ଠିଆ ହେଲେ, ଦିନ ବିତିଯାଉଥିଲେ ତାହା ଲିଭି ଯାଇ ତାଡନା ଆପଣଙ୍କୁ ନିରୁପାୟ କରୁଥାଏ !ଉପରେ ଦୁଇଟି ପ୍ରଭୁଙ୍କର ଦାସଙ୍କର ବିଷୟରେ ଦେଖନ୍ତୁ !ତାଙ୍କୁ ପ୍ରସ୍ତୁତ କରିଥିବା ପ୍ରଭୁଙ୍କର ପାଇଁ ସମସ୍ତ ସହ୍ୟ କରି ପୌରଶରେ ବଂଚିବା ହେତୁ ସେମାନେ ଶିଷ୍ୟମାନଙ୍କୁ, ସେବକମାନଙ୍କୁ ତିଆରି କରୁଛନ୍ତି !ସେହିପରି ହେଲେ ଆମେ ମଧ୍ୟ ପ୍ରଭୁଙ୍କର ପାଇଁ ଧୌର୍ଯ୍ୟରେ ଠିଆ ହେଲେ ଫଳ ହୀନ ହୁଏ ନାହିଁ, ନିଚୟ ଫଳ ପାଇବା !
- ଶ୍ରୀମତୀ ଶକ୍ତି ଶଙ୍କର ରାଜନ
ପ୍ରାର୍ଥନା କରନ୍ତୁ :-ଛୋଟ ପିଲାଙ୍କୁ ସମର୍ଥନ ଯୋଜନାରେ ମିଶି ରହିଥିବା ପିଲାଙ୍କ ପିତାମାତାମାନେ ସମର୍ପିତ ହୋଇ ପିଲାମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
AndroidApp: https://play.google.com/store/apps/details?id=com.vmmorg.template.msmapp&showAllReviews=true
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.