Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 04-11-2022
Share:

By Village Missionary Movement

Thursday, 03-Nov-2022

ଆଜିର ବାକ୍ୟ (Oriya) 04-11-2022

 

ଅପେକ୍ଷାରେ ରୁହନ୍ତୁ 

 

“କାରଣ ଏହି ଦର୍ଶନ ଏବେ ହେଁ ନିରୂପିତ କାଳର ଅପେକ୍ଷା ଓ ପରିଣାମର ଆକାଂକ୍ଷା କରେ ଓ ତାହା ମିଥ୍ୟା ହେବ ନାହିଁ; ତାହା ବିଳମ୍ବ ହେଲେ ହେଁ ତହିଁ ପାଇଁ ଅପେକ୍ଷା କର; କାରଣ ତାହା ଅବଶ୍ୟ ଘଟିବ, ବିଳମ୍ବ ହେବ ନାହିଁ।“ - ହବକ୍‍କୂକ 2:3

               

ଜଣେ ଲୋକ ପାପରୁ ମୁକ୍ତ ହୋଇ, ତାଙ୍କ ପରିବାରକୁ ପରିତ୍ୟାଗ କରି, ଉତ୍ତର ଭାରତ ଦେଶର ଆଦିବାସୀ ଲୋକଙ୍କ ମଧ୍ୟରେ ସେବାକାର୍ଯ୍ୟ କରିବା ନିମନ୍ତେ ସେ ନିଜକୁ ନିଜେ ସମର୍ପିତ ହୋଇ, ମିଶିନାରୀ ଭାବେ ଗଲା !ତାହାଙ୍କ ପାଞ୍ଚ ବର୍ଷର ସେଵାକାର୍ଯ୍ୟରେ ଜଣେ ବଧିର ମାଆ ଛଡା ଆଉ କୌଣସି ଗୋଟିଏ ଆତ୍ମା ବି ପାଇଲା ନାହିଁ !ଦିନେ ବିରକ୍ତି ହୋଇ ଆଜିଠୁ ଆଉ କିଛି ଦରକାର ନାହିଁ କହି, ତାଙ୍କ ନିଜ ଦେଶକୁ ଯିବା ପାଇଁ ନିଷ୍ପତ୍ତି ନେଲା !ହଠାତରେ ସେ ମାଆଟି ମରିଗଲା ବୋଲି ଶୁଣିବାକୁ ପାଇଲା !ହେଲେ ସେ ମାଆଙ୍କୁ ଖ୍ରୀଷ୍ଟିଆନ ସମାଧିରେ ହିଁ କବର ଦେବା ଉଚିତ ବୋଲି ସେହି ମାଆଙ୍କ ପରିବାରକୁ ପଚାରି, ଜଣେ ମିଶିନାରୀଙ୍କୁ ଆହ୍ୱାନ କଲା !ଇଏ ମଧ୍ୟ ସେଠାକୁ ଯାଇ ଲୁହ ଝରାଇ ଠିଆ ହେଲା !ପ୍ରଭୁ କାର୍ଯ୍ୟ କରିବାକୁ ଆରମ୍ଭ କଲେ !ଇଏ ପ୍ରାର୍ଥନା କରିବାକୁ ଆରମ୍ଭ କରିବା କ୍ଷଣି ସଦାପ୍ରଭୁ ପରମେଶ୍ୱର ସେହି ମାଆଙ୍କୁ ଜୀବିତ କରି ଉଠାଇଲେ !ସେହି ଘଟଣା ଦେଖି, ସେହି ଗ୍ରାମବାସୀ ସମସ୍ତେ ପରିତ୍ରାଣ ପାଇଲେ !ସେହି ମିଶିନାରୀ ସବୁ ସମାପ୍ତ ହେଲା ବୋଲି ଭାବନା କରିଥିବା କାର୍ଯ୍ୟକୁ ସଦାପ୍ରଭୁ ବିଜୟୀ ଭାବେ ସମ୍ପୂର୍ଣ୍ଣ କଲେ !

 

ନିରୀକ୍ଷଣର ଅନୁଭବକୁ ପ୍ରଭୁଙ୍କର ସନ୍ତାନ ମାନଙ୍କ ଜୀବନରେ କିଛି ଗୋଟିଏ ସମୟରେ ନିଶ୍ଚିତ ନେତୃତ୍ୱ ନେବା ଉଚିତ !ଏପରି ଅବସ୍ଥାରେ ଆମକୁ ଯୀଶୁଙ୍କ ସାନିଧ୍ୟ ହିଁ ବିଜୟୀ ଦେବ !ପବିତ୍ର ବାଇବଲରେ ଯୀଶୁଙ୍କ ନିମନ୍ତେ ଅପେକ୍ଷା କରି ରହିଥିବା ବ୍ୟକ୍ତିମାନଙ୍କ ଜୀବନ ଶେଷ ପର୍ଯ୍ୟନ୍ତ ମୁଣ୍ଡ ନୁଆଁଇବା ପରିସ୍ଥିତିକୁ ପ୍ରଭୁ ଅନୁମତି କରି ନାହାନ୍ତି !ସମସ୍ତେ ଅପେକ୍ଷାରେ ରହି ତାଙ୍କ ବିଶ୍ୱାସକୁ ପ୍ରଦର୍ଶିତ କଲେ !ଅବ୍ରାହମ ସଫଥ ସମ୍ପୂର୍ଣ୍ଣ କରିବାକୁ ଅନେକ ସମୟ ଅପେକ୍ଷାରେ ଥିଲା !ସମାପ୍ତ ଆନନ୍ଦର ଆଶୀର୍ବାଦ ଅଟଇ !ଲାଜାର ମରିଗଲେ ବୋଲି ଯୀଶୁଖ୍ରୀଷ୍ଟ ବିଳମ୍ବ କରି ନାହାନ୍ତି !ମାତ୍ର ଶେଷରେ ସଦାପ୍ରଭୁଙ୍କର ମହିମା ନିମନ୍ତେ ତାହାଙ୍କୁ ଏକ ଅଦ୍ଦଭୁତ କଲେ !

 

ପ୍ରିୟ ଭାଇ ଓ ଭଉଣୀ ଗଣ, ଚାକିରୀ, ବିବାହ, ଆରୋଗ୍ୟ, ଋଣ ଏପରି ବିଷୟରେ ପ୍ରଭୁ ଆପଣଙ୍କୁ ଅପେକ୍ଷା କରିବାକୁ ଅନୁମତି ଦେଇଛନ୍ତି !କୁଟିଳତା ହୁଅନ୍ତୁ ନାହିଁ !ପ୍ରଭୁଙ୍କର ସାନିଧ୍ୟ ଏବଂ ପବିତ୍ର ବାଇବଲ ଆପଣଙ୍କୁ ସାନ୍ତ୍ୱନା ଦେବ !ସେ ବିଳମ୍ୱ ହେଲେ ବି ଅଦ୍ଦଭୁତ ଗୁଡିକ ଦେବେ !ସଠିକ ଦିନ ଏବଂ ସମୟ ଆସିବା ବେଳେ ସେ ଯଥାଶୀଘ୍ର ଆମ ଭାବନାରୁ ବାହାରେ ଉର୍ନ୍ନତିର କାର୍ଯ୍ୟ ଗୁଡିକ କରି ସମାପ୍ତ କରିବେ !ତାହା ଆମ ଚକ୍ଷୁକୁ ଆଚର୍ଯ୍ୟ ଜଣକ ହୋଇ ଥିବ !ହାଲେଲୁୟା !

- ଏସ. ମୋନଜ କୁମାର 

 

ପ୍ରାର୍ଥନା ଅନୁରୋଧ :-

ଉଜ୍ଜିବ ଶିଷ୍ୟ ସମାବେଶରେ ଅଂଶଗ୍ରହଣ କରୁଥିବା ଯୁବକ ମାନେ ନେଉଥିବା ନିଷ୍ପତ୍ତିରେ ସେମାନେ ସ୍ଥିର ରୂପେ ଜାରି ରଖିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş