Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-11-2022
Share:

By Village Missionary Movement

Thursday, 03-Nov-2022

ଆଜିର ବାକ୍ୟ (Oriya) 03-11-2022

 

ଧନ୍ୟର ଗୀତସଂହିତା 

 

"...ଦୁଷ୍ଟତାରତମ୍ବୁରେ ବାସ କରିବା ଅପେକ୍ଷା ଆମ୍ଭ ପରମେଶ୍ୱରଙ୍କ ଗୃହରେ ଦ୍ୱାରୀ ହେବାର ବରଞ୍ଚ ଆମ୍ଭେ ଭଲ ଜାଣୁ।" - ଗୀତସଂହିତା 84:10

 

ପବିତ୍ର ବାଇବଲରେ ପ୍ରତ୍ୟେକ ଗୀତସଂହିତା ଆମେ ଯଦି ଧ୍ୟାନ କରି ଦେଖିବା ପରି ହେଲେ, ଅନେକ ସତ୍ୟ ଶିଖି ପାରିବା !ଆଜି ଆମେ ଗୀତସଂହିତା ଚଉରାଅଶୀ(84) ଅଧ୍ୟାୟକୁ ଧ୍ୟାନ କରିବା !ଏହି ଗୀତସଂହିତା ଗାଇଥିବା ଭଜନକାରୀ ଏଠାରେ "ଧନ୍ୟ" ନାମକ ପଦ ତିନି ଥର ବ୍ୟବହାର କରିଥିବା ଆମେ ଦେଖୁଛୁ !କେଉଁମାନେ ଧନ୍ୟ ଅଟନ୍ତି, ତେଣୁ ଏହି ଗୀତସଂହିତାକୁ ଘୁସିବା ଜରୁରୀ ଅଟେ !

 

ତୁମ୍ଭ ଗୃହରେ ବାସ କରନ୍ତି, ସେମାନେ ଧନ୍ୟ (ଗୀତସଂହିତା:-84:4):-- 

ଏହି ବାକ୍ୟଟି ପ୍ରଭୁଙ୍କର ସାନିଧ୍ୟରେ ଥିବା ଅନୁଭବକୁ ସୂଚାଉଛି !ପ୍ରଭୁଙ୍କର ଗୃହ ଅର୍ଥାତ ତାହାଙ୍କ ସାନିଧ୍ୟ !ପ୍ରକୃତ ଆଗ୍ରହରେ ତାହାଙ୍କ ନିକଟକୁ ପହଂଚି, ସଦାସର୍ବଦା ତାହାଙ୍କ ଠାରେ ବିତାଇ ଅନୁଭବ ପାଇଲୁ ମାନେ ଆମ୍ଭେ ପ୍ରକୃତ ବା ସତ୍ୟତାରେ ଧନ୍ୟ ଅଟୁ !ଆମେ ଘରେ ବସି ଥିବାବେଳେ, ଠିଆ ହୋଇ ଥିବାବେଳେ, ପୋଷାକ ଘୋଡାଉ ଥିବାବେଳେ, ରାନ୍ଧିବା ବେଳେ, ଅଫିସକୁ ଯିବା ସମୟରେ ପ୍ରଭୁଙ୍କର ଠାରେ କଥା ହେଉ ଥିବା !ଆହା.. ଏହା କେତେ ମହାନ ଖୁସି ଅଟଇ !

 

ଯାହାର ବଳ ତୁମ୍ଭଠାରେ ଥାଏ, ସେ ଲୋକ ଧନ୍ୟ(ଗୀତସଂହିତା :-84:5):--

ଅନେକଙ୍କ ଚାଳିଶି ବର୍ଷ ବୟସ ଆସିଯିବା ପରେ ଏକପ୍ରକାର ଦୁର୍ବଳତାର ସ୍ୱୀକାର ହୁଅନ୍ତି !କିଛି ଗୋଟେ ରୋଗ ଆକ୍ରାନ୍ତ ହୋଇଯିବ ବୋଲି ବେଳେବେଳେ ତଦାରଖ କରୁଥାନ୍ତି !ଷାଠିଏ ବର୍ଷ ବୟସ ଆସିଗଲେ ଏହି ପୃଥିବୀ ଆମକୁ ବୃଦ୍ଧା ଆଖ୍ୟାଗୁଡିକ ଦେଇ ଦେଉଛି !ସେହି କାଳରେ ଥିବା ବ୍ୟକ୍ତିଗଣ, ଯୁବା ବୟସରେ ମେକଫ କରୁଥିଲେ କି ନାହିଁ କିନ୍ତୁ ଆଜିର ଯୁବବର୍ଗ ଅତ୍ୟଧିକ ଯୁବକ ହୋଇ ଦେଖା ଯିବା ନିମନ୍ତେ କଣ କଣ ସବୁ ଚେଷ୍ଟା କରୁଛନ୍ତି !ଦୃର୍ବଳତା ହେବା ଉଚିତ ନୁହେଁ ବୋଲି ଖାଦ୍ୟ ଅଭ୍ୟାସରେ ଅତି ଜାଗ୍ରତ ହୁଅନ୍ତି !ଆମର ଶକ୍ତି ଆମେ ଖାଉଥିବା ପୁଷ୍ଟିକ ଆହାର, ଶକ୍ତି ଯୋଗାଉଥିବା ବଟିକାରେ ଅଥବା ଇଞ୍ଜେକ୍ସନରେ ଥିବ ନାହିଁ !ତାହାଙ୍କ ଦ୍ଵାରା ଆମକୁ ଶକ୍ତି ହେବା ଉଚିତ !ଆମ୍ଭେ ତାହାଙ୍କ ଦ୍ଵାରା ଶକ୍ତି ପାଇବା ବେଳେ ଉର୍ନ୍ନତିର ଶକ୍ତି, ଜୀବନ ଦାୟକ ଶକ୍ତି ଆମଠାରେ ପରିପୂର୍ଣ୍ଣ ହେବା ହୃଦୟଙ୍ଗମ ହୋଇପାରିବା !ହବକକୂକ ପ୍ରଭକ୍ତାଙ୍କ ଅନୁସାରେ, ସଦାପ୍ରଭୁପରମେଶ୍ୱର ହିଁ ମୋର ଶକ୍ତି ବୋଲି ଚିତ୍କାର କରିବା !

 

ଯେଉଁ ଲୋକ ତୁମ୍ଭଠାରେ ଶରଣ ନିଏ, ସେ ଧନ୍ୟ(ଗୀତସଂହିତା:-84:12):--

ହଁ ଆମ ସମସ୍ତ ବିଶ୍ୱାସକୁ ପ୍ରଭୁଙ୍କ ଠାରେ ରଖିବା !୯୯ %ପ୍ରଭୁଙ୍କୁ ବିଶ୍ୱାସ କରିବି, ଆଉ ଏକ ପ୍ରତିଶତ ମନୁଷ୍ୟ ରୀତି ଅନୁସାରେ ଚେଷ୍ଟା କରିବି ବୋଲି ନ କହି ଶହେ ପ୍ରତିଶତ ପ୍ରଭୁଙ୍କୁ ହେହୋବା ବୋଲି ବିଶ୍ୱାସ କରିବା ଧନ୍ୟ ହୋଇ ଏହି ପୃଥିବୀରେ ବଞ୍ଚିବା !ହାଲେଲୁୟା !

 

      ଶ୍ରୀମତୀ ଜାବା ଡେଭିଡ ଗାଣେସାନ୍ 

 

ପ୍ରାର୍ଥନା ଅନୁରୋଧ :--

ଆମ ମିଶିନାରୀ ପରିବାରକୁ ସଦାପ୍ରଭୁ ସଂରକ୍ଷଣ, ବ୍ୟବହାର, ଆଶୀର୍ବାଦ କରିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: reachvmm@gmail.com

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al matbet matbet giriş pokerklas betpas maximcasino pashagaming pashagaming egebet casibom casinolevant virusbet ultrabet grandpashabet royalbet perabet matbet kralbet perabet perabet giriş meritbet meritbet giriş